ଫୁଲବାଣୀ ପଞ୍ଚାୟତ ସମିତି ପକ୍ଷରୁ ଶୁଭାରମ୍ଭ ହୋଇଛି ନିଆରା କାର୍ଯ୍ୟକ୍ରମ “ପରିବର୍ତ୍ତନ”
ଫୁଲବାଣୀ (ସୁନୀଲ ପଟନାୟକ ) ତା ୦୯.୦୬.୨୦୨୨ ଶୁକ୍ରବାର ଦିନ କନ୍ଧମାଳ ଜିଲ୍ଲା ପ୍ରଶାସନର ନିଆରା କାର୍ଯ୍ୟକ୍ରମ “ପରିବର୍ତ୍ତନ” ର ଶୁଭାରମ୍ଭହୋଇଛି l ଫୁଲବାଣୀ ପଞ୍ଚାୟତ ସମିତି ପକ୍ଷରୁ କେରେଡି ଗ୍ରାମ ପଞ୍ଚାୟତ ପରିସରରେ ଶୁଭାରମ୍ଭ ହୋଇଥିଲା ଏହି ପରିବର୍ତ୍ତନ କାର୍ଯ୍ୟକ୍ରମ l ଲୋକଙ୍କମଧ୍ୟରେ ପରିବର୍ତନ ଆଣିବା ଏହି କାର୍ଯ୍ୟକ୍ରମ ର ଲକ୍ଷ୍ୟ l ଏହି କାର୍ଯ୍ୟକ୍ରମ ଜରିଆରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୃଷ୍ଟିକର ଖାଦ୍ୟ ସମ୍ପର୍କିତ ଏକ ସଚେତନତା ବୈଠକ ଅନୁଷ୍ଟିତ ହୋଇଥିଲା ,ଏହି କାର୍ଯ୍ୟକ୍ରମ […]