ଲାଞ୍ଚ ନେବା ମାମଲାରେ ବ୍ଲକ ଶିକ୍ଷା ବିଭାଗ ବରିଷ୍ଠ କିରାଣୀ ଙ୍କୁ ୩ ବର୍ଷ ଜେଲ ଓ ଜରିମାନା
ଫୁଲବାଣୀ (ସୁନୀଲ ପଟନାୟକ )ଏକ ଲାଞ୍ଚ ଗ୍ରହଣ ମାମଲା ର ସାଖ୍ୟ ପ୍ରମାଣ କୁ ଭିତ୍ତି କରି ଫୁଲବାଣୀ ଭିଜିଲାନ୍ସ କୋର୍ଟ ବିଚାର ପତି ସମର ବିଳାସ ବେହେରା ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ହରଭଂଗା ବିଈଓ ଅଫିସ ର ତତ୍କାଳୀନ ବରିଷ୍ଠ କିରାଣୀ ଚତୁର୍ଭୁଜ ଖମାରି ଙ୍କୁ ତିନିବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେବାସହ ପାଞ୍ଚହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ଜରିମlନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି lସୂଚନା ଯୋଗ୍ୟ ଯେ, […]