କନ୍ଧମାଳ ମିଡିଆ ଫରୋମ ନୂତନ କର୍ମକର୍ତ୍ତା
ଫୁଲବାଣୀ-(ସୁନୀଲ ପଟନାୟକ)ବୁଧବାର ସ୍ଥାନୀୟ ପ୍ରେସ କ୍ଳବ ଠାରେ ଜିଲା ମିଡିଆ ଫରୋମ ର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ଓ ଆଗାମୀ ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତା ମନୋନୀତ କରାଯାଇ ଥିଲା।ସଭାପତି ସୁନୀଲ ବିଶ୍ଵାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ସାଧାରଣ ସଂପାଦକ ସୂର୍ଯ୍ୟ ନାରାୟଣ ବେହେରା ଗତ ଦୁଇ ବର୍ଷ ମଧ୍ୟରେ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇବା ସହ ଆୟବ୍ୟୟବିବରଣୀ ପ୍ରଦାନ କରିଥିଲେ ।ପରେ ନୂତନ କର୍ମ କର୍ତା ମନୋନୀତ […]