ଗଛରେ ପିଟିହେଲା କାର, ଜଣେ ମୃତ, ଯନ୍ତ୍ରୀ ଆହାତ
ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଅପରାହ୍ନ ରେ ଟିକାବାଲି ନିକଟ କୋଚିଲା ଗଡ଼ ନିକଟ ରେ ଏକ ହୁଣ୍ଡଆଇ କାର ଭାର ସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟିହେଇଜିବା ଫଳରେ ଘଟଣା ସ୍ଥଳ ରେ ଜଣଙ୍କ ମୃତ୍ଯୁ ହୋଇଯାଇଥିବା ବେଳେ ଏଥିରେ ଯାଉଥିବା ବିଦ୍ୟୁତ ବିଭାଗର ଯନ୍ତ୍ରୀ ଆହାତ ହୋଇଛନ୍ତି lମୃତକ ଜଣକ ହେଲେ ଅଶ୍ୱିନୀ ମିଶ୍ର lଆହାତ ହୋଇଥିବା ଯନ୍ତ୍ରୀ ଜଣଙ୍କ ଅନିଲ କୁମାରପରିଡା ବୋଲି ଜଣା ପଡ଼ିଛି lସୂଚନା ଯୋଗ୍ୟ ଯେ ଅଫିସ […]