ନୂଆପଦରରେ ଏସବିଆଇ ର ନୂତନ ଏଟିଏମ ଉଦଘାଟିତ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୁଆଁପଦର ଠାରେ ଏସବିଆଇର ଏକ ନୂତନ ଏଟିଏମ ଉଦଘାଟିତ ହୋଇ ଯାଇଛି l ଭାରତୀୟ ଷ୍ଟେଟ ବ୍ୟାଙ୍କ ଫିରିଙ୍ଗିଆ ଶାଖା ପରିଚାଳକ ନିର୍ମଳ କୁମାର ନାଏକ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ଉଦଘାଟନି ଉତ୍ସବ ରେ ଫିରିଙ୍ଗିଆ ଗୋଷ୍ଟି ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ସମ୍ମାନୀତ ଅତିଥି ଭାବେ ଏଟିଏମ ଡିଜିଏମ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































