ପ୍ରେସକ୍ଳବ ସଦସ୍ୟ ମାନଙ୍କ ପାଈଁ ଘର ବାରି ଜମି ସହ କମ୍ୟନିଟି ହଲ ଯୋଗେଇ ଦେବା ପାଈଁ ପତ୍ର

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲ ବାଣୀ ସହରରେ ଦିର୍ଘ ବର୍ଷ ଧରି ନିଷ୍ଠା ଓଆନ୍ତରିକତାର ସହ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସହରରେ ନିଜସ୍ୱ ଜାଗା ନଥିବା ଫଳରେ ସେମାନେ ଅସୁବିଧାରେ ରହିଛନ୍ତି l ଫଳରେ ସେମାନଙ୍କ ପାଈଁ ଜମି ଯୋଗାଇଦେବାଲାଗି ପ୍ରେସକ୍ଳବ ପକ୍ଷରୂ ଗତ ଦୁଇବର୍ଷ ଧରି ଉଦ୍ୟମ କରାଯାଇ ଆସୁଥିଲା l ହେଲେ ଅତିଶୀଘ୍ର କାର୍ଯ୍ୟରତ ପ୍ରେସ୍ର କ୍ଳବ ସଦସ୍ୟ ମାନଂକୁ ଏକ କମ୍ୟୁନିଟି ହଲ ସହ ଜାଗା ଯୋଗାଇଦେବାଲାଗି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର […]

ପୂର୍ବତନ କର୍ମଚାରୀ ନେତା ବ୍ରହ୍ମାବେହେରା ଙ୍କ ପରଲୋକ

ଫୁଲବାଣୀ(ସୁନୀଲ ପଟନାୟକ )ପୂର୍ବତନ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘ ସଭାପତି, ଜିଲା ପାଣ ସମାଜ କଲ୍ୟାଣ କମିଟି ର ପୂର୍ବତନ ସଭାପତି, ମିଳିତ ନାଗରିକ କମିଟି ସଦସ୍ୟ,ବ୍ରହ୍ମାନନ୍ଦ ବେହେରା ଙ୍କ ଆଜିସକାଳେ ଡାକପାଲା ସ୍ଥିତ ବାସଭବନ ରେ ପରଲୋକ ହେଇଯାଇଛି lମୃତ୍ଯୁ ବେଳକୁ ତାଙ୍କୁପାଖl ପାଖି ୮0ବର୍ଷ ହୋଇ ଥିଲା lବ୍ରହ୍ମଲବେହେରାଙ୍କ ମୃତ୍ଯୁ ରେ ଜିଲା କଂଗ୍ରେସ ସଭାପତି ଅନାମ ନାୟକ, ମିଳିତ ନାଗରିକକମିଟି ସଭାପତି ଡ଼ଃ. ଅରୂପ ଜେନା, ଜିଲା ପ୍ରେସ କ୍ଳବ ସଭାପତି ତଥା […]

କନ୍ଧମାଳ : କୁଇ ସମାଜ ସେବା ସମିତି ତରଫରୁ କାରଗିଲ ବିଜୟ ଦିବସ ପାଳିତ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା କୁଇ ସମାଜ ସେବା ସମିତି, ଫୁଲବାଣୀ ତରଫରୁ ୨୩ତମ କାରଗିଲ ବିଜୟ ଦିବସ ଅବସରରେ ଭାରତୀୟ ସେନାମାନଙ୍କ ବଳିଦାନ ସ୍ମୃତିଚାରଣ କରି ଭାରତର ୧୫ତମ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜ୍ଞାପନ କରାଗଲା। ଓଡ଼ିଶାର ପ୍ରଥମ ମହିଳା ତଥା ଭାରତର ପ୍ରଥମ ଆଦିବାସୀ ଭାବେ ସାମ୍ବିଧାନିକ ସର୍ବୋଚ୍ଚ ପଦ ଅଳଙ୍କୃତ କରିଥିବା ଯୋଗୁଁ କୁଇ ସମାଜ ଗର୍ବିତ ଏବଂ ସେ ଭାରତୀୟ ମାନଙ୍କ ସେବା ପାଇଁ ଉତ୍ସର୍ଗିକୃତ ଥାଆନ୍ତୁ […]

କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ବୈଠକ : ବିଭିନ୍ନ ସମସ୍ୟା ର କ୍ଷେତ୍ର ପରିଦର୍ଶନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗଦେଇ ଅଭିଯୋଗ ଶୁଣାଣି କରିଥିବା ବେଳେ ଏଥିରେ ବ୍ୟକ୍ତିଗତ ଓ ଗୋଷ୍ଠିଗତ ଭାବେ ବିଭିନ୍ନ ଅଞ୍ଚଳବାସୀ ବାସୀ ବିଭିନ୍ନ ସମସ୍ୟା ଉପରେ ଅଭିଯୋଗ କରି ସମାଧାନ ପାଇଁ ମଧ୍ୟ ପ୍ରାର୍ଥନା କରିଥିଲେ। ଅଭିଯୋଗ ଶୁଣାଣି ପରେ ପରେ ଜିଲାପାଳ ଯେଉଁ କେତେକ ଅଭିଯୋଗ ଶୁଣିଥିଲେ ସେଥିରେ ତୁରନ୍ତ କ୍ଷେତ୍ର ପରିଦର୍ଶନ କରିବା ପାଇଁ ପଦକ୍ଷେପ ନେବା […]

ପାରିବାରିକ କଳହ ର କରୁଣ ପରିଣତି ସ୍ତ୍ରୀ ର ବେକ କାଟିଲା ସ୍ୱାମୀ

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା କ ନୂଆଗାଁ ଥାନା ଅନ୍ତର୍ଗତ ବୁଡୁ ମାହା ରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି lସ୍ତ୍ରୀ ର ବେକକୁ କଟୁରୀ ରେ କାଟିଦେଲା ସ୍ୱାମୀllଗୁରୁବାର ସକାଳୁ ପାରିବାରିକ କହଳ ରୁ ଏଭଳି ଦୁଖଦ ଘଟଣା ଘଟିଛି l ସ୍ତ୍ରୀ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତୀଥିଲେ ମଧ୍ୟ ଗୁରୁତର ଭାବେ ଆହତହୋଇ ଡାକ୍ତର ଖାନା ରେ ଭର୍ତ୍ତି ହୋଇଛନ୍ତି l ସୂଚନା ଯୋଗ୍ୟ ଯେବୁଡ଼ୁମାହା ଗ୍ରାମ ର ବିସ୍ମିତା ମଲିକ , […]

୭୩ ତମ ବନ ମହୋତ୍ସବ ଅବସରରେ କ. ନୂଆଗାଁ ରେଞ୍ଜ ରେ ବୃକ୍ଷ ରୋପଣ

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ କ. ନୂଆଗାଁ ବନ ବିଭାଗ ରେଞ୍ଜ ପକ୍ଷରୁ ବୁଧବାର ଡେଡିମାହା ରୂ ଗେଜିପଦର ପଂଚାୟତ ରାସ୍ତା ପାର୍ଶ୍ୱ ରେ 2022/23ବର୍ଷ ରେ ଏଭିନ୍ୟୁ ପ୍ଲାଣ୍ଟେସନ ପାଞ୍ଚ କି ମି ରାସ୍ତା ରେ ବିଭିନ୍ନ କିସମ ର ବୃକ୍ଷ ରୋପଣ କରାଯାଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେସିରତୀଗୁଡା ସରପଞ୍ଚ ଶ୍ରୀମତୀ ଭାଗ୍ୟବତୀ ମଲିକ ମୁଖ୍ୟଅତିଥି ଭାବେଯୋଗ ଦେଇଥିବାବେଳେ କ. ନୂଆଗାଁ ରେଞ୍ଜ ଅଫିସର ରବୀନ୍ଦ୍ର ପାତ୍ର,ସ୍ୱୟଂ ସହାୟକ […]

ଫୁଲବାଣୀ ବନ ବିଭାଗ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ ରେ ୭୩ ତମ ବନ ମହୋତ୍ସବ

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ଅଧିନସ୍ଥ ଫୁଲବାଣୀ ବନ ବିଭାଗ ରେଞ୍ଜ ପକ୍ଷରୁ ବୁଧବାର କେନ୍ଦ୍ରୀୟ ବିଦ୍ୟାଳୟ ପରିସର ରେ ୭୩ ତମ ବନମହୋତ୍ସବ ପାଳିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗଦେଇ ଥିବା ବେଳେକନ୍ଧମାଳ ଏସପି ଭିନୀତ ଅଗ୍ରୱାଲ, ଫୁଲବାଣୀ ବନ ଖଣ୍ଡ ଅଧିକାରୀ ବିସ୍ବରାଜ ପଣ୍ଡା, ପି ଏ. ଆଇଟିଡିଏ ବୀରେନ୍ଦ୍ର କୁମାର ଦାସ,କେନ୍ଦୁ ପତ୍ର ଡି ଏଫ […]

ଫୁଲବାଣୀ ବିଧାୟକପ୍ରଥମ ଶ୍ରେଣୀ ରେ ମାଟ୍ରିକ ପାସ କଲେ

ଫୁଲବାଣୀ ( ସୁନୀଲ ପଟନାୟକ )ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମାଟ୍ରିକ ପାସ କଲେ lବିଧାୟକ କହଁର b (1)ଗ୍ରେଡ଼ ପ୍ରଥମ ଶ୍ରେଣୀ ରେ ପାସ କରିଛନ୍ତି lବିଧାୟକ କହଁର ମୋଟ 500 ମାର୍କ ରୂ 364ମାର୍କ ହାସଲକରିସଫଳତା ହାସଲ କରିଛନ୍ତି l ଯାହାକି ମୋଟ ମାର୍କ ର 72ପ୍ରତିଶତ l ସେ ଚଳିତ 2022ଏସ ଆଇ ଓ ଏସ ରେ ମାଟ୍ରିକ ପରୀକ୍ଷା ଦେଇଥିଲେ lମ୍ୟାଟ୍ରିକ ପାସ ହେବାପରେ ବିଧାୟକ କହଁର ଅତ୍ୟନ୍ତ ଖୁସି ବ୍ୟକ୍ତ […]

ପାନୀୟ ଜଳ ପାଇଁ ଗାଁ ରେ ଖୋଳାଯାଇଛି ବୋରୱେଲ ହେଲେ ବାଉଁଶନଳା ରେ ଟାଣି ପାଣି ବ୍ୟବହାର କରୁଛନ୍ତି ଲୋକେ

ଫୁଲବାଣୀ (ସୁନୀଲ ପଟନାୟକ )ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ଗ୍ରାମାଞ୍ଚଳ ଲୋକଙ୍କୁ ସ୍ଵଛ ପାନୀୟ ଜଳ ଯୋଗାଇ ଦେଵାପାଇଁ ବୋରେୱଲ ଖୋଳୁ ଛନ୍ତି ହେଲେ ତାକୁ ଅଧ୍ୟାପନ୍ତୁରିଆଅବସ୍ଥାରେ ପକାଇ ଦେବା ଫଳରେ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଗତ ଆଠ ମାସ ତଳେ ନଳ କୂପ ନିର୍ମାଣ କାର୍ଯ୍ୟ ସରିବା ପରେ ପରୀକ୍ଷା ମୂଳକ ଭାବେ କାର୍ଯ୍ୟକ୍ଷମ ନ କରି ଏହାକୁ ବନ୍ଦ ରଖାଯାଇଛି। ଫଳରେ ସାଧାରଣ ଲୋକେ […]

ତୁମୁଡିବନ୍ଧ ଗ୍ରାଫାଇଟ ଖଣି ପୁନଃକାର୍ଯ୍ୟକ୍ଷମ କରିବା ନେଇବିଧାନସଭାରେ ବିଧାୟକଙ୍କ ପ୍ରଶ୍ନ

ଫୁଲବାଣୀ (ସୁନୀଲ ପଟନାୟକ )ଏକଦା ଶିଳ୍ପ ବିହୀନ କନ୍ଧମାଳ ଜିଲାରେ ଏସୀଆ ମହାଦେଶ ର ଦ୍ୱିତୀୟ ବୃହତ କୁହାଯାଉଥିବା ଏକ ଗ୍ରାଫାଇଟ ଖଣି ତୁମୁଡ଼ିବନ୍ଧ ଠାରେ ଥିଲା, ଆଉ ସ୍ଥାନୀୟ ଲୋକେ ଖଣି ରେ କାମ କରି ପରିବାର ଚଳାଉଥିଲେ lପରବର୍ତୀ ସମୟରେ ହେଲେ ଜଙ୍ଗଲ ଓ ପରିବେଶ ବିଭାଗ କଟକଣା ପାଈଁ ଗତ ୨୫ ବର୍ଷ ହେଲା ବନ୍ଦ ରହିଛି ଏହି ଗ୍ରାଫl ଇଟି ଖଣି lସେଇ ଖଣି କାର୍ଯ୍ୟକ୍ଷମ ହେଲେଚାକିରୀ ହରାଇଥିବା ତୁମୁଡିବନ୍ଧ ଓ […]