ଯୁଗାନ୍ତର ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସଵ,ସାଧନାର ସ୍ୱରୂପ ସମ୍ପାଦକ ପାଇଲେ, ଉତ୍କଳ ପ୍ରଭା ସମ୍ମାନ ୨୦୨୨
ଯାଜପୁର(ଉଲାପ୍ର):ଓଡ଼ିଶାର ପୁରାତନ ପ୍ରତିଷ୍ଠିତ ଅନୁଷ୍ଠାନ ବଡଚଣା ବ୍ଲକ ଅନ୍ତର୍ଗତ ବାଲିକୁଦା ଠାରେ ଯୁଗାନ୍ତର ସାଂସ୍କୃତିକ ପରିଷଦଆନୁକୂଲ୍ୟରେ ୮୬ତମ ଉତ୍କଳ ଦିବସ ଓ ପରିଷଦର ବାର୍ଷିକ ଉତ୍ସଵ ସଭାପତି କିଶୋର ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି ।ଚଳିତ ବର୍ଷ ପରିଷଦର ସର୍ବଶ୍ରେଷ୍ଟ ସମ୍ମାନ ,,ଉତ୍କଳ ପ୍ରଭା ସମ୍ମାନ-୨୦୨୨ ,ମାସିକ ଅଗ୍ରଣୀ ସମ୍ବାଦପତ୍ର ସାଧନାର ସ୍ୱରୂପ ,ର ସମ୍ପାଦକ ଶ୍ରୀଯୁକ୍ତ ଦେଵବ୍ରତ ଦେବତାଙ୍କୁ ମିଳିଛି ,ଏହି ଅବସରରେ ଶ୍ରୀ ଯୁକ୍ତ ଦେଵତା ପରିଷଦକୁ କୃତଜ୍ଞତା ଜଣାଇଥିଲେ ।ଏଥିରେ ମୁଖ୍ୟଅତିଥି […]