ସାରଙ୍ଗଡ଼ ସରପଞ୍ଚ ନିର୍ବାଚନ ଘୋଷଣା ନେଇ ପାର୍ଥୀଙ୍କ ବିରୋଧ, ପୁନଃ ଗଣତି ଦାବୀ
ଫୁଲବାଣୀ(ସୁନୀଲ ପଟନାୟକ )ନିର୍ବାଚନ ଯେପରି ସ୍ୱଛ,ଅବାଧ ଓ ନିରପେକ୍ଷ ହେଵ ସେନେଇ ରାଜ୍ୟ ନିର୍ବାଚନ ଅଧିକାରୀ କଡା ନିର୍ଦେଶ ଦେଇଥିଲେ ହେଲେ କନ୍ଧମାଳ ଜ଼ିଲ୍ଲା କ ନୂଆଗାଁ ବ୍ଳକ ର ସାରଙ୍ଗଗଡ଼ ପଂଚାୟତ ସରପଞ୍ଚ ନିର୍ବାଚନ କୁ ନେଇ ଖୋଦ ପ୍ରାର୍ଥୀ ଦୀନବନ୍ଧୁ ପ୍ରଧାନ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ସୋମବାର ସାମ୍ବାଦିକ ସମ୍ମିଳନୀ ରେ ଅଭିଯୋଗ କରିଛନ୍ତି lସୂଚନା ଯୋଗ୍ୟ ଯେ, କ ନୂଆ ଗାଁ ବ୍ଳକ ଗଣତି ହଲ ରେ ସିସି ଟିଭି […]