ପୋଖରୀ ସଫେଇକୁ ନେଇ ଜନ ଅସନ୍ତୋଷ : ଯଥାଶୀଘ୍ର ପୋଖରୀ ସଫେଇ କରିବାକୁ ସାଧାରଣରେ ଦାବି

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ) ଖରାଦିନ ଆରମ୍ଭରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଜଳ ସଙ୍କଟ ଦେଖା ଦେଲାଣୀ । ଅନ୍ୟପଟେ ବର୍ତ୍ତମାନ ସମୟରେ କନ୍ଧମାଳର ପ୍ରସିଦ୍ଧ ଦଣ୍ଡଯାତ୍ରା ଚାଲିଛି । ଜିଲ୍ଲାର ବାଲିଗୁଡ଼ା ସହରରେ ପଞ୍ଚୁ ଦଣ୍ଡ ପରିଚାଳନା ସମିତି ଆନୁକୁଲ୍ୟରେ ଆସନ୍ତା ୧୦ ତାରିଖରେ ୩୩ ତମ ଅଷ୍ଟଶମ୍ଭୁ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି । ଏଭଳି ସ୍ଥିତିରେ ବାଲିଗୁଡ଼ା ସହରର ବସଷ୍ଟାଣ୍ଡ ନିକଟରେ ବହୁ ପୁରାତନ ଦୁଇଟି ପୋଖରୀ ରହିଛି । ବର୍ତ୍ତମାନ ସମୟରେ […]

କାଳବୈଶାଖୀର କରାଳ ରୂପ : ଗଛ ପଡ଼ି ତାର ଛିଣ୍ଡିଲା, ବିଦ୍ୟୁତ୍‌ ସେବା ବ୍ୟାହତ:୯ ଟି ବଳଦର ମୃତ୍ୟୁ ଓ ଗୋଟିଏ ଗୁରୁତର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବୁଧବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଦାରିଙ୍ଗବାଡ଼ିର ରାଇକିଆଠାରୁ ବାଡାବାଙ୍ଗା ମଧ୍ୟରେ ବଡ଼ବଡ଼ ଗଛ ଭାଙ୍ଗିବା ସହ ଗଛ ପଡ଼ି ଅନେକ ବିଦ୍ୟୁତାର ଛିଣ୍ଡିଥିବା ଦେଖିବାକୁ ମିଳିଛି। ସେହିପରି ଉକ୍ତ ବ୍ଲକ ସମେତ ପଡ଼ୋଶୀ ରାଇକିଆ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ କୁଆପଥର ଏବଂ ପ୍ରଚଣ୍ଡ ବିଜୁଳି ସହ ଘଡ଼ଘଡ଼ି ହୋଇଛି। ବର୍ଷା ଯୋଗୁ ଗରମରୁ ତ୍ରାହି ମିଳିଛି। ଫୁଲକୋବି,ବନ୍ଧା ଏବଂ […]

ବରଗଡ଼ ଜିଲ୍ଲାପାଳ ଆଶ୍ରମ ସ୍କୁଲ୍ ପରିଦର୍ଶନ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବରଡୋଲ ସିମେଣ୍ଟ ନଗର ନିକଟସ୍ଥ ଆଶ୍ରମ ସ୍କୁଲ୍ ଏବଂ ଭଟଲି ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମର ଆଶ୍ରମ ସ୍କୁଲ୍ କୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ପରିଦର୍ଶନ କରିଥିଲେ। ସେଠାରେ ରୋଷେଇ ଘର ର ସ୍ବାସ୍ଥ୍ୟ କର ପରିବେଶ ର ଯାଞ୍ଚ୍ କରିବା ସହ ଖାଦ୍ୟ ର ମାନ ପରଖି ଥିଲେ। ସେହିପରି ଅନ୍ତେବାସୀ ଛାତ୍ରୀ ମାନଙ୍କ ସହ ତାଙ୍କ ସୁବିଧା ଅସୁବିଧା ବିଷୟରେ ପଚାରିଥିଲେ। ଜିଲ୍ଲାପାଳ […]

ଦର ବୃଦ୍ଧି ବିରୁଦ୍ଧରେ ଫୁଲବାଣୀ ରେ କଂଗ୍ରେସ ର ବିକ୍ଷୋଭ

ଫୁଲବାଣୀ (ସୁନୀଲ ପଟନାୟକ )ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ ସମେତ ସମସ୍ତ ଜିନିଷ ପତ୍ର ର ଦରବୃଦ୍ଧି ଜୋଂଗୁଁ ବିଶେଷ କରି ଗରିବ, ଖଟିଖିଆ, ଓ ମଧ୍ୟ ବିତ ଶ୍ରେଣୀ ର ଲୋକମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରି ଆଜି ଫୁଲବାଣୀ ଠାରେ ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ଜ଼ିଲ୍ଲା ପାଳଙ୍କକାର୍ଯ୍ୟାଳୟ ସମ୍ମୁଖରେକେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ସ୍ଲୋଗାନ ଦେବାସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା lଜିଲା ସଭାପତି ଅନାମ ନାୟକ […]

ଫୁଲବାଣୀ ସହର ରେ ଜବରଦଖଲ,ରାସ୍ତା ଜାମ, ଉଛେଦ କେବେ ??

ଫୁଲବାଣୀ (ସୁନୀଲ ପଟନାୟକ )ଟ୍ରାଫିକ ସମସ୍ୟା ଏଵେ ଫୁଲବାଣୀ ସହର ର ମୁଖ୍ୟ ସମସ୍ୟା ରେ ପରିଣତ ହେଇଛି lମୁଖ୍ୟ ରାସ୍ତା ହେଉ ଅଥବା ସରକୁଲା ର, ଏପରିକି ଗଳି କନ୍ଦି ରାସ୍ତା କୁକେଉଁଠି ବ୍ୟବସାୟୀ ଆଉ କେଉଁଠି ଲୋକେ ରାସ୍ତା ଉପରକୁ ମାଡିଆସି ଘର କରିବା ଫଳରେ ଯିବା ଆସିବାରେ ନାହିଁ ନଥିବା ଅସୁବିଧା ହେଉଛି l ଦିନ କୁ ଦିନ ଦୁର୍ଘଟଣା ବି ବଢୁଛି lଅଭିଯୋଗ କଲେ ପ୍ରଶାସନ ଶୁଣୁନି lଲୋକେ ବି ନୀତି […]

ସରଂ କ୍ଷିତ ଜଙ୍ଗଲ ରେ ନିଆଁ ଲଗାଉଥିବା ବେଳେ ଦୁଇ ଗିରଫ

ଫୁଲବାଣୀ 5/4(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବା ଣୀଜଙ୍ଗଲ ବିଭାଗ ରେଞ୍ଜ ଅଧିନସ୍ତ ଖଜୁରିପଡା ବ୍ଲକ ଅନ୍ତର୍ଗତ ବଲସ କୁ ମ୍ପା ସରଂକ୍ଷିତ ଜଙ୍ଗଲ ଅଧିନସ୍ଥ ଗେଡ୍ରିପାଜୁ ଜଙ୍ଗଲ ରେ ଦୁଇ ଜଣ ବ୍ୟକ୍ତି ନିଆଁ ଲଗାଉଥିବା ବେଳେସୋମବାର ବନବିଭାଗ ର ପେଟ୍ରୋଲିଂ ଟିମ ଚଢ଼ାଉ କରି ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛିlଅଭିଯୁକ୍ତ ଦୁଇ ଜଣ ହେଲେ ଖଜୁରିପଡା ଥାନା ଅନ୍ତର୍ଗତ ବଡଭୁଇଁ ସିକେରିଖୋଲ ଗ୍ରାମର ଦୟାନିଧି କଁହର ,ଓ ଆଡାସିପଡା ଗ୍ରାମ […]

କନ୍ଧମାଳରେ ଆରମ୍ଭ ହୋଇଛି ୧୩ ଦିନିଆ ଦଣ୍ଡଯାତ୍ରା,ଗାଁ ଠୁ ସହର ସବୁଠି ଭକ୍ତିଭାବ ପରିବେଶ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳରେ ଆରମ୍ଭ ହୋଇଛି ୧୩ ଦିନିଆ ଦଣ୍ଡଯାତ୍ରା l ମହାମାରୀ କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ଦଣ୍ଡଯାତ୍ରା ହୋଇପାରିନଥିଲା । ଦୁଇବର୍ଷ ପରେ ଦଣ୍ଡଯାତ୍ରା ହେଉଥିବାରୁ ଭକ୍ତ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ସମସ୍ତଙ୍କ ମନରେ ବେଶ ଖୁସି ପରିଲକ୍ଷିତ ହେଉଛି l କନ୍ଧମାଳର ପ୍ରସିଦ୍ଧ ଦଣ୍ଡଯାତ୍ରା ଏପ୍ରିଲ ଏକ ତାରିଖ ରୁ ଆରମ୍ଭ ହୋଇଛି l ଏହା ତେରଦିନ ବ୍ୟାପି ଚାଲିବ । ମେରୁ ଯାତ୍ରା ପରେ ପଣା ସଂକ୍ରାନ୍ତି […]

ନିରାଶ୍ରୟ ରେ ଅନ୍ୱେଷା ଛାତ୍ରଛାତ୍ରୀଙ୍କ ଅଭିଭାବକ : ରାଜରାସ୍ତା ଘେରିବାକୁ ଚେତାବନୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀମାନେ କିଭଳି ଇଂରାଜୀ ଶିକ୍ଷା ପଦ୍ଧତି ର ଉନ୍ନତି କରଣ ପାଇଁ ଛାତ୍ରଛାତ୍ରୀଙ୍କ ବର୍ଷକୁ ମୁଣ୍ଡ ପିଛା ୩୦୦୦୦ ଟଙ୍କା ଦେଇ ଶିକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି। ତାହା ବି ନିଜେ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୧୫ ସର୍ଗିଫୁଲ କାର୍ଯ୍ୟକ୍ରମରେ ଉଦଘାଟନ କରିଥିଲେ। ରାଜ୍ୟର ୧୭ ଟି ଜିଲ୍ଲାରୁ ୫୦୦୦୦ ହଜାର ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି। କିନ୍ତୁ ଦୁଃଖର ବିଷୟ ବାଲିଗୁଡ଼ା ବିଧାନସଭା ମଣ୍ଡଳୀ […]

ବିଶ୍ବ ଓଡ଼ିଶାର ଅଷ୍ଟମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର(ଉଲାପ୍ର) : ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ତଥା ଓଡ଼ିଆ ଅସ୍ମିତା ଜାତୀୟତାର ବିଶ୍ବବ୍ୟାପୀ ପ୍ରସାର କରିବା ପାଇଁ ଏକ ସମ୍ମିଳିତ ଜାଗରଣ ର ସମୟ ଆସିଛି ବୋଲି ଓଡ଼ିଶା ବିଧାନସଭାର ବାଚସ୍ପତି ତଥା ବିଶ୍ବ ଓଡ଼ିଶାର ସଭାପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଆଜି ବିଶ୍ବ ଓଡ଼ିଶା ୮ମ ପ୍ରତିଷ୍ଠା ଦିବସକୁ ଉଦଘାଟନ କରି ଏହା କହିଛନ୍ତି । ସେ ଆହୁରି କହିଲେ ଯେ, ଓଡ଼ିଆ ଜାତିର ପୂର୍ବ ଗୌରବ ଆଜିର ପିଢ଼ି ଭୁଲିଯାଉଛନ୍ତି, […]