ନାଟ୍ୟ ଜଗତର ବାଦଶାହା ହରିହର ମିଶ୍ର ଆଉ ନାହାନ୍ତି
ବରଗଡ଼(ଉଲାପ୍ର)ରାଜ୍ୟ ର ସୁନାମଧନ୍ୟ ମଞ୍ଚ ନିର୍ଦ୍ଦେଶକ,କଳା ସଂଗଠକ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ହରିହର ମିଶ୍ର ଙ୍କ ଆଜି ବରଗଡ଼ କଲେଜ ରୋଡ଼ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁ ରେ ବରଗଡ଼ ଜିଲ୍ଲା ରେ ଶୋକର ଛାୟା ଖେଳି ଯାଇଛି। ଆଜି ତାଙ୍କ ବାସଭବନରେ ବିଭିନ୍ନ କଳା ସଂଗଠକ, ବ୍ୟକ୍ତି ବିଶେଷ ଶେଷ ଦର୍ଶନ କରିଥିଲେ। ତାଙ୍କ ମୃତ୍ୟୁ ରେ ମଞ୍ଚ ଜଗତରେ ଅପୁରଣୀୟ କ୍ଷତି ଘଟିଲା ବୋଲି ଜିଲ୍ଲା […]