ସଦର ମହକୁମା ଡାକ୍ତରଖାନାରେ ଡାକ୍ତର ନଥିଲେ, ସି ଡି ଏମ ଓ ରୋଗୀଙ୍କ ଜୀବନ ବଞ୍ଚlଇଲେ
ଫୁଲବାଣୀ -(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ର ସଦର ମହକୁମା ଫୁଲବାଣୀ ରେ ରହିଛି ମୂଖ୍ୟ ଡାକ୍ତର ଖାନା l ଏଠାକୁ ପ୍ରତିଦିନ ଗୁରୁତର ରୋଗୀ ଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥାଏ l ଲୋକେ ବି ବହୁ ଆଶା ଭରସା ନେଇ ଆସିଥାନ୍ତିl ତେଵେ ଶୁକ୍ରବାର ଅପରାହ୍ନରେ ଖଜୁରୀପଡା ବ୍ଳକ ବିଲାବାଡ଼ୀ ଗ୍ରାମର ରେବତୀ ସେଠି ନାମକ ଜଣେ ମହିଳା କୌଣସି କାରଣ ରୁ ବିଷାକ୍ତ ଦ୍ରଵ୍ୟ ପିଇ ଦେବା ଫଳ ରେ ଗୁରୁତର […]