ଟେଲି ଫିଲ୍ମ ମୁନୁଷ୍ ର ଜାଏତ୍ ? ର ପ୍ରିମିୟମ ସୋ

ବରଗଡ:-(ସତ୍ୟ ନାରାୟଣ ପ୍ରଧାନ) ବିଜାର ଫିଲ୍ମ ପ୍ରଡକ୍ସନ ନିବେଦିତ ‘ମୁନୁଷ୍ ର ଜାଏତ୍‌ ? ର ପ୍ରିମିୟମ ସୋ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଳ, ପୋଲିସ ଅଧିକାରୀ ସଦାନନ୍ଦ ପୁଜାରୀ, ଡଃ ତପସ୍ଵିନୀ ଗୁରୁ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଲିଟୁ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଫିଲ୍ମର କାହାଣୀର ରଚୟିତା ଏବଂ ନିର୍ଦ୍ଦେଶକ ବିରେନ୍ଦ୍ର କୁମାର ବନଛୋର ଥିବା ବେଳେ, ସମ୍ପାଦନାରେ […]

ବିଶ୍ଵ କେନସର ଦିବସ ଅବସରରେ ଗଣଦୌଡ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବିଶ୍ଵ କେନସର ଦିବସ ଅବସରରେ ଆଜି ବରଗଡ଼ କେନସର ଫାଇଟର୍ସ ଗ୍ରୁପ ଏବଂ ବରଗଡ଼ ଲାୟନ୍ସ କ୍ଲବ ଆନୁକୂଲ୍ୟରେ ଏକ ଗଣଦୌଡ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କେନସର ସଚେତନତା ଉଦ୍ଦେଶ୍ୟରେ ‘ରନ୍ ଫର ଲାଇଫ୍ ‘ ଉକ୍ତ ଗଣଦୌଡ ବରଗଡ଼ ମିନି ଷ୍ଟାଡିୟମ ରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲେ। ଏଥିରେ ୟୁଇଟେଡ ଫୋରମ୍ ଅଫ୍ କେନସର ହସ୍ପିଟାଲ ଏଟ୍ ବରଗଡ଼,କୋସଲ ଡିଫେନ୍ସ ଏକାଡେମୀ, ସେବା ନିବୃତ ସେନା କର୍ମଚାରୀ ସଂଘ ଓ […]

ଓରନ୍ଦା ଠାରେ ଆଠଗଡ଼ ୨ ନମ୍ବର ଜୋନ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ଖୁଣ୍ଟୁଣୀ(ଉଲାପ୍ର) ଆଠଗଡ଼ ୨ ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥୀ ରଞ୍ଜିତା ହେସାଙ୍କ ପାଇଁ ଗୁରୁବାର ଓରନ୍ଦା ସମ୍ବେଶ୍ୱର ମନ୍ଦିର ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବିଧାୟକ ତଥା ଆଠଗଡ଼ କଂଗ୍ରେସ ନେତା ଉମାବଲ୍ଳଭ ରଥ ଅଧ୍ୟକ୍ଷତା କରିଥିଲେ । ଆଠଗଡ଼ରେ ଚାଲିଥିବା ଏକଛାତ୍ରବାଦ, ଅହଙ୍କାରୀ ଓ ଦୁର୍ନୀତିଗ୍ରସ୍ତ ସାଶନକୁ ଆଠଗଡ଼ର ସ୍ୱାଭିମାନି ଭୋଟର ଭାଇ ଭଉଣୀ ଓ ଯୁବ ସମାଜ ହଟାଇ ଜଣେ ଦୁର୍ନୀତିମୁକ୍ତ, ସର୍ଵଜନାଦୃତ ଭଦ୍ର ଶିକ୍ଷିତା ଆଦିବାସୀ ମହିଳା […]

କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ଫୁଲବାଣୀ -3/2 (ସୁନୀଲ ପଟନାୟକ )କନ୍ଧ ମାଳ ଜ଼ିଲ୍ଲା ଖଜୁରୀପଡା ବ୍ଲକ ର ସିଦିଙ୍ଗ ଠାରେ ଗତଫେବୃଆରୀ ୧ ତାରିଖ ଠାରୁ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି!ଟୁର୍ନାମେଣ୍ଟ ସର୍ବମୋଟ ୧ ୬ ଟି ଟିମ ଭାଗ ନେଇଛନ୍ତି!ସିଦିଙ୍ଗ ଗ୍ରାମର ମଣ୍ଟୁ ବ୍ରଦର୍ଶ ସ୍ପୋର୍ଟ୍ସ କ୍ଲବ ଏହି ଟୁର୍ନାମେଣ୍ଟ ପରିଚାଳନା କରୁଛନ୍ତି!ପ୍ରଥମ ଦିନରେ ୩ ଟି ମେଚ, ଦ୍ୱିତୀୟ ଦିବସରେ ୩ ଟି ମେଚ ଅନୁଷ୍ଠିତ ହୋଇ ଥିଲା!ପ୍ରଥମ ଫାଇନାଲିଷ୍ଟ ଥିଲେ ଆର. ୟୁ ନାଇଟେଡ଼ ଏବଂ […]

ବର୍ଷା ଆସୁଛିଧାନ ଉଠାଉନି ମିଲର,ଚାଷୀ ହତାଶ

ଫୁଲବାଣ(ସୁନୀଲ ପଟ୍ଟନାୟକ)ସରକାର ଚାଷୀଙ୍କଠାରୁ ସଠିକ ଓଜନ ଓ ସରକାରୀ ନିର୍ଦ୍ଧାରୀତ ମୂଲ୍ୟରେ ଧାନ କିଣିବା ପାଇଁ ମିଲର ନିଯୁକ୍ତି କଲେ ଆଉ ଧାନ ଲ୍ୟାମ୍ପସ ମାଧ୍ୟମରେ ଧାନ କ୍ରୟ କରାଯାଉଛି କନ୍ଧମାଳ ଜିଲ୍ଲାରେ । ହେଲେ ଏବେ ବର୍ଷା ଆସୁଥିବା କଥା ପାଣି ପାଗ ବିଭାଗ ପୂର୍ବରୁ ସୂଚନା ଦେଇଛି। ପାଗ ମଧ୍ୟ ମେ ଘୁଆ ରହିଛି କେତେକ ସ୍ଥାନରେ । ଫଳରେ ଧାନ ବିକ୍ରିକରିବା ଲାଗି ଧାନ ନେଇ ଲ୍ୟାମ୍ପସ କୁ ଆସି ଦୀର୍ଘ ୫/୬ […]

ସ୍ମାର୍ଟ ସ୍କୁଲ ପରିଦର୍ଶନ କଲେ ଜିଲ୍ଲାପାଳ

। ଫୁଲବାଣୀ -(ସୁନୀଲ ପଟନାୟକ ) କନ୍ଧମାଳ ଜ଼ିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ସରକାରୀ ଉଚ୍ଚ ବିଦ୍ୟାଳୟ କୁ ସ୍ମାର୍ଟ ସ୍କୁଲ ଘୋଷଣା କରିବା ପରେ ଜୋର୍ ସୋର ଭାବେ ସ୍କୁଲ ନିର୍ମାଣ କାର୍ଯ୍ୟ ଚାଲିଛି ।ଏହି ପରିପ୍ରେକ୍ଷୀରେ ଆଜି ଗୁରୁବାର ଦିନ ବଲସକୁମ୍ପା ସ୍ମାର୍ଟ ସ୍କୁଲ ନିର୍ମାଣ କାର୍ଯ୍ୟ କୁ କନ୍ଧମାଳ ଜିଲ୍ଲାପାଳ ଡଃ ବୃନ୍ଦା ଡି ବୁଲି ଦେଖିଛନ୍ତି ।କାର୍ଯ୍ୟ କିପରି ଭାବେ କରାଯାଉଛି ? କାର୍ଯ୍ୟର ମାନ ଠିକ୍ ରହୁଛି କି […]

ବର୍ଷ ପରେ ବର୍ଷ ବିତିଲାଣି ଗୋଷ୍ଠୀ କେନ୍ଦ୍ର ଘର ସରୁନି

ଫୁଲ ବାଣୀ (ସୁନୀଲପଟନାୟକ) ଗାଁରେ ଗୋଷ୍ଠୀ କେନ୍ଦ୍ର ଟିଏ ନିର୍ମାଣ ହେବ । ଗ୍ରାମବାସୀ ଭଲ ମନ୍ଦରେ ବସାଉଠା କରିବେ,ମିଟିଙ୍ଗ କରିବେ, ଆଉ ଭୋଜିଭାତ କରିବେ ବୋଲି ଭାବି ଥିଲେ । ଏଥିପାଇଁ ସେମାନେ ଫୁଲବାଣୀ ବିଧାୟକଙ୍କୁ ଅନୁରୋଧ କରିଥିଲେ। ବିଧାୟକ ବି ଅନୁରୋଧ ରକ୍ଷାକରି ୨୦୧୯-୨୦ ବର୍ଷରେ ହାତ ପାଣ୍ଠିରୁ ୩ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ । ହେଲେ କାମ ଏଯାଏ ସରିବାକୁ ନାହିଁ। ଅଧାପନ୍ତରିଆ ଅବସ୍ଥାରେ ପଡିଛି ଦୁଇ ବର୍ଷ ହେଲା ।ଏଭଳି ଅବସ୍ଥା […]