ନୂଆପାଟଣା ରେ ବୌଦ୍ଧ ଧର୍ମାବଲମ୍ବୀ ମାନଙ୍କୁ ସମ୍ବର୍ଦ୍ଧିତ କରଗଲା
ନୂଆପାଟଣା( ଉଲାପ୍ର)କଳିଙ୍ଗ ସଙ୍ଗଠନ ଓ ନୂଆପାଟଣା ବୋୖଦ୍ଧ ସଂଘର ମିଳିତ ଆନୁକୂଲ୍ୟରେ ନୂଆପାଟଣା ସ୍ଥିତ ଜେମାଦେଇପୁର ଗ୍ରାମ ପଞ୍ଚାୟତ ସାନପାଟଣା ଠାରେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା ।ଏଥିରେ ନୂଆପାଟଣା , ମାଣିଆବନ୍ଧ,ମହମ୍ମଦପୁର , ରଗଡି , ଓ ଜରିପାଟଣା ବୌଦ୍ଧ ସଂଘର ବ୍ୟକ୍ତିମାନଙ୍କ ପ୍ରଚେଷ୍ଟାରେ ବୋୖଦ୍ଧଧର୍ମକୁ ଆଗେଇ ନେଇଛନ୍ତି ଏବଂ ଯେଉଁ ମାନଙ୍କ ଲାଗି ବୁଦ୍ଧ ଧମ୍ମକୁ ଚଳଚଂଚଳ ହୋଇଅଛି ସେହି ମହାନ ବ୍ୟକ୍ତିବିଶେଷ ଙ୍କୁ ଆଜିର ଏହି ପବିତ୍ର ଦିନରେ ତାଙ୍କୁ ସମ୍ମାନ […]