କନ୍ଧମାଳ ଖଜୁରୀପଡା ବ୍ଳକ ରେ ବାଲଟ ପେପର ଚିରିଲେ ଦୁର୍ବୁତ୍ତ, ୨ ଅଟକ
ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ଖଜୁରିପଡା ବ୍ଲକ ଅନ୍ତର୍ଗତ ଦଳପଡା ପଂଚାୟତ ର ଦଳପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ ନମ୍ବର ବୁଥ ର ବାଲଟ ପେପର ଛଡାଇ ନେଲେ ଦୁର୍ବୁତ୍ତ ମାନେ ।ଏହି ବୁଥ ରେ ୧ ୯0 ଜଣ ଭୋଟର ଥିବାବେଳେ 143 ଜଣ ଭୋଟ ଦେଇସାରିଥିଲେ। ଭୋଟ ଦେବାପାଇଁ 5 ଜଣ ଧାଡିରେ ଥିବା ବେଳେ କିଛି ଦୁର୍ବୁତ୍ତ ହଠାତ ବୁଥ ଭିତରକୁ ଧସେଇ ପଶି ପ୍ରିଜାଇଡିଙ୍ଗ ଅଫିସର ଙ୍କ ଠାରୁ […]