ଏମ ଭି ଆଇ ଚେକିଂ ମଦ ପିଇ ବାଇକ ଚଳାଉଥିବା ୬ ଗିରଫ
ଫୁଲବାଣୀ (ସୁନୀଲ ପଟନାୟକ )ମଦ ପିଇ ଯୁବକ ମାନେ ଦ୍ରୁତ ଗତିରେ ଗାଡି ଚଳାଇବା ଫଳରେ ଦିନକୁ ଦିନ ଦୁର୍ଘ ଟଣା ବୃଦ୍ଧି ପାଉଥିବା ରୁ ପୋଲିସ ପ୍ରଶାସନ ଏଵେ ସକ୍ରିୟ ହୋଇପଡିଛି l ଆଉ ବିଭିନ୍ନ ଛକ ସ୍ଥାନ ରେ ଏଵେ ଚେକିଂ ଆରମ୍ଭ କରିଛି lଆଜି ବୁଧବାର ମଦ ପିଇ ଗାଡି ଚଳାଉଥିବା ଅଭି ଯୋଗ ରେ ସଦର ଥାନା ଅନ୍ତର୍ଗତ ଵିଶିପଡା ଠାରେ ପରିବହନ ବିଭାଗ ପକ୍ଷରୁ ଗାଡି ଚେକିଂ କରାଯାଉଥିବା ବେଳେ […]