ଆଠଗଡ ରେ ନିଆରା ଶ୍ରମିକ ଦିବସ ପାଳିଲା ସାମ୍ବାଦିକ ସଙ୍ଘ,୩ଜଣ ଶ୍ରମିକଙ୍କୁ ସଙ୍ଘ କଲା ସମ୍ବର୍ଦ୍ଧିତ
ଆଠଗଡ(ଉଲାପ୍ର)ଆଠଗଡ ରେ ନିଆରା ଢଙ୍ଗରେ ଅନୁଷ୍ଠିତ ହୋଇଛି ଶ୍ରମିକ ଦିବସ,ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ତରଫରୁ ସ୍ଥାନୀୟ ଯଜ୍ଞ ନାରାୟଣ ମନ୍ଦିର ଠାରେ ସଙ୍ଘର ସଭାପତି ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସାହିତ୍ୟିକ ,ସମାଲୋଚକ ଡ଼ଃ ନାରାୟଣ ପଣ୍ଡା ଯୋଗଦେଇ ଶ୍ରମିକ ଦିବସ ଅବସରରେ ସାମ୍ବାଦିକ ମାନେ ଶ୍ରମିକ ଦିବସ ପାଳନ କରି ୩ଜଣ ଶ୍ରମିକଙ୍କୁ ସମ୍ବର୍ଦ୍ଧିତ କରିବା ଘଟଣା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।ଏହି ସଭାରେ ଆଠଗଡ ସବ […]