ମନ୍ତ୍ରୀ ପ୍ରତାପ ଜେନା ଙ୍କ ଗାଡ଼ି ଦୁଘଟଣା ଗ୍ରସ୍ତ, ଅଳ୍ପକେ ବର୍ତିଲେ ମନ୍ତ୍ରୀ

ଫୁଲବାଣୀ 6/2(ସୁନୀଲ ପଟନାୟକ) ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନାନିର୍ବାଚନ ପ୍ରଚାର ରରେ ଯାଉଥିବା ବେଳେ ଙ୍କ ଭେଟ କୋଲ୍ ଘlଟି ରେ ଭାରସାମ୍ୟ ହରାଇବା ଜୋଂଗୁଁ ଦୁର୍ଘଟଣାଘଟିଛି l ଗାଡ଼ିଟି ରାସ୍ତା କଡକୁ ଖସି ଯାଇଥିଲା lତେବେ ଅଳ୍ପ କେ ବର୍ତ୍ତୀ ଯାଇଥିଲେ ଲେ ମନ୍ତ୍ରୀ ଜେନା lମନ୍ତ୍ରୀ ଜେନାପ୍ରଥମ ଗାଡ଼ିରେ ବସିଥିବାବେଳେ ଏହାପି ଏ ଙ୍କ ଗାଡ଼ି ଥିଲା l ଫୁଲବାଣୀ ରୁ ନିର୍ବାଚନ ପ୍ରଚାରରେମନ୍ତ୍ରୀ ଜେନା ସୁଡୁରୁକୁମ୍ପା ଯାଉଥିବାବେଳେ ପି ଏ ଙ୍କ […]

ସାମ୍ବାଦିକ ରୋହିତ ଙ୍କ ବିୟୋଗ ରେ ଜାବ ର ଗଭୀର ଶୋକ । ଶହୀଦ ର ମାନ୍ୟତା ସହ ପରିବାର ବର୍ଗ ଙ୍କୁ ଶହୀଦ ପରିବାର ର ସମସ୍ତ ସୁବିଧା ଯୋଗାଇଦେବା କୁ ଦାବୀ

ବରଗଡ଼ : କଳାହାଣ୍ଡି ର ଯୁବ ସାମ୍ବାଦିକ ରୋହିତ ବିଶ୍ଵାଳଙ୍କ ବିୟୋଗ ରେ ଜର୍ନାଲିଷ୍ଟ ଏସୋସିଏସସନ୍ ଅଫ ବରଗଡ଼ (ଜାବ) ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ନସ୍କଲ ଙ୍କ ଦ୍ଵାରା ବିଛା ଯାଇଥିବା ଲେଣ୍ଡ ମାଇନ୍ ଯନ୍ତାରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ଶିକାର ହେବା ଆମ ରାଜ୍ୟରେ ପ୍ରଥମ ଘଟଣା।ଏହାକୁ ଆମେ ଅତ୍ୟନ୍ତ ଗମ୍ଭୀରତାର ସହ ନେବା ସହ ନକ୍ସଲ ପ୍ରଭାବିତ ଅଞ୍ଚଳର ସାମ୍ବାଦିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢ଼ ପଦକ୍ଷେପ ନେବାକୁ […]

ଆଠଗଡ ୨ ନମ୍ବର ଯୋନ ରେ କଂଗ୍ରେସ ପ୍ରାର୍ଥୀନୀ ରଞ୍ଜିତା ହେଁସା ଙ୍କ ଘରକୁଘର ପ୍ରଚାର

ଆଠଗଡ଼ (ଉଲାପ୍ର): ଆଠଗଡ଼ ବ୍ଲକ ଜୋନ୍-୨ର କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀ ରଞିତା ହେସା ଆଜି ଛଅଗାଁ ପଞ୍ଚାୟତର ଘରକୁ ଘର ବୁଲି ନିଜ ସପକ୍ଷରେ ସମର୍ଥନ ଭିକ୍ଷା କରୁଥିବା ଦେଖାଯାଇଛି । ସୂଚନାଯୋଗ୍ୟ ଏହି ଜିଲ୍ଲା ପରିଷଦ ଆସନଟି ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ ରଞ୍ଜିତା ହେସା ଏଠାରେ ପ୍ରାର୍ଥିନୀ ଭାବେ ଚଳିତ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଗୋବରା ପଞ୍ଚାୟତ ଅନ୍ତର୍ଗତ ଭଗୁଆ ଗ୍ରାମର ବଧୂ […]

କନ୍ଧମାଳର କନ୍ଧ ଆଳୁର ଚାହିଦା ବେଶି ହେଲେ ପ୍ରୋତ୍ସାହନ ନାହିଁ

ଫୁଲବାଣୀ–(ସୁନୀଲ ପଟ୍ଟନାୟକ) କନ୍ଧମାଳ ଜିଲ୍ଲା ରେ ଉତ୍ପାଦିତ ମାଳଆଳୁ ବା କନ୍ଧ ଆଳୁ ର ବେଶ ଚାହିଦା ରହିଛି । ରାଜ୍ୟ ବାହାରକୁ ଏପରିକି ବିଦେଶକୁ ମଧ୍ଯ ର ପ୍ତାନୀ ହେଉଛି ଏହି କନ୍ଧ ଆଳୁ । ସଂପୂର୍ଣ୍ଣ ଦେଶି ପଦ୍ଧତିରେ ଆଉ ବିନାସାର ଓ କୀଟନାଶକ ରେ ମାଳଆଳୁ ଉତ୍ପାଦନ କରାଯାଉଥିବାରୁ ଏହା ସମସ୍ତ କର ପସନ୍ଦ ପାଲଟିଛି ସରକାରଙ୍କ ପକ୍ଷରୁ ପ୍ରୋ ତ୍ସାହନ ମିଳିଲେ ଏହି ମାଳଆଳୁ ର ଉତ୍ପାଦନ ବଢିପାରନ୍ତ । ।ଏହା […]

ଫୁଲବାଣୀ ପ୍ରେସ କ୍ଲବ ରେ ସରସ୍ବତୀ ପୂଜା

ଫୁଲବାଣୀ (ସୁନୀଲ ପଟନାୟକ )ଆଜି ପବିତ୍ର ସରସ୍ବତୀ ପୂଜା l ଏହି ଉପଲକ୍ଷେ ଫୁଲବାଣୀ ପ୍ରେସ କ୍ଲବ ଠାରେ ବିଦ୍ୟାଦାତ୍ରୀ ଶ୍ରୀ ଶ୍ରୀ ସରସ୍ବତୀ ପୂଜା ଆନନ୍ଦ ଉଲ୍ଲାସ ର ସହ ଅନୁଷ୍ଠିତ ହୋଇଥିଲାlଫୁଲବାଣୀ ପ୍ରେସ କ୍ଲବ ସଭାପତି ସୁନୀଲ ପଟ ନାୟକ କର୍ତ୍ତା ଭାବେ ଉପସ୍ଥିତ ରହି ନିଷ୍ଠା ର ସହ ପୂଜାର୍ଚନା କରିଥିଲେlପୂଜକ ପ୍ରମୋଦ କୁମାର ପତି ସୁଚାରୁରୂପେ ପୂଜା କାର୍ଯ୍ୟ ତୁଲାଇଥିଲେ lଏହି ଅବସର ରେ ପ୍ରେସ କ୍ଲବ କାର୍ଯ୍ୟକାରୀ ସଭାପତି ଅଶୋକ […]

ମଶାଣି ପାଇଁ ଭୋଟ ବର୍ଜନ ଚେତାବନୀ ଦେଲେ ବାଲିଗୁଡା ଏନଏସି ର ତିନି ୱାର୍ଡ଼ବାସୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜନେତା ଓ ପ୍ରଶାସନ ଙ୍କ ପ୍ରତିଶୃତି ପାଣିର ଗାର ମଶାଣି ନାହିଁ ତ ଭୋଟ ନାହିଁ ଏହି ନାରା ଦେଇଛନ୍ତି ବାଲିଗୁଡା ଏନଏସି ର ତିନି ୱାର୍ଡ଼ବାସୀ l ବାଲିଗୁଡା ଏନଏସି ର ସର୍ବ ବୃହତ୍ତମ ସାହି ରୂପେ ପରିଚିତ ନୂଆସାହି l ଏନଏସି ର ୫,୬,୭ ନମ୍ବର ଏହି ତିନି ୱାର୍ଡ ବାସୀଙ୍କ ପାଇଁ ସ୍ଥାୟୀ ମଶାଣି ଆଜି ପର୍ଯ୍ୟନ୍ତ ନାହିଁ l ଦୀର୍ଘ ଶହେବର୍ଷ ରୁ ଉର୍ଦ୍ଧ ହେବ ସାହିବାସିନ୍ଦା […]

ଭୋଜି ଖାଇବାକୁ ଯିବାବେଳେ ଅଘଟଣ: ଟାୟାର ଫାଟି ଓଲଟିଲା ପିକ୍ଅପ୍ ଭ୍ୟାନ୍: ୩ ମୃତ,୩୪ ଗୁରୁତର

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ମୃତ୍ୟୁ କେତେବେଳେ କେମିତି ଆସିବ ତାହା କିଏ ବା ଜାଣିଛି । ଭୋଜି ଖାଇବାକୁ ଯିବାବେଳେ ଚାଲିଗଲା ତିନିଜଣଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ର ଉପାନ୍ତ ବ୍ଲକ୍ କୋଟଗଡ଼ ଅଞ୍ଚଳରେ ।ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା କୁଟିବାଲି ଘାଟିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୋଜି ଖାଇବାକୁ ଯିବାବେଳେ ବାଟରେ ଜଗିଥିଲା ଯମ । କୋଟଗଡ଼ ଥାନା ଓରା […]

ଜିଲ୍ଲାପାଳ ଙ୍କ ପଦ୍ମପୁର ଉପଖଣ୍ଡ ଗସ୍ତ,୫ଟି ଓ ନିର୍ବାଚନୀ କାର୍ଯ୍ୟ ର ତଦାରଖ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ଆଜି ପଦ୍ମପୁର ଉପଖଣ୍ଡ ବିଭିନ୍ନ ଗ୍ରାମରେ ଥିବା ଭୋଟ ଗ୍ରହଣ କେନ୍ଦ୍ର,୫ଟି ଅନ୍ତର୍ଗତ ସ୍କୁଲ ଗୁଡିକରେ ହେଉଥିବା ରୁପାନ୍ତରିତ କାମ ଗୁଡିକ ବୁଲି ଦେଖିବା ସହ କାମର ତଦାରଖ କରିଥିଲେ। ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ଆଜି ପୁରେନା ଖୁଣ୍ଟପାଲି ସ୍କୁଲ ର ୭ ନମ୍ବର ପୁଲି° ବୁଥକୁ ବୁଲି ଦେଖିଥିଲେ। ସେହିପରି ପଦ୍ମପୁର ଅଞ୍ଚଳ କଲେଜ ରେ ହେବାକୁ ଥିବା ନିର୍ବାଚନ ଷ୍ଟ୍ରଙ୍ଗ ରୁମ ଦେଖିବା ସହ ପଦ୍ମପୁର […]

କଟକରେ ବସ୍ତି ଘର ଜାଲିଆତି କାଣ୍ଡ ପାଇଁ ଭାଜପା ର ସାମ୍ବାଦିକ ସମ୍ମିଳନୀ

କଟକ (ଉଲାପ୍ର)କଟକ ଅନ୍ଦରପୁର ୫୩ ନମ୍ବର ୱାର୍ଡରେ, ଗରିବ ବସ୍ତି ବାସିନ୍ଦାଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଅର୍ଥରେ ସମନ୍ୱିତ ଆବାସ ଓ ବସ୍ତି ଯୋଜନାରେ ହୋଇଥିବା ଗରୀବ ଶ୍ରେଣୀର ଲୋକଙ୍କ ପାଇଁ ଥିବା ଘରଗୁଡିକୁ ବିଜୁ ଜନତା ଦଳ ନେତାମାନେ ଜାଲିଆତି କରି ବିକିଥିବା ଘଟଣା ପାଇଁ କଟକନଗର ଭାଜପା ପକ୍ଷରୁ ଆଜି ଅପରାହ୍ନ ୫.୩୦ ରେ ଶିଖରପୁର ଦୁର୍ଗା କମିଟି ହଲରେ ଆଜି ସାମ୍ବାଦିକ ସମ୍ମିଳନୀ କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ଦ୍ୱାରା ଆହୁତ […]

ପ୍ରବଳ ଜାଡରେ ମଧ୍ୟ ଉଷ୍ମତା ଦେଲାଣୀ ବରଗଡ଼ ପଞ୍ଚାୟତ ନିର୍ବାଚନ

ବରଗଡ଼ ଜିଲ୍ଲାରେ ଏଇ ଯାଏଁ ସରିନି ଶୀତ, ହେଲେ ଜିଲ୍ଲା ରାଜନୀତିକୁ ଉଷ୍ମ କରୁଛି ପଞ୍ଚାୟତ ନିର୍ବାଚନ l ଖାସ କରି ଜିଲ୍ଲା ପରିଷଦ ଆସନ ଉପରେ ରହିଛି ତିନିଦଳର ନଜର l ଚଳିତ ଥର ପ୍ରଚାର ଉପରେ କଟକଣା ଲାଗିଥିବାରୁ ନେତା ଏବେ ଘର ବୁଲି ଭୋଟ ମାଗୁଛନ୍ତି l ଖାସ କରି ଜିଲ୍ଲା ପରିଷଦ ଆସନ ହାତେଇବା ଏବେ ତିନି ଦଳର ଫୋକସରେ ରହିଛି l ଦଳୀୟ ଚିହ୍ନରେ ଜିଲ୍ଲା ପରିଷଦ ଲଢା ଯାଉଥିବାରୁ […]