ସାଂସଦ ପ୍ରତିନିଧି ମନୋଜ ସାବତଙ୍କ ଉଦ୍ୟମରେ ଦାଦନ ମହିଳା ଗାଁକୁ ଫେରିଲେ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା କୋଟଗଡ ଆଜକୁ ପ୍ରାୟ ଚାରି ବର୍ଷ ହେଲା କାମଧନ୍ଦା କରିବାକୁ ପଙ୍ଗାଲି ପଦର ଗ୍ରାମର ବିନେଶ୍ୱର ଚାନେଲସେଟ ଙ୍କ ଝିଅ ଲକ୍ଷ୍ମୀ ପ୍ରିୟା ଚାନେଲସେଟ କେରଳ ରେ କାମ କରିବାକୁ ଯାଇଥିଲେl ସେଠାରୂ ସେ ଘରକୁ ଆସିବା ପାଈଁ ଚାହୁଁଥିଲେ ବି ଆସି ପାରୁନଥିଲେ.lମନ ଦୁଃଖରେସୁଦୂର କେରଳ ରେ ଥିଲେ l ଏହି ଖବର ଜାଣିବା ପରେ କୋଟଗଡ଼ ପାଙ୍ଗାଲ ପଦର ଗ୍ରାମର ରାଉଳ ନାୟକ କୋଟଗଡ ସାଂସଦ ପ୍ରତିନିଧି […]

ମୁନିସିପାଲିଟି ପକ୍ଷରୁ ରାସ୍ତା ଉନ୍ନତିକରଣ , ଲୋକେ ଖୁସ

ଫୁଲବାଣୀ (ସୁନୀଲ ପଟନାୟକ )ଦିନ ଥିଲା ସେହି ରାସ୍ତାରେ ଲୋକେ ଯିବାଆସିବାକରିବାକୁ ନାକ ଟେକୁଥିଲେ, ଲୋକେପରିଶ୍ରା କରିବାପାଇଁ ବ୍ୟବହାର କରୁଥିଲେ lରାସ୍ତା ଅବସ୍ଥା କଦର୍ଯ୍ୟ ହୋଇପଡ଼ିଥିଲା, ଖାଲ ଖମା ହୋଇ ମଝିରେ ମଝିରେ ପାଣି ବି ଜମୁଥିଲା lଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ lତେଵେ ବର୍ତମାନ ନିର୍ବାଚନ ପରେ ମୁନିସିପାଲିଟି ଅଧ୍ୟକ୍ଷା ଭାବେ ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି ନିର୍ବାଚିତ ହେବାପରେ ଦିନ କେଇଟା ମଧ୍ୟରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟହାତକୁ ନିଆଯାଇଛି lସେଥିମଧ୍ୟରୁ ୬ […]

ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ଫୁଲବାଣୀ:-(ସୁନୀଲ ପଟନାୟକ )ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବିଜ୍ଞାନ ମେଳାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର ରଥ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମକୁ ସୁଭାରମ୍ବ କରିଥିଲେ।ଶିଶୁ ବୋଧ ଠାରୁ ଦଶମ ପର୍ଯ୍ୟନ୍ତ ୧୬୬ ଜଣ ଶିଶୁ ବିଜ୍ଞାନିମାନେ ସେମାନଙ୍କର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୯ଜଣ ବିଚାରକ ମଣ୍ଡଳୀ ତଥା ନିହାର ରଞ୍ଜନ […]

କଲିଙ୍ଗୀ -ତାଯୁଙ୍ଗିଆ ରାସ୍ତା ସରିବାର ମାସକେଇଟାରେ ରାସ୍ତାଦବିଲାଣି, ନିମ୍ନ ମାନର କାର୍ଯ୍ୟ ଅଭିଯୋଗ

ଫୁଲବାଣୀ (ସୁନୀଲ ପଟନାୟକ )କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ସରିଲାl ଲୋକେଏବେ ଟିକିଏ ଆରାମ ରେ ଯା ଆସ କରିବେ ବୋଲି ଭାବିଥିଲେ ହେଲେ ରାସ୍ତା ନିର୍ମାଣ ର ମାସ କେଇଟା ହେଇଚି କି ନାହିଁ ଚଳିତ ଲଗାଣ ବର୍ଷl ରେ ରାସ୍ତା ଦବିବା ସହ ପିଚୁ ବି ଠାଏ ଠାଏ ଉଠିଗଲାଣି lନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଂଚଳ ବାସି ଅଭିଯୋଗ କରିଛନ୍ତି l ଗୁଡ଼ି ଉଠିଯିବା […]

ଚାଷୀଙ୍କର ସ୍ଵପ୍ନ ପୁରଣ କରୁଛି ଜଳଛାୟା ବିଭାଗ

ଫୁଲ ବାଣୀ(ସୁନୀଲ ପଟନାୟକ) କନ୍ଧମାଳ ଜିଲାରେ ଥିବାକ୍ଷୁଦ୍ର ନାମ ମାତ୍ର ଚାଷୀ ଜଳାଭାବରୁ ଚାଷ କରି ନ ପାରି ଜମିକୁ ପଡିଆ ପକାଇ ରଖୁଥିଲେ। ହେଲେ ଏବେ ଜଳଛାୟା ବିଭାଗ ପକ୍ଷରୁ ମନରେଗା ଯୋଜନାରେ ମାଗଣାରେ୧୫ X ୧୫ଓ ୨୦ X ୨୦ ଫୁଟରେ ଚାଷୀଙ୍କ ଜମିରେ ଫାର୍ମପଣ୍ଡ ଖୋଳିବା ଫଳରେ ଚାଷୀ ଏବେ ବେଶ ଖୁସ୍‌।ସେମାନେ ଏବେ ପୋଖରୀ ହୁଡାରେ କଦଳୀ, ଅମୃତଭଣ୍ଡା, ସଜନା ଲେମ୍ବୁ ପରି ଗଛ ଲଗାଇବା ସହ ନିକଟରେ ଥିବା ଜମିରେ […]

କନ୍ଧମାଳ ଜିଲ୍ଲାରୁ ଯାଇ ରାଜଧାନୀରେ ନିଖୋଜ,ଥାନା ରେ ଏତଲା

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ପାଜୀମାହା ଗ୍ରାମର ହରିଶ ଚନ୍ଦ୍ର ପଢ଼ ଗତ କିଛି ଦିନ ତଳେ ନିଜ ପୁଅ ସହମିଶି ଭୁବନେଶ୍ୱର ଯାଇଥିଲେ , ଆଉ ଭୁବନେଶ୍ୱର ର ସାଲିଆସାହି ରେ ରହୁଥିଲେ କିନ୍ତୁ ଦୁର୍ଭାଗ୍ୟ ବଶତଃ ହରିଶ୍ଚନ୍ଦ୍ର ପୋଢ଼ ଶୁକ୍ରବାର ରାତି ରେ ବାହାରକୁ ଆସିଲା ପରେ ଆଉ ଘରକୁ ଫେରି ନ ଥିଲେ, ଅନେକ ସମୟ ପରେ ବି ବାପା ହରିଶ୍ଚନ୍ଦ୍ର ଘରକୁ ନ ଫେରିବା ରୂ ପୁଅ ବିଚଳିତ […]

ଜିଲା ସ୍ତରୀୟ ଉଜ୍ଜ୍ୱଳ ଭାରତ ଉଜ୍ବଳ ଭବିଷ୍ୟତ ବିଦ୍ୟୁତ ମହୋତ୍ସବ

ଫୁଲବାଣୀ(ସୁନୀଲ ପଟନାୟକ )ଦେଶ ସ୍ୱାଧୀନତା ର୭୫ ତମ ବର୍ଷ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ଅଜାଦି କି ଅମୃତ ମହୋତ୍ସବ ଅବସରରେ ବିଦ୍ୟୁତ ମହୋତ୍ସବ ଆଜି ସ୍ଥାନୀୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇ ଥିଲା lଏଥିରେ ମୂଖ୍ୟ ଅତିଥୀ ଭାବେଜିଲା ପରିଷଦ ଅଧ୍ୟକ୍ଷ ନନ୍ଦିନୀ ମଲିକ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥୀ ଭାବେ ଅତିରିକ୍ତ ଜିଲା ପାଳ ବସନ୍ତ କୁମାର ସାହୁ, ଫୁଲବାଣୀ ବ୍ଲକ ଅଧ୍ୟକ୍ଷl ସସ୍ମିତା କହଁର, ପୌର ପରିଷଦ ଅଧ୍ୟକ୍ଷଶ୍ରୀମତି ସ୍ମିତା ରାଣୀ ମହାନ୍ତି ସାଧାରଣ […]

କନ୍ଧମାଳରେ ଧୀରେ ଧୀରେ ବଢୁଛି ସଂକ୍ରମଣ

ଫୁଲବାଣୀ (ସୁନୀଲ ପଟନାୟକ) ଗୁରୁବାର କନ୍ଧମାଳ ଜିଲ୍ଲାରେ ପୁଣି ୨୩ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇ ଛନ୍ତି । ବର୍ତମାନ ସୁଦ୍ଧା ପଜିଟିଭ ସଂଖ୍ୟା ପାଖା ପାଖି ଶହେ ରୂ ଉର୍ଦ୍ଧ ରେ ପହଞ୍ଚିଲାଣି ।ଜିଲ୍ଲା ପ୍ରଶାସନ ର କଟକଣା ନଥିବା ରୂ ମାସ୍କ ପିନ୍ଧିବା, ସାମାଜିକ ଦୂରତା କଥା ସମସ୍ତେ ଭୁଲିଗଲେଣି lକେହି ବି କୋରାନା କଟକଣା ମାନୁନାହାନ୍ତି l କାଁ ଭାଁ କିଏ କେମିତି ମାସ୍କ ପିନ୍ଧୁଥିବା ଦେଖାଯାଉଛି l କୋରନା […]

୬ ଦଫା ଦାବୀପୂରଣ ନେଇ କନ୍ଧମାଳ ଜ଼ିଲ୍ଲା କଳାକାରସଙ୍ଘ ର ରା଼ଲ୍ଲୀ ଓବିକ୍ଷୋଭ

ଫୁଲବାଣୀ(ସୁନୀଲ ପଟନାୟକ )ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟକଳାପ ଏବଂ କଳାକାର ଙ୍କପ୍ରତି ଅଶାଳୀନ ବ୍ୟବହାର, ପା ତର ଅନ୍ତର ନୀତି ର ଘୋର ପ୍ରତିବାଦ କରି ଆଜି ହଜାର ହଜାର କଳାକାର ଶାନ୍ତିପୂର୍ଣ୍ଣ ଭାବେ ପାରମ୍ପରିକ ବେଶ ପୋଷାକ ପରିଧାନ କରି ପାରମ୍ପରିକ ବାଦ୍ୟ ନୃତ୍ୟ ର ତାଳେ ତାଳେ ବିରାଟ ପାଟୁଆର ରେ ମାଦିକୁନ୍ଦା ଛକରୁ ବାହାରି ଜ଼ିଲ୍ଲା ପାଳ ଙ୍କ କାର୍ଯାଳୟ ପର୍ଯ୍ୟନ୍ତ ଯାଇ କନ୍ଧମାଳ ଜ଼ିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ […]

ରୁଚିକାକୁ ନ୍ୟାୟ ଦେବାପାଇଁ ଆଠଗଡ କଂଗ୍ରେସ ଦେଲା ରାଜ୍ୟପାଳଙ୍କୁ ଦାବିପତ୍ର

ଆଠଗଡ(ଉଲପ୍ର)ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟାର ବିଚାର ବିଭାଗୀୟ ତଦନ୍ତ ସହ ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରୁଚିକା ପରିବାରକୁ ନ୍ୟାୟଦେବା ସହ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକ ରେ ଚାଲିଥିବା ରାଗିଂ ବନ୍ଦ କରିବା ଦାବିରେ ଆଠଗଡ କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଦିପ୍ତିମୟୀ ବେହେରା ସ୍ମାରକ ପତ୍ର ଗ୍ରହଣ […]