ପ୍ରେସ କ୍ଲୁବ ରେ ୧୫୬ ତମ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ
ଫୁଲବାଣୀ (ସୁନୀଲ ପଟନାୟକ )ଗୁରୁବାର ଜିଲ୍ଲା ପ୍ରେସ କ୍ଳଵ ଫୁଲବାଣୀ ଠାରେ ୧୫୬ ତମ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଳବ ସଭାପତି ସୁନୀଲ ପଟନାୟକ ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ପିଏ. ଆଇ ଟି .ଡି.ଏ,ତଥା ବରିଷ୍ଠ ସାହିତ୍ୟିକ ବୀରେନ୍ଦ୍ର କୁମାର ଦାଶ ଯୋଗ ଦେଇଥିବା ବେଳେ ସାମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ କୁମାର ଜେନା ସନ୍ତୋଷ କୁମାର ଦିଗାଲ,ଯୋଗଦେଇ […]