ବନ ଜ୍ୟୋସ୍ନାସାହିତ୍ୟ ସଂଗଠନ ପକ୍ଷରୁ ଦ୍ଵାଦଶତମ ପୁସ୍ତକମେଳା ଉଦଘାଟିତ
ଫୁଲବାଣୀ-(ସୁନୀଲ ପଟନାୟକ)ସାହିତ୍ୟ ସମାଜରହୀତ ସାଧନ କରିଥାଏ ଏଣୁ ସମସ୍ତଙ୍କ ସାହିତ୍ୟ ପ୍ରତିସକାରାତ୍ମକ ମନୋଭାବ ରହିବା ଆବଶ୍ୟକ ବୋଲି ଫୁଲବାଣୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନାର ଦ୍ଵାଦଶ ତମ ପୁସ୍ତକ ଉତ୍ସବ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଫୁଲ ବାଣୀ ବିଧାୟକ ଅଙ୍ଗଦ କହଁର କହିଛନ୍ତି । ସେହିପରି ମୁଖ୍ୟ ବକ୍ତା ଭାବେ ସୋନପୁର ମହିଳା ମହାବିଦ୍ୟାଳୟର ଅଧ୍ୟାପକ ମଦନମୋହନ କ୍ଷେତି, ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବାଲିଗୁଡ଼ା ମହାବିଦ୍ୟାଳୟର ବିଭୁତି ଭୁଷଣ ଆଚାର୍ଯ୍ୟ, ଓ ବରୀଷ୍ଠ […]