ରୁଚିକା ପରିବାରକୁ ଭେଟି ସମବେଦନା ଜଣାଇଲେ ଅଭୟ ବାରିକ
ଆଠଗଡ (ଉଲାପ୍ର )ଭୁବନେଶ୍ୱର ବିଜେବି ମହାବିଦ୍ୟାଳୟ ରେ ଯୁକ୍ତ ୩ ପ୍ରଥମ ବର୍ଷର ମେଧାବୀ ଛାତ୍ରୀ ଉଚ୍ଚାଭିଳାଷ ନେଇ ସେଠାକୁ ପାଠ ପଢିବାପାଇଁ ଯାଇ ଥିବା ବେଳେ ସେହି ମହାବିଦ୍ୟାଳୟ ର ବରିଷ୍ଠ ଛାତ୍ରୀମାନେ ତାକୁ ରାଗିଙ୍ଗ କରି ଆସୁଥିଲେ, ରାଗିଙ୍ଗ ର ଅସହ୍ୟ ଯନ୍ତ୍ରଣା ସହି ନପାରି ଶେଷରେ ରୁଚିକା ମହାନ୍ତି ଆତ୍ମହତ୍ୟା କରିବାକୁ ବାଟ ବାଛି ନେଇଥିଲା, ତାର ମୃତୁ ପାଇଁ ସେହି ମହାବିଦ୍ୟାଳୟ ର ଉପରିସ୍ଥ ଛାତ୍ରୀମାନଙ୍କୁ ସେ ଦାୟୀ କରି କିଛି […]