ମା ପାଟଖଣ୍ଡା ବାରିକ ସଂଘର ବାର୍ଷିକ ବୈଠକ: କୈଳାଶଙ୍କୁ ମିଳିଲା ରାଜ୍ୟ ବେହେରା ସଂଘ ଦାୟିତ୍ୱ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟସ୍ଥ ଶ୍ରୀ ଶ୍ରୀ ଖଡ଼ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମା ପାଟଖଣ୍ଡା ବାରିକ ସଂଘର ବାର୍ଷିକ ବୈଠକ ସଂଘ ର ସଭାପତି ନିରଞ୍ଜନ ଡାକୁଆଙ୍କ ଅଧ୍ୟକ୍ଷତା ରେ ଆୟୋଜନ ହୋଇଥିଲା l ଏଥିରେ ବାଲିଗୁଡା ସମେତ ମହାଶିଙ୍ଗି, କ.ନୂଆଗାଁ, ସିର୍ତ୍ତିଗୁଡା, କୁର୍ତ୍ତମଗଡ, ତୁମୁଡିବନ୍ଧ ଓ କୋଟଗଡ ଅଞ୍ଚଳର ସମସ୍ତ ମୁଠା ବେହେରା ଓ ସଦସ୍ୟ ମାନେ ଉପସ୍ଥିତ ହୋଇ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା l ଏଥିରେ ସଂଘର ସଦସ୍ୟ […]