ଚିଦାନନ୍ଦ ତପୋବନ ଆଶ୍ରମ ପାଇଁ ଭୂମି ପୂଜନ ଉତ୍ସବ
ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗାଁ ରେ ମାଘ ପୂର୍ଣ୍ଣିମା ଅବସରରେ ସ୍ବାମୀ ଚିଦାନନ୍ଦ ତପୋବନ ଆଶ୍ରମ ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ଚିଦାନନ୍ଦ ଜୀଙ୍କ ବିଭିନ୍ନ ସ୍ଥାନରେ ଥିବା ଆଶ୍ରମ ସମୁହ ର ସାଧୁ ସନ୍ଥମାନେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ରେ ସାଧୁଙ୍କୁ ପୂଜନ ଓ ସମ୍ମାନ,ଅନ୍ୟ ଜିଲ୍ଳା ତଥା ଆଶ୍ରମ ରୁ ଆସିଥିବା ଅତିଥି ମାନଙ୍କୁ ସମ୍ମାନୀତ କରାଯାଇଥିଲା। ଭୂମି ପୂଜନ ର ମୁଖ୍ୟ ଉଦ୍ୟୋକ୍ତା […]