ଡାଡିଲାଇ ଗ୍ରାମ ରେ ପାନୀୟ ଜଳ ସଙ୍କଟ. ଏକ ମାତ୍ର ଚୁଆ ଭରସା
ଫୁଲବାଣୀ (ସୁନୀଲ ପଟନାୟକ )ଏବେ ଗାଁ ଠୁ ସହର ସବୁଠି ଢୁ ଢୁ ଖରା ସାଙ୍ଗକୁ ପାନୀୟ ଜଳ ସଙ୍କଟl ଲୋକେ ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି l. ପାଣି ପାଇଁ ମାଇଲ ମାଇଲବାଟ ମଧ୍ୟ ଯିବାକୁ ପଡୁଛି ବୈଶାଖ ମାସ ଟାଣ ଖରାରେ lଅଭିଯୋଗ କଲେ ଶୁଣୁଛି କିଏ ?ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲା ଭୃଣଗିଯୋଡ଼ି ପଂଚାୟତ ର ଡ଼ାଡି ଲାଇ ଗ୍ରାମରୁ lଗ୍ରାମ ରେଦୁଇଟି ଚୁଆ ଓ ଗୋଟିଏ ନଳକୂଅ ଅଛି […]