ପୁଣି ଶୀତ ଲେଉଟିଲା, ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଶୀତର ଲହରୀ, ଆଜିଫୁଲ ବାଣୀରେ ୭ ଡିଗ୍ରୀ ଓ ଦାରିଙ୍ଗବାଡିରେ 7ଡିଗ୍ରୀ ସେଲସିୟସ

ଫୁଲବାଣୀ (ସୁନୀଲ ପଟ୍ଟନାୟକ) କିଛି ଦିନର ବ୍ୟବଧାନ ପରେ କନ୍ଧମାଳକୁ ପୁଣି ଶୀତ ଲେଉଟିଲା lଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ରେ ପୂଣି ଶୀତଲହରୀ lପାରଦ ଦିନକୁ ଦିନ ଖସିବାରେ ଲାଗିଛି ।। ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି ତା ସାଙ୍ଗକୁ ସକାଳ ୮ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି।ଘନ କୁହୁଡିର ଚାଦର ତଳେ ସାରା କନ୍ଧମାଳ । କୁହୁଡି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି । […]

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗରେ ଜାତୀୟସ୍ତରୀୟ ୱେବିନାର

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ପକ୍ଷରୁ “ୟୁନିଅନ ବଜେଟ-୨୦୨୨: ମେଜର ଆଲୋକେସନସ ଆଣ୍ଡ ଇଟସ ଇମ୍ପାକ୍ଟ ଅନ ଡିଫରେଣ୍ଟ ସେକ୍ଟରସ ” ଶୀର୍ଷକ ଏକ ଜାତୀୟ ସ୍ତରୀୟ ୱେବିନାର ଅନୁଷ୍ଠିତ ହୋଇ ଯାଇଛି | ଏହି ସଭାରେ କଲେଜର ଅଧକ୍ଷ ରଂଜିତ କୁମାର ପ୍ରଧାନ ସଭାପତିତ୍ୱ କରି ଦେଶ ବିଦେଶରୁ ସଂଲଗ୍ନ ହୋଇଥିବା ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଜଣାଇ ୱେବିନାରକୁ ଉଦଘାଟନ କରିଥିଲେ |ଆମନ୍ତ୍ରିତ ବକ୍ତାଭାବେ ପ୍ରଫେସର ମଳୟ କୁମାର ମହାନ୍ତି , […]

ବରପାଲି ରେ ପୁସ୍ତକ ଉନ୍ମୋଚନ ଉତ୍ସବ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରପାଲି ସ୍ଥିତ ଗଙ୍ଗାଧର ମେହେର କ୍ଲବ ପରିସରରେ ଆଜି ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଇନ୍ଦୁମତୀ ଏବଂ ରଘୁନାଥ ବିଶିଙ୍କ ଉପନ୍ୟାସ ‘ ସବ୍ୟସାଚୀ’ ପ୍ରିୟମ୍ବଦା ର ପଞ୍ଚମ ସଂଖ୍ୟା କୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ବକ୍ତା ଭାବେ ଡଃ କୃଷ୍ଣ କେଶବ ଷଡ଼ଙ୍ଗୀ ଯୋଗ ଦେଇ ଉନ୍ମୋଚିତ ପୁସ୍ତକ ସଂପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ପ୍ରଫେସର […]

ଆଠଗଡ଼: ବିପୁଳ ସ୍ବାଗତ ଓ ସମର୍ଥନରେ ୧ ନମ୍ବର ଜୋନ୍ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ନିର୍ବାଚନୀ ପ୍ରଚାର

ଆଠଗଡ଼(ଉଲାପ୍ର) ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ପ୍ରତ୍ୟେକ ପ୍ରାର୍ଥୀ ଏବେ ବେଶ୍ ଚଳଚଞ୍ଚଳ ହୋଇ ପଡିଛନ୍ତି । ଆଜି ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ବିଭିନ୍ନ ପଞ୍ଚାୟତକୁ ଯାଇ ଘରକୁ ଘର ବୁଲି ମତଦାତା ମାନଙ୍କୁ ନିର୍ବାଚନ ସମ୍ପର୍କରେ ସଚେତନ କରିବା ସହ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ଆଜି ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୦୧ ନମ୍ବର ଜୋନର କଂଗ୍ରେସ […]

କନ୍ଧମାଳ ଜିଲ୍ଲା ମୁଖ୍ୟ କାରାଗାରରେ ସଜା କାଟୁଥିବା କଏଦି ମୃତ

ଫୁଲବାଣୀ – (ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲା ସଦର ମହକୁମା ମୁଖ୍ୟ କାରାଗାର ରେ ସଜା କାଟୁଥିବା ଜଣେ କଏଦୀ ଙ୍କ ଦେହ ଅସୁସ୍ଥ ତା ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି l ସଜା କାଟୁଥିବା କଏଦୀର ନାମ କାହ୍ନୁ ଚରଣ ପ୍ରଧାନ l 10,7,2016 ମସିହାରେ ଦାରିଙ୍ଗବାଡ଼ି ବ୍ଲକ ର କିରlମହା ରେ ଏକ ହତ୍ୟା ମାମଲl ରେ ଜେଲରେ ସଜା କାଟୁଥିଲା ଅଭିଯୁକ୍ତ ପୁଣି 1.12.2018 ମସିହାରେ ମୁଖ୍ୟ କାରାଗାରରେ ଲକ୍ଷ୍ମଣ ନାୟକ ନାମକ ଜଣେ […]

ନିର୍ବାଚନ ପ୍ରଚାର କରି ଫୁଲବାଣୀ ବିଧାୟକ ଅସୁସ୍ଥ

ଫୁଲବାଣୀ (ସୁନୀଲ ପଟନାୟକ )ପଂଚାୟତ ନିର୍ବାଚନ ରେ ଭୋକ ଶୋଷ ଭୁଲି ଦିନରାତି ପ୍ରଚାର ଚଳାଇଥିବା ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ହଟାତ ଅସୁସ୍ଥ ହୋଇପଡିଥିଲେ lଫଳରେ ଆଜି ସକାଳେ ସେ ଗୋଚ୍ଛା ପଡା ଡାକ୍ତରଖାନା ରେ ଭର୍ତ୍ତି ହୋଇଥିଲେ lଦଳିୟ ପ୍ରାର୍ଥୀ ଙ୍କୁ ଜିତା ଇବା ଲାଗି ସେ ଗତକିଛି ଦିନ ହେଲା ଗାଁ କୁ ଗାଁ ବୁଲି ଜୋରଦାର ପ୍ରଚାର କରି ଆସୁଥିଲେ l କେଉଁଠି କର୍ମୀ ସମ୍ମିଳନୀ ତ ଆଉ କେଉଁଠି ପ୍ରାଥୀ […]

ପ୍ରକଳ୍ପ ଅଚଳ ପିଇବା ପାଣି ଟୋପାଏ ପାଇଁ ଭଞ୍ଜର ମୁଣ୍ଡା ଗ୍ରାମବାସୀ ଡହଳ ବିକଳ

ଫୁଲବାଣୀ(ସୁନୀଲ ପଟନାୟକ )ଶିତ ଋତୁ ସରିବାକୁ ଯାଇ ଏବେ ବୈଶାଖ ଋତୁ ଆସୁଥିବା ବେଳେ ଏବେ ବିଭିନ୍ନ ଗ୍ରାମରେ ପିଇବା ପାଣି ସମସ୍ୟା ଦେଖା ଗଲାଣି ।ବୈଶାଖ ମାସ ନଆସୁଣୁ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ଗ୍ରାମପଞ୍ଚାୟତ ଅଧିନସ୍ତ ଭଞ୍ଜର ମୁଣ୍ଡା ଗ୍ରାମରେ ପିଇବା ପାଣିର ସମସ୍ୟା ଦେଖା ଦେଇଛି।ଗ୍ରାମ ବାସି ଙ୍କ କହିବା ଅନୁଯାୟୀ ପିଇବା ପାଣି ସମସ୍ୟା କୁ ନେଇବିଭାଗୀୟ ଅଧିକାରୀ ମାନଙ୍କୁ କିମ୍ବା ପଞ୍ଚାୟତ ଠୁଁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ […]

ଉତ୍ତମ ସାହାର୍ଯ୍ୟ କାରୀ ପୁରସ୍କାର ପ୍ରଦାନ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସଓ୍ବାନ ହଲ ଠାରେ ଦୁଇ ଜଣଙ୍କୁ ‘ଉତ୍ତମ ସାହାର୍ଯ୍ୟ କାରୀ’ ପୁରସ୍କାର ଜିଲ୍ଲାପାଳ ମନୀଷା ବାନାର୍ଜୀ ପ୍ରଦାନ କରିଥିଲେ । ସଡକ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଆପତ୍ତକାଳୀନ ସେବା ପ୍ରଦାନ କରିଥିବାରୁ ଉତ୍ତମ ସାହାଯ୍ୟକାରୀ ବ୍ୟକ୍ତି ହିସାବରେ ବରଗଡ଼ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ଓ ଅମ୍ବାଭୋନା ଗ୍ରାମର ଅଭୟ କୁମାର ପଣ୍ଡାଙ୍କୁ ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଆଞ୍ଚଳିକ ପରିବହନ ଅଧିକାରୀ […]

ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ; ପୋଲିସ ପ୍ରଶାସନ ର ପ୍ରସ୍ତୁତି ବୈଠକ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ଆସନ୍ତା ୧୬ ତାରିଖ ରୁ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହେବ। ଏଥିପାଇଁ ଆଜି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉତ୍ତରାଞ୍ଚଳ ଆଇଜି ଦୀପକ୍ କୁମାର ଙ୍କ ଉପସ୍ଥିତି ରେ ଜିଲ୍ଲା ଏସପି ରାହୁଲ ଜୈନ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ଭୋଟ ଗ୍ରହଣ ସମୟରେ କିପରି କେନ୍ଦ୍ର ଗୁଡିକରେ ଶାନ୍ତି ଶୃଂଖଳା ରକ୍ଷା କରାଯିବ। […]