ଢେଙ୍କାନାଳ ରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ ଜିଲାପାଳ ଙ୍କ ଅଫିସ ଆଗରେ

ମହିଳାଙ୍କ ଆତ୍ମାହୁତି ଉଦ୍ୟମ।ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିରାସିନି ଢ଼ାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ।ନ୍ୟାୟ ପାଇବାରେ ବାରମ୍ବାର ନିରାଶ ହୋଇଯିବା ପରେ ଆତ୍ମାହୁତି ଉଦ୍ୟମ କରିଛନ୍ତି ସଦର ଥାନା ଭାପୁର ଫାଣ୍ଡି କୋଇଲିପାଙ୍ଗି ଅଞ୍ଚଳର ସସ୍ମିତା ନାମକ ମହିଳା।

ଫୁଲବାଣୀରେବଡ଼ ଖବର ଦିବସ ପାଳିତ ସତ୍ୟ ଓ ନିରପେକ୍ଷ ଖବର ପ୍ରକାଶ ଉପରେ ସଂପାଦକଙ୍କ ଗୁରୁତ୍ଵ

ଫୁଲ ବାଣୀ-ସୋମବାର ଫୁଲ ବାଣୀରସଭାଗୃହ ଠାରେ ସାଟେଲାଇଟ ଟିଭିନିଉଜ ଚାନେଲ ବଡ଼ ଖବର ପକ୍ଷରୁ ବଡ଼ ଖ ବର ଦିବସ ପାଳିତ ହୋଇଥିଲା ଏହି ଅବସରରେ ବଡ଼ ଖବର ସଂପାଦକ ତଥା ବରୀଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ବାଦିକମାନେ ନିର୍ଭିକ ତାର ସହ ସତ୍ୟ ଓ ନିରପେକ୍ଷ ସମ୍ବାଦ ପ୍ରକାଶ କଲେ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ରାଜ୍ୟରେ ଥିବା ଅନେକ ବଡ଼ ଓ […]

ନିର୍ବାଚନ ପ୍ରଚାରରେ କମ୍ପୁଛି ସାରା କନ୍ଧମାଳ ମନ୍ତ୍ରୀ ପ୍ରତାପ ଜେନାସାଜିଛନ୍ତି ବିଜୟ ରଥର ସାରଥୀ

ଫୁଲବାଣୀ-(ସୁନୀଲପଟନାୟକ)ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ପ୍ରାର୍ଥୀମାନଙ୍କ ପ୍ରଚାର ଓ ପ୍ରସାର ମଧ୍ୟ ଯୋରସୋରରେ ଚାଲିଛି ।କିଏ ଜିତିବ ଓକିଏ ହାରିବ ସେ ନେଇ ପ୍ରାର୍ଥୀମାନଙ୍କ ମଧ୍ୟରେ ଛନକା ପଶିଥିବା ବେଳେ ଭୋଟର ମାନଙ୍କ ମଧ୍ୟରେ ଉତ୍କଣ୍ଠା ମଧ୍ୟ ବୃଦ୍ଧି ପାଇଛି ।କନ୍ଧମାଳ ଜିଲ୍ଲାରେ ୧୮ଟି ଜିଲ୍ଲାପରିଷଦ ଜୋନ ଥିବାବେଳେ ୧୭୧ ଟିସରପଞ୍ଚ ଓ ସମିତି ସଭ୍ୟମଧ୍ୟ ରହିଛି। ଏ ସବୁକୁ ହାତେଇବାଲାଗି ତିନି ପ୍ରମୁଖ ଦଳ ବିଜେଡି। ବିଜେପି ଓ କଂଗ୍ରେସ […]

କନ୍ଧମାଳ ରେ ପୂଣି ଲାଲ ବାହିନୀ ର ତାଣ୍ଡବ ଲୀଳା, ଠିକା କମ୍ପାନୀ ର ଜେ ସି ବି, ଟ୍ରାକଟର ପୋଡିଦେଲେ

ଫୁଲବାଣୀ (ସୁନୀଲ ପଟନାୟକ )ପୁଣି କିଛି ଦିନ ବ୍ୟବଧାନ ପରେକନ୍ଧମାଳ ରେ ନିଜର ଉପସ୍ଥିତି ଜାହିର କଲେ ମାଓ ବାଦୀମାନେ l ସୋମବାର ବିଳମ୍ବିତ ରାତିରେ କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କିଆମୁଣ୍ଡା ଗ୍ରାମ ରେ ରାସ୍ତା କାମ ରେ ଲାଗିଥିବା ଜେସିବି ଓ ଟ୍ରାକ୍ଟର କୁ ପୋ ଡିଦେଇ ଛନ୍ତି ମାଓବାଦୀମାନେ । ମାଶ୍ରୀପଡା ଠାରୁ କରାଣ୍ଡିବାଲି ପର୍ଯ୍ୟନ୍ତ ହେଉଥିବା ରାସ୍ତା କାମରେ ରେ ଲାଗିଥିଲା ଏହି ଜେସିବି । ତ୍ରିଶକ୍ତି ଠିକାଦାର ସଂସ୍ଥା […]

ପୋଲିସ ସୁରକ୍ଷା ଓ ସିସିଟିଭି ନଜରରେ ସମ୍ବେଦନଶୀଳ ଭୋଟ କେନ୍ଦ୍ରକୁ ରଖାଯାଉ

‘ ଆଠଗଡ଼(ଉଲାପ୍ର)ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳାରେ ମତଦାନ କରାଯିବା ପାଇଁ ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି । ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିନି ନମ୍ବର ଜୋନର କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁନିଲ୍ କୁମାର ସୂତାର ନିଜ ସପକ୍ଷରେ ମତଦାତାଙ୍କୁ ଭେଟୁଥିବା ବେଳେ କେତେକ ସମ୍ବେଦନଶୀଳ ବୁଥ୍ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହାପରେ ସେ ଗତ ୦୭ ତାରିଖ ସୋମବାର ଦିନ ତୁରନ୍ତ ଭୁବନେଶ୍ବର ଯାଇ ରାଜ୍ୟ ନିର୍ବାଚନ […]

ରାଧାକିଶୋରପୁର ପଞ୍ଚାୟତରେ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାଥିନୀଙ୍କ ନିର୍ବାଚନୀ ପ୍ରଚାର

ଆଠଗଡ଼ (ଉଲାପ୍ର)ଆଜି ପୂର୍ବାହ୍ନରେ ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨ ନମ୍ବର ଜୋନର କଂଗ୍ରେସ ଜିଲ୍ଲା ପରିଷଦ ପାର୍ଥିନୀ ରଞ୍ଜିତା ହେସା ରାଧାକିଶୋରପୁର ପଞ୍ଚାୟତରେ ପହଞ୍ଚି ନିଜ ସପକ୍ଷରେ ଭୋଟ ପ୍ରଚାର କରିଛନ୍ତି । ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ଶ୍ରୀମତୀ ହେସା ପଞ୍ଚାୟତର ରାଧାଦାମୋଦର ପୁର, ରାଧାକିଶୋରପୁର ଓ ଖମାର ନୂଆଗାଁ ଗ୍ରାମର ପ୍ରତ୍ୟେକ ମତଦାତାଙ୍କୁ ଭେଟି ନିଜ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ । ଏହି ଅବସରରେ ଅନେକ ଗ୍ରାମବାସୀ ବିଭିନ୍ନ ସମସ୍ୟା […]

ବଡମ୍ବା ଗଡାପୋଖରୀ ପଞ୍ଚାୟତ ର ସର୍ବାଙ୍ଗୀନ ଉନତି ପାଇଁ ସରପଞ୍ଚ ପ୍ରାର୍ଥୀନୀ ଏଲେନା ଦାସଙ୍କୁ ଖୋଲାବହି ଚିହ୍ନରେ ମୋହର ମାରି ବିପୁଳ ସଂଖ୍ୟାରେ ଜୟଯୁକ୍ତ କରନ୍ତୁ,ଏ ଲଢେଇ ଗଡା ପୋଖରୀ ପଞ୍ଚାୟତ ମାଟି ପାଇଁ

ସ୍ଳୋଗ – ନିର୍ବାଚନ ବନ୍ଦ କରିବା ଦାବୀ କରି ଜିଲାପାଳ ଙ୍କ କାର୍ଯ୍ୟାଳୟ ସାମ୍ନାରେ ବସିଲେ ଜିରୀଡ଼ିକିଆ ଗ୍ରାମବାସୀ

ଫୁଲବାଣୀ (ସୁନୀଲ ପଟନାୟକ )ନିର୍ବାଚନ କମିଶନର ଙ୍କ ନିର୍ଦେଶକୁ ଜିଲା ପ୍ରଶାସନ ର ଅଣଦେଖା। କନ୍ଧମାଳ ଜ଼ିଲ୍ଲା କ, ନୂଆଗାଁ ବ୍ଳକ ର ଜିରିଡିଗିଆ ପଞ୍ଚାୟତରେ କିଛି ୱାର୍ଡ ମିଶ୍ରଣ ପାଇଁ ଉଚ୍ଚ ନ୍ୟ l ୟାଳୟ ରେ ମାମଲା ବିଚାରଧୀନ ରହିଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ସେହି ପଂଚାୟତରେ ନିର୍ବାଚନ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି। କିନ୍ତୁ ଜିଲା ପ୍ରଶାସନ ଉକ୍ତ ପଂଚାୟତ ରେ ନିର୍ବାଚନ କରିବାକୁ ଯାଉ ଛନ୍ତି। ଯାହାକୁଆଖ ପାଖ […]