ରାଜନୀତି; ଏଥର ନବୀନଙ୍କ ଟିମ୍ରେ ସାମିଲ ହେବେ କି ସୌମ୍ୟ ?
ଭୁବନେଶ୍ବର(ଉଲାପ୍ର)ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ଚର୍ଚ୍ଚାର ପାରଦ ଦିନକୁ ଦିନ ଉପରକୁ ଉଠୁଛି । ଦିନ ଯେତିକି ଗଡୁଛି ଆଶୟୀଙ୍କ ଆଶା ଏବଂ ବାଦ୍ ପଡିବାକୁ ଥିବା ମନ୍ତ୍ରୀଙ୍କ ହାର୍ଟ ବିଟ୍ ସେତିକି ବଢ଼ୁଛି । ତେବେ ମନ୍ତ୍ରୀ ମଣ୍ଡଳରେ କିଏ ସ୍ଥାନ ପାଇବ କାହାକୁ ମୁଖ୍ୟମନ୍ତ୍ରୀ କ୍ଷମତାର ଲଡ଼ୁ ଖୁଆଇବେ, ତାହା ଆକଳନ କରିବା ରାଜନୀତି ପଣ୍ଡିତଙ୍କ ପକ୍ଷେ ଏବେ ମୁସ୍କିଲ। ନିର୍ବାଚନ ମଣ୍ଡଳୀରେ ନିଜର କାର୍ଯ୍ୟଧାରା ଏବଂ ଗତ ନିର୍ବାଚନରେ ପ୍ରଦର୍ଶନ ପାଇଁ କିଛି ବିଧାୟକ […]