୧୪ ନମ୍ବର ଯୋନରେ କଂଗ୍ରେସ ର ନିର୍ବାଚନ ପ୍ରଚାର ଓ ବାଇକ ରାଲି
ନୂଆପାଟଣା( ଉଲାପ୍ର) ଆଠଗଡ ନିର୍ବାଚନ ମଣ୍ଡଳୀ ର ତିଗିରିଆ ବ୍ଲକ ୧୪ ନମ୍ବର ଯୋନ ରେ କଂଗ୍ରେସ ଜିଲା ପରିଷଦ ପ୍ରାର୍ଥୀ ରବୀନ୍ଦ୍ର କୁମାର ସାହୁଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି କଂଗ୍ରେସ ନେତା ଉମାବଲଭ ରଥ,ନୂଆପାଟଣା କଳାପାଟ ଠାକୁରାଣୀଙ୍କ ନିକଟରୁ ଏକ ଖୋଲା ନିପ ରେ କଂଗ୍ରେସ ନେତା ଉମାବଲଭ ରଥ ପ୍ରାର୍ଥୀ ରବୀନ୍ଦ୍ର କୁମାର ସାହୁଙ୍କୁ ଧରି ଏକ ରୋଡ଼ ସୋ କରିଥିଲେ,ଏହି ରୋଡ଼ ସୋ ରେ କଂଗ୍ରେସ ନେତା ସରୋଜ ଦାସ,ମେହେବୁବ ଅହମଦ […]