ଚିକିତ୍ସା ଅବହେଳା ରୁ ଶିଶୁ ମୃତ୍ଯୁ ଅଭିଯୋଗ

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅବହେଳାରୁ ଦୁଇ ମାସର ଶିଶୁ ର ମୃତ୍ଯୁ ଅଭିଯୋଗ ହୋଇଛି l ଏଭଳି ଅଭିଯୋଗ ଆଣିଛନ୍ତି ଶିଶୁର ପିତା ଶିବୁ ଦିଗାଲ ଓ ମା ସୋନାଲି ବେହେରା । କନ୍ଧମାଳ ଜିଲ୍ଲା ଦୁତିମେଣ୍ଡି ପଞ୍ଚାୟତ ବୈଇକୁମ୍ପା ରୁ ଶିଶୁକୁ ନେଇ ଚିକିତ୍ସା ପାଇଁ ଫୁଲବାଣୀସଦର ମହକୁମା ଚିକିତ୍ସାଳୟ କୁ ଆଣିଥିଲେ। ପରିବାରଙ୍କ ଅଭିଯୋଗ ଅନୁସାରେ ଶିଶୁ ର ପରିଶ୍ରା ହଉ ନ ଥିବାରୁ ତିନିଦିନ ହେବ ଫୁଲବାଣୀ […]

ଜିଉଦୟଗିରି ଏନଏସିରେସବୁ ଦଳର ପ୍ରାର୍ଥୀଙ୍କ ଘରକୁ ଘର ବୁଲି ପ୍ରଚାର

ଫୁଲ ବାଣୀ(ସୁନୀଲ ପଟ୍ଟନାୟକ) ଭୋଟ ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାର ମଧ୍ୟ ସେତିକି ଜମିବ।ରେ ଲାଗିଛି।ଜି.ଉଦୟଗିରି ଏନ ଏ.ଏସି ଅଞ୍ଚଳରେଏବେ କର୍ମୀମାନଙ୍କୁ ସାଥିରେ ନେଇ ସବୁ ଦଳର ପ୍ରାର୍ଥୀମାନେ ଘରକୁ ଘର ବୁଲି ଭୋଟ ପ୍ରଚାର ଆରମ୍ଭ କଲେଣି। ଫଳରେ ବିଭିନ୍ନ ସାହି ବସ୍ତିରେ ବଳୀୟ କର୍ମୀଙ୍କ ସହ ପ୍ରାର୍ଥୀମାନେ ପ୍ରଚାର କରୁଛନ୍ତି। କେଉଁଠି କେଉଁଠି ଭୋଜିଭାତର ଆସର ମଧ୍ୟଜମିଲାଣି।ଫଳରେ ଭୋଟର ଓ କର୍ମୀମାନଙ୍କ ମଧ୍ୟରେ ଭୋଟକୁ ନେଇ ଉତ୍ସାହ ବଢି ଲାଣି। କିଏ ବିଜେପି […]

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

. ଢେଙ୍କାନାଳ(ଉଲାପ୍ର) ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟ , ଠାରେ ମହାବିଦ୍ୟାଳୟର conference ହଲ ଠାରେ ପାଳନ କରାଯାଇଛି . ଏ.ଓଡ଼ିଆ ଜାତିର ନିଜସ୍ଵ ଭାଷା ଓଡ଼ିଆ କୁ ଶାସ୍ତ୍ରୀୟ ଭାଷା ଦିବସ ରୂପେ କ୨୦୧୪ ମସିହା ମାର୍ଚ୍ଚ ୧୧ ତାରିଖ ଦିନ ଓଡ଼ିଆ ଭାଷାକୁ ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟତାର ମାନ୍ୟତା ପ୍ରଦାନ କରିଥିଲେ. ଓଡିଆ ଭାଷା , ଆମ ଗୌରବ ଓ ସ୍ଵାଭିମାନ ର ପ୍ରତୀକ । ଓଡ଼ିଆ ଲେଖକ ମଧ୍ୟରେ ଅନ୍ୟତମ ଫକୀର ମୋହନ […]

ଡାକ୍ତର ହେବ ତ ଏମିତି : ରକ୍ତ ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଆସନ୍ନ ପ୍ରସବାଙ୍କ ଅସ୍ତ୍ରୋପଚାର ପାଇଁ ଖୋଜା ପଡ଼ିଲା ରକ୍ତ। ଏପଟେ ରକ୍ତ ଭଣ୍ଡାରରେ ଆବଶ୍ୟକ ପଡୁଥିବା ଗ୍ରୁପ୍‌ର ରକ୍ତ ମହଜୁଦ ନଥିଲା। ଡାକ୍ତରଙ୍କ କହିବା ମୁତାବକ ଏହି ଗରିବ ଓ ଅସହାୟ ରୋଗୀଙ୍କ ସମ୍ପର୍କୀୟ ରକ୍ତ ଯୋଗାଡ଼ କରିବା ପାଇଁ ଉଦ୍ୟମ କରିବା ସତ୍ତ୍ବେ ବି ବିଫଳ ହେଲେ। ଶେଷରେ, ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାର ଡାକ୍ତର ସୁନିଲ କୁମାର ବେହେରା ରକ୍ତଦାନ କରି ନିଜର ମହାନତା ଦେଖାଇଛନ୍ତି ସୂଚନା ଅନୁସାରେ, ତୁମୁଡ଼ିବନ୍ଧ ବ୍ଲକ୍‌ […]

ନୂଆ ଓଡ଼ିଆ ଚଳଚ୍ଚିତ୍ର ” ପ୍ରେମରେ ରିସ୍କ ହେଲା ମତେ ଇସ୍କ ” ର ଅଡିଓ ଲୋକାର୍ପଣ

ଭୁବନେଶ୍ବର:(ଉଲାପ୍ର):ୟୁଏସ୍ ମୋସନ୍ ପିକଚର୍ସ ଓ କେ.ମୁରଲୀ କ୍ରିଷ୍ଣା ଫିଲ୍ମ ମିଳିତ ସହଯୋଗ ରେ ନିର୍ମାଣ ନୂଆ ଓଡ଼ିଆ ଚଳଚ୍ଚିତ୍ର ” ପ୍ରେମରେ ରିସ୍କ ହେଲା ମତେ ଇସ୍କ ” ର ଅଡିଓ ଲୋକାର୍ପଣ ଭୂବନେଶ୍ୱର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡଶୀ ରିସର୍ଚ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଡିଓ ଲୋକାର୍ପଣ ରେ ମୁଖ୍ୟ ଅତିଥି ଭାବେ ୟୁନିୟନ୍ ବ୍ୟାଙ୍କ ଚନ୍ଦ୍ରଶେଖରପୁର ର ଶାଖା ପରିଚାଳକ ମାନସ ରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ମଞ୍ଜରୀ […]

ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ୪୭ ତମ ସ୍ଥାପନା ଦିବସ ପାଳିତ

ଢେଙ୍କାନାଳ: ଢେଙ୍କାନାଳ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ୪୭ ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି। ତତ୍ ସହିତ ବିଦ୍ୟାଳୟର ମୁଖ୍ୟ ପ୍ରଶାସିକା ଡ, ଦାଦୀ ହୃଦୟ ମୋହିନୀଙ୍କ ପ୍ରଥମ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଛି।ମୁଖ୍ୟ ଅତିଥି ଭାବେ ଏସ୍ପି ଏଲ ଦିବ୍ୟା ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଅତିଥିମାନଙ୍କୁ ଫୁଲ ତୋଡ଼ା ସହ ବ୍ୟାଚ ପ୍ରଦାନ କରାଯାଇଥିଲା।ମୁଖ୍ୟ ସଂଚାରିକା ଉଷା ଭଉଣୀ ଶାଖାର ଉନ୍ନତି ପାଇଁ ଶୁଭ ଭାବନା ସହିତ ଦାଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ […]

ମୂଲ୍ୟବାନ ଚନ୍ଦନ କାଠ ଉଦ୍ଧାର , ୪ ଗିରଫ

ଫୁଲବାଣୀ -( ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ପୋଲିସ ଚନ୍ଦନ କାଠ ସହ ଚାରି ଜଣଙ୍କୁ ଗିରଫ କରିଛି l ଗିରଫ ଯୁବକ ମାନେ ହେଲେ ରାଇକିଆ ଥାନା ଅନ୍ତର୍ଗତ ଶିଶାପାଙ୍ଗ ଗ୍ରାମର ଅଭୟ ଡିଗାଲ, ଜଗନ ପ୍ରଧାନ, ଲlମ୍ବୁଙ୍ଗିଆ ଗ୍ରାମ ର ଆଦିତ୍ୟ ନାୟକ ଓ ନାରାୟଣ ପ୍ରଧାନସୂଚନା ଯୋଗ୍ୟ ଯେ, ଗାନ୍ଧ୍ରିଗାଁ ପଞ୍ଚାୟତର ଡକମ୍ବା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଙ୍କ ଘର ପଛପଟେ ଥିବା ଚନ୍ଦନ ଗଛକୁକାଟି ଚନ୍ଦନ କାଠ […]

କିଶୋରୀ ଓ ଯୁବତୀଙ୍କ ପାଇଁ ସୂଚନା କେନ୍ଦ୍ର ଉଦଘାଟିତ

ଫୁଲବାଣୀ-(ସୁନୀଲପଟନାୟକ)କିଶୋରୀ ଓ ଯୁବତୀମାନଙ୍କ ପାଇଁ ଯୌନ ପ୍ରଜଜନସ୍ୱାସ୍ଥ୍ୟ ଅଧିକାର, ଓ ବିଭିନ୍ନ ସରକାରୀକାର୍ଯ୍ୟକ୍ରମ ସୁବିଧାରେ ଯୋଗାଇଦେବା ଲାଗି ଆନ୍ତର୍ଜାତୀୟ ସଂଗଠନ ସେଭଦି ଚିଲଡ୍ରେନ ପକ୍ଷରୁ କନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ ଓ ବଣ୍ଡ ଗୁଡ଼ା ଠାରେ ଦୁଇଟି ସୂଚନା କେନ୍ଦ୍ର ଉଦଘାଟିତ ହୋଇଛି । ଉଦ୍ ଘାଟନୀ ଉତ୍ସବରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଞ୍ଜୁଳା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ନେଇ ଏହାକୁ ଉଦ୍‌ଘାଟନ କରିଥିଲେ । ସ୍ଥାନୀୟ ଅଞ୍ଚଳର ଯୁବତୀ ଓ କିଶୋରୀମାନଙ୍କ ନିମନ୍ତେ […]

ପୌର ନିର୍ବାଚନ ପାଇଁ ଅଧ୍ୟକ୍ଷ ଓ କାଉନସିଲର ଟିକେଟ ପ୍ରଦାନ ରେ ଟାଳଟୁଳ ନୀତି : ବହୁ ଅସନ୍ତୁଷ୍ଟ ବିଜେଡି କର୍ମୀ କଂଗ୍ରେସ ରେ ମିଶିଲେ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ନିର୍ବାଚନ ପାଇଁ ଅଧ୍ୟକ୍ଷ ଓ କାଉନସିଲର ଟିକେଟ ପ୍ରଦାନ ରେ ଲୋକପ୍ରିୟ, ଟାଣୁଆ ତଥା ବିଜୟ ସମ୍ଭାବନା ଥିବା ନେତାମାନଙ୍କୁ ଅଣଦେଖା କରାଯାଇଥିବା ରୁ ଶାସକ ବିଜେଡି ଦଳ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ଫଳରେ ସହର ର ବହୁ ବିଜେଡି ନେତା ଓ କର୍ମୀ ବୁଧବାର ବିଜେଡି ଦଳ ଛାଡି କଂଗ୍ରେସ ରେ ମିଶିଛନ୍ତି l ଏ ନେଇ ବୁଧବାର କଂଗ୍ରେସ ପକ୍ଷରୁ […]

ଶାନ୍ତି ଏବଂ ନିରାପତ୍ତା ବଜାୟ ରଖିବା ସହ ଗ୍ରାମାଞ୍ଚଳ ବାସୀ ଙ୍କ ସହ ସୁସମ୍ପର୍କ ରଖିବା ପାଇଁ ଜନ ସମ୍ପର୍କ ଶିବିର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଭାଲିଆପାଣି ପଞ୍ଚାୟତରେ ଶାନ୍ତି ଏବଂ ନିରାପତ୍ତା ବଜାୟ ରଖିବା ସହ ଗ୍ରାମାଞ୍ଚଳ ବାସୀ ଙ୍କ ସହ ସୁସମ୍ପର୍କ ରଖିବା ପାଇଁ ମାନବିକ ସିଭିକ୍ ଆକ୍ସନ୍ ଗୃହ ମନ୍ତ୍ରଣାଳୟର ଆର୍ଥିକ ସହାୟତା ଯୋଜନା ଅଧୀନରେ ପରିଚାଳିତ ହୋଇ ୧୨୭ ବାଟାଲିୟନ ସିଆରପିଏଫ ତରଫରୁ ଏକ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି l ପୁଲିସ ଇନ୍ସପେକ୍ଟର ଜେନେରାଲ୍ ଓଡିଶା ସେକ୍ଟରର ଏସ୍. କେ. ମହାନ୍ତି, ୧୨୭ […]