ଗୋଷ୍ଠୀ ଶୌଚାଳୟ ନିର୍ମାଣ ପରଠୁ ତାଲା ଝୁଲୁଛି
ଫୁଲବାଣୀ( ସୁନୀଲ ପଟନାୟକ )ସରକାର ଲୋକଙ୍କ ସୁବିଧା ପାଇଁଲକ୍ଷ ଲକ୍ଷ ଟଙ୍କା ବ୍ୟୟ ରେ ଗୋଷ୍ଠୀ ଶୌଚାଳୟ ମାନ ନିର୍ମାଣ କରୁଛନ୍ତି lହେଲେ ସେସବୁ ନିର୍ମାଣ ହେବାପରେ ତାଲା ଝୁଲୁଛି l ଲୋକଙ୍କ କାମରେ ଆସୁନି l ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ lସହର ଠୁ ଆରମ୍ଭ କରି ଗ୍ରାମାଞ୍ଚଳଯାଏ ଏକା ଅବସ୍ଥା lଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ଅଂଚଳରେlବ୍ଲକ ଅନ୍ତର୍ଗତ କଂଜlମେଣ୍ଡି ପଂଚାୟତ ରେ କମ୍ୟୁନିଟି ସାନିଟାରୀ […]