ଦୁଇ ପଞ୍ଚାୟତ ବାସୀଙ୍କ ସିମା ବିବାଦ ସମାଧାନ ନୋହିଲା
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ତହସିଲ ଅନ୍ତଃଭୁକ୍ତ ବୁଡୃକିଆ ପଞ୍ଚାୟତର ଦୁଇଟି ଓ୍ବାର୍ଡ ବାଲିସୁଗା ଓ ମାଦିନାଟ। ଏହି ଦୁଇଟି ଓ୍ବାର୍ଡରେ ରହି ଆସୁଥିବା ଅଦିବାସୀ ମାନଙ୍କ ମଧ୍ୟରେ ସିମା ବିବାଦ ଲାଗି ରହିଥିବା ବେଳେ ଦୁଇମାସ ତଳେ ଏହାକୁ ନେଇ ଦୁଇ ଓ୍ବାର୍ଡ ମଧ୍ୟରେ ଧସ୍ତା ଧସ୍ତି ପରିସ୍ଥିତି ଉପୁଜିଥିଲା। ଏହା ପରେ ପ୍ରଶାସନ ପକ୍ଷରୁ ସିମା ବିବାଦର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ବାଲିଗୁଡା ତହସିଲଦାରଙ୍କୁ ଦାୟିତ୍ବ ଦିଆଯିବା ପରେ ୨୪ […]