“ଦାଦାଗିରି” ରେ ଅନୁଭବ ଙ୍କ ସହ “ଦିବ୍ୟଦୃଷ୍ଟି” ର କଳାକାର
ଭୁବନେଶ୍ୱର(ଉଲାପ୍ର):ଏବେ ଓଡ଼ିଶାରେ ଜୀ-ସାର୍ଥକ ଚ୍ୟାନେଲ୍ରେ ଚାଲିଥିବା ‘ଦାଦାଗିରି’ ସୋ’କୁ ଦେଖିବାପାଇଁ ଦର୍ଶକ ମହଲରେ ଅଜସ୍ର ଉତ୍କଣ୍ଠା ଦେଖାଦେଇଛି। ଏଥର ଦାଦାଗିରି ରେ “ଦିବ୍ୟଦୃଷ୍ଟି” ମେଗା ଧାରାବାହିକ ର ମୁଖ୍ୟ କଳାକାର ଦିବ୍ୟ, ଦୃଷ୍ଟି, ଜସ୍ମୀନ୍ ଓ ସୁନନ୍ଦା ପ୍ରମୁଖ ଭାଗନେଇ ନାଚ ଗୀତ ସହ ଅନେକ ମଉଜ ମସ୍ତି ଦେଖି ବାକୁ ଦର୍ଶକମାନେ ଦେଖିପାରିବେ।ପ୍ରଥମେ ମେଗାଷ୍ଟାର ଅନୁଭବଙ୍କୁ ନେଇ ମେଗା ରିଆଲିଟି ସୋ’ ‘ଦାଦାଗିରି’ର ପରିକଳ୍ପନା କରିଥିଲା ଚ୍ୟାନେଲ୍ ଜୀ-ସାର୍ଥକ। କିଛିଦିନ ତଳେ ଦର୍ଶକ ଜୀ-ସାର୍ଥକ ଚ୍ୟାନେଲରେ […]