କଟକରେ ପ୍ରଧାନମନ୍ତ୍ରୀ ଙ୍କ ସୁ ଶାସନ ଦିବସ ପାଳିତ
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳର ଅଷ୍ଟମ ସଫଳ ବର୍ଷ ପୁର୍ତ୍ତି ଅବସରରେ ଆଜି ଜୁନ ୧୫ ତାରିଖ,ଅପରାହ୍ନ ୫ ଘଟିକାରେ ସ୍ଥାନୀୟ ଟାଉନହଲ ରେ ଭାରତୀୟ ଜନତା ପାର୍ଟି କଟକନଗର ସଂଖ୍ୟାଲଘୁ ମୋର୍ଚ୍ଚା ର ହିତାଧିକାରୀ ସମାବେଶ ଅନୁଷ୍ଠିତ ହୋଇଥିଲା।ସଂଖ୍ୟାଲଘୁ ମୋର୍ଚ୍ଚା ଜିଲ୍ଲା ସଭାପତି ମହମ୍ମଦ ସବିରଙ୍କ ନେତୃତ୍ୱରେ ହୋଇଥିବା ଏହି ସମାବେଶରେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସମ୍ପାଦିକା ଶ୍ରୀମତୀ ଐଶ୍ଵର୍ଯ୍ୟ। ବିଶ୍ୱାଳ,ମୁଖ୍ୟ ବକ୍ତା ରୂପେ ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି […]