ସୋସିଆଲ ମିଡ଼ିଆରେ ଦଳିତଙ୍କ ପ୍ରତି କଟୁ ମନ୍ତବ୍ୟ ନେଇ ଏତେଲା

ଫୁଲ ବାଣୀ(ସୁନୀଲପଟନାୟକ)ସୋସିଆଲ ମିଡ଼ିଆ ରେ ସୁଶିଲ କୁମାର ହାଁସଦା ନାମକ ଜଣେ ବ୍ୟକ୍ତି ସିଧାସଳଖ ଦଳିତଙ୍କ ପ୍ରତି କଟୁ ମନ୍ତ୍ ବ୍ୟ ଦେବା ଓ ଏହାଭାଇରାଲ ହେବା ଫଳରେ ଦଳିତ ପାଣ ସମ୍ପ୍ରଦାୟ ଙ୍କ ସମ୍ମାନରେ ଆଞ୍ଚ ଆସିଥିବା ଦର୍ଶ। ଇ ଶନିବାର ସାଇବର ଥାନାରେ ଏତଲା ଦିଆଯାଇଛି । ଏହି ଭିଡ଼ିଓ ସଂପର୍କରେ ତଦନ୍ତ କରଯାଇ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଫିରିଙ୍ଗିଆ ପାଣ ସମାଜସଭାପତି କୃଷ୍ଣଚନ୍ଦ୍ର ଦିଗଲ, ସଂପାଦକ କୁଳମଣି […]

ଡ୍ରାଇଭର ସଂଘ ତରଫରୁ ବାଲିଗୁଡ଼ା ବିଧାୟକଙ୍କୁ ଦାବିପତ୍ର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଡ୍ରାଇଭର ସଂଘର କର୍ମକର୍ତ୍ତା ମାନେ ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କୁ ଏକ ଦଶ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି। ଏଥିରେ ଡ୍ରାଇଭର ମାନଙ୍କ ସୁରକ୍ଷା ଠାରୁ ଆରମ୍ଭ କରି ବୀମା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଭଳି ବିଭିନ୍ନ ଦାବି ପ୍ରତି ସରକାରଙ୍କ ଅବହେଳା ଦର୍ଶାଯାଇଛି। ଉକ୍ତ ଦାବି ପ୍ରଦାନ ବେଳେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ବ୍ଲକର ଡ୍ରାଇଭର […]

ନିଶା ନିବାରଣ ପାଇଁ ମହିଳା ଙ୍କ ସଚେତନତା ପଦଯାତ୍ରା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):.ସେ ଗାଁ ରହୁଅନ୍ତୁ ଅବା ସହର, ମହିଳାମାନେ ଆଉ ଆଗ ପରି ଘର କୋଣ ରେ ନରହି ପଦାକୁ ଆସିଲେଣି l ନିଜେ ସ୍ୱାବଲମ୍ବୀ ହେବା ସହ ନିଶାନିବାରଣ ନେଇ ସଚେତନତା ସୃଷ୍ଟି କରିବା ସହ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଅଣ୍ଟା ଭିଡିଛନ୍ତି ଖଜୁରୀପଡା ବ୍ଲକ ଅନ୍ତର୍ଗତ ବଳସକୁମ୍ପା ପଂଚାୟତ ମହିଳା ମାନେ ଗାଁ ରେ କେହି ନିଶା ଦ୍ରଵ୍ୟ ବିକ୍ରୀ କରିବେ ନାହିଁ କି ନିଶା ସେବନ କରିବେ ନାହିଁ ବୋଲି ମହିଳାମାନେ […]

ଭୋଜି ଖାଇବାକୁ ଯିବାବେଳେ ଯାତ୍ରୀବାହୀ ଟ୍ରକ ଓଲଟି ୮୦ରୁ ଉର୍ଦ୍ଧ୍ଵ ଆହତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ସିଜିଗାଣ୍ଡା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା l ଦୁର୍ଘଟଣାରେ ୮୦ରୁ ଉର୍ଦ୍ଧ୍ଵ ଲୋକେ ଆହତ ହୋଇଥିବା ବେଳେ ଅନେକଙ୍କ ଅବସ୍ଥା ଗୁରତର ରହିଛି l ସୂଚନା ମୁତାବକ ଗଦାପୁର ପଞ୍ଚାୟତ ପୁଟୁଡୁ ମାହା ଗ୍ରାମରୁ କନ୍ୟା ଯାତ୍ରୀ ଲୋକେ ଏକ ଟ୍ରକ ଯୋଗେ ଭୋଜି ଖାଇବାକୁ ବର ଯାତ୍ରୀ ଗ୍ରାମ ପାଙ୍ଗାଲିକୁ ଆସୁଥିଲା । ପ୍ଲିହେରି ପଞ୍ଚାୟତ ପାଙ୍ଗାଲି ଗ୍ରାମକୁ ଆସୁଥିବା ବେଳେ […]

ଫ୍ରେଣ୍ଡସ କ୍ଲବ ପକ୍ଷରୁ “୪ର୍ଥ କନ୍ଦରପୁର ରଜ ମହୋତ୍ସବ-୨୦୨୨”ଅନୁଷ୍ଠିତ

ଆଠଗଡ (ଉଲାପ୍ର )ବ୍ଲକ୍ ଅନ୍ତର୍ଗତ କନ୍ଦରପୁର ଗ୍ରାମ ପଞ୍ଚାୟତର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଫ୍ରେଣ୍ଡସ କ୍ଲବ ଆନୁକୁଲ୍ୟରେ ୩ଦିନ ବ୍ୟାପୀ ୪ର୍ଥ କନ୍ଦରପୁର ରଜ ମହୋତ୍ସବ ଗୁରୁବାର ଉଦ୍ଯାପିତ ହୋଇଛି।ଏହି ୩ ଦିନିଆ ରଜ ମହୋତ୍ସବ ଅବସରରେ ପଞ୍ଚାୟତ ଅଞ୍ଚଳର ଯୁବକ, ଛାତ୍ର ଛାତ୍ରୀ ଙ୍କ ପାଇଁ ଦୋଳି ଖେଳ,କବାଡି , ଭଲିବଲ ଏବଂ ଝିଅ ମାନଙ୍କ ପାଇଁ ରଜଦୋଳି, ପୁଚି, ମ୍ୟୁଜିକ୍ ଚେୟାର ଓ ନୃତ୍ୟ, ସଙ୍ଗୀତ ଆଦି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ମଙ୍ଗଳବାର ମୁଖ୍ୟ […]

ସି ଆର ପି ଏଫ ଏ ଡି ଜି କନ୍ଧମାଳ ରେ ମାଓ ମୁକାବିଲା ନେଇ ଆଲୋଚନା

ଫୁଲବାଣୀ (ସୁନୀଲ ପଟନାୟକ )ଶୁକ୍ରବାର ଦିନିକିଆ କନ୍ଧମାଳ ଗ୍ରସ୍ତରେ ସିଆରପିଏଫ ଏ ଡିଜି ନିତିନ ଅଗ୍ରୱାଲ ଆସି ପହଂଚିଥିଲେ lପହଂଚିବା ପରେ ଏ ଡିଜି ଅଗ୍ରୱାଲ ଙ୍କୁ ସି ଆର ପି ଏଫ ପକ୍ଷରୁ ବିପୁଳ ସ୍ଵାଗତ ସମ୍ବର୍ଧନା ଦିଆଯାଇଥିଲା lଏକ ସ୍ୱତନ୍ତ୍ର ହେଲିକପ୍ଟର ରେ ସିଆର ପି ଏଫ ଏ ଡିଜି ଅଗ୍ରୱାଲ ଫୁଲବାଣୀର ମାଦିକୁନ୍ଦା ସ୍ଥିତ ପୋଲିସ ବ୍ୟାରେକ ହେଲିପ୍ୟାଡ଼ ରେ ଓଲାଇଥିଲେ। ସେଠାରୁ ଗୋଛପଡ଼ା ରେ ଥିବା୧୨୭ ନମ୍ବର ସିଆରପିଏଫ କ୍ୟାମ୍ପ କୁ […]

ମୋଦୀ ସରକାରଙ୍କ ବିରୁଦ୍ଧରେ କଂଗ୍ରେସର ବିକ୍ଷୋଭ

ଫୁଲବାଣୀ(ସୁନୀଲପଟନାୟକ)କେନ୍ଦ୍ରରେ ମୋଦୀ ସରକାରଙ୍କ ବିରୁଦ୍ଧରେ ଶୁକ୍ରବାର ଫୁଲବାଣୀ ପୋଷ୍ଟ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲାଜିଲ। କଂଗ୍ରେସ ସଭାପତି ଅନାମନା ଏକଙ୍କ ନେତୃତ୍ଵରେ ଆୟୋଜିତ ଏହି ବିକ୍ଷୋଭରେ ପୂର୍ବତନ ସାଂସଦ ତଥା ବରୀଷ୍ଠ କଂଗ୍ରେସ ନେତା ରାଧାକାନ୍ତ ଦିଗଲ, ପୂର୍ବତନ ସାଂସଦ ନକୁଳନା ଏକ ପୂର୍ବତନ ବିଧାୟୀକା ଅଜୟନ୍ତୀ ପ୍ରଧାନ, ରାଜ୍ୟ ପିସିସି ସଂପାଦକ ତଥା ବିହାର ପ୍ରଭାରୀ କୈଳାସ ମୁଖି .କଂଗ୍ରେସ ନେତା ପିସିସି ସଂପାଦକ ଚନ୍ଦ୍ରଶେଖର ପରିଡ଼ା, ରଜତ ମହାନ୍ତି, ଅମିର ଚାନ୍ଦ ନା […]

ପଞ୍ଚାୟତ ସ୍ତରୀୟ ଏକ ଦିବସୀୟ କ୍ରିକେଟ ଟୁର୍ନାମେଣ୍ଟ, ସମ୍ବେ ପଦର ବିଜୟୀ,

:ଫୁଲବାଣୀ (ସୁନୀଲ ପଟନାୟକ )-କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ସ୍ଥିତ ଦୁତିମେଣ୍ଡି ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ସମ୍ବେପଦର ଠାରେ ଅନୁଷ୍ଠିତ ହୋଇଯାଇଛି.ଉକ୍ତଟୁର୍ଣ୍ଣାମେଣ୍ଟ ରେ ଦୁତିମେଣ୍ଡି ପଞ୍ଚାୟତ ଅନ୍ତର୍ଗତ ସମ୍ବେପଦର, ବନ୍ଧସାହି, ପଣସପଦର, ମଲିକସାହି କ୍ରିକେଟ ଟିମ ଭାଗ ନେଇଥିବାବେଳେ ଫାଇନାଲ ମ୍ୟାଚ ରେ ସମ୍ବେପଦର ବିଜୟୀ ହୋଇଥିବା ବେଳେ ପଣସପଦର ଉପ ବିଜେତା ହୋଇଥିଲା.ବାବା ସୋମନାଥ ଯୁବକ ସଂଘ ଦ୍ୱାରା ଆୟୋଜିତ ଉକ୍ତ ଖେଳକୁ ଖଜୁରୀପଡ଼ା ସମାଜସେବି ବିକାଶ କୁମାର ଦିଗାଲ ଉଦଘାଟନ କରିଥିବା ବେଳେ ଅନ୍ୟତମ […]

ତିରିଶ ହଜାର ଟୁଇଟ କରି ରେକର୍ଡ ସୃଷ୍ଟି କଲେ ରାଜେଶ

ଫୁଲବାଣୀ(ସୁନୀଲ ପଟନାୟକ )ଗୋଟିଏ କି ଦୁଇଟି ନୁହେଁ ତିରିଶ ହଜାର ଟୁଇଟ କରି ରେକର୍ଡ ସୃଷ୍ଟି କରିଛନ୍ତି କନ୍ଧମାଳ ଜିଲାର କଳି ଙ୍ଗାଅଂଚଳ ରରାଜେଶ କୁମାର ବଗର୍ତି l ରାଜେଶ କେବଳ କନ୍ଧମାଳ ନୁହେଁସମଗ୍ର ଓଡ଼ିଶା ରାଜ୍ୟର ବିଭିନ୍ନ ଅଞ୍ଚଳର ଭିନ୍ନ ଭିନ୍ନ ସମସ୍ୟା ତଥା ବିକାଶ ମୂଳକ କାର୍ଯ୍ୟ ପାଇଁ ଗତ ୨୦୧୫ ମସିହା ଠାରୁ ତଥା ପ୍ରତିଦିନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ Twitter ମାଧ୍ୟମରେ Tweet କରି […]

ନିଆରା ଢଙ୍ଗରେ ଅସହାୟ ଙ୍କ ସାଥିରେ ରଜ ଉତ୍ସବ ପାଳନ

ଆଠଗଡ଼ ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଜଷ୍ଟ ଫର ୟୁ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ, ଗୋବିନ୍ଦ ପୁର ଠାରେ ଜଷ୍ଟ ଫର ୟୁ ରଜ ଉତ୍ସବ ଅନୁଷ୍ଠିତ କରିଅଛି. ସଂଗଠନ ର ସଭାପତି ସୁଧାଂଶୁ ଶେଖର ସାହୁ ଙ୍କର ତତ୍ୱାବଧାନ ରେ ପୁଚି ଖେଳ, ହୁଳହୁଳି, ରଜ ଗୀତ, ପ୍ରଶ୍ନ ଉତ୍ତର ପ୍ରତିଯୋଗିତା କରିବା ସହ ପ୍ରତିଭା ମାନଙ୍କୁ ମାନପତ୍ର ଏବଂ ଟ୍ରଫି ପ୍ରଧାନ କରାଯାଇଛି. ମହର୍ଷି ଦୟାନନ୍ଦ ସର୍ଭିସ ମିସନ ର ତତ୍ୱଅବାଧରକ ସଞ୍ଜୟ […]