ଜୁପିଟର୍ ପବ୍ଲିକ୍ ସ୍କୁଲ୍କୁ ମିଳିଲା ଆୱାର୍ଡ
ଭୁବନେଶ୍ଵର(ଉଲାପ୍ର) : ଭବିଷ୍ୟତ ପିଢ଼ି ଗଢ଼ିବା ତଥା ଭବିଷ୍ୟ ନିର୍ମାଣ କ୍ଷେତ୍ରରେ ଶିକ୍ଷାନୁଷ୍ଠାନଗୁଡ଼ିକର ଭୂମିକା ଅତୁଳନୀୟ । କରୋନାର ଆତଙ୍କ କାଳ ଓ ପରବର୍ତ୍ତୀ ସମୟରେ ସମନ୍ବିତ ଉନ୍ନତ ଶିକ୍ଷା କ୍ଷେତ୍ରରେ ଜୁପିଟର୍ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସର ଅବଦାନ ଅନନ୍ୟ। ଏହି ଗ୍ରୁପ୍ ଦ୍ଵାରା ଜୁପିଟର୍ ପବ୍ଲିକ୍ ସ୍କୁଲ୍ (ଜେପିଏସ୍) ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟରେ ଅଗ୍ରଣୀ ଭୂମିକା ନିର୍ବାହ କରି ଶିକ୍ଷାସେବା ପ୍ରଦାନ କରିଆସୁଛି । ଏଥିପାଇଁ ଜୁପିଟର୍ ପବ୍ଲିକ୍ ସ୍କୁଲ୍କୁ ଜାତୀୟ ଗଣମାଧ୍ୟମ […]