ବରଗଡ଼ ରେ ରଂଗ ର ପର୍ବ ହୋଲି ଧୁମ୍ ଧାମରେ ପାଳିତ
ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ରଂଗ ର ପର୍ବ ହୋଲି ବରଗଡ଼ ସହର ସମେତ ଆଖପାଖ ଅଞ୍ଚଳରେ ଧୁମ୍ ଧାମରେ ପାଳିତ ହୋଇଯାଇଛି। ଗତ ଦୁଇ ବର୍ଷ ପରେ ଚଳିତ ବର୍ଷ କୋଭିଡ କଟକଣା ର ମୁକ୍ତ ଯୋଗୁଁ ଏଥର ହୋଲି ର ମାହୋଲ ବଢ଼ିଛି। ସେହିପରି ପୈାର ନିର୍ବାଚନ ଚାଲିଥିବା ରୁ ଏହି ଉତ୍ସବ କୁ ଦ୍ଵିଗୁଣିତ କରିଦେଇଛି। ବିଭିନ୍ନ ସାମାଜିକ ଅନୁଷ୍ଠାନ, ମହିଳା ମଣ୍ଡଳ, ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ନିଜ କର୍ମି ନେତା ଙ୍କ […]