ଭାରତୀୟ ମଜଦୂର ସଂଘର ଜିଲା ସଭାପତି ଭାବେ ଅଶୋକ ପରିଡା ମନୋନୀତ।

ଫୁଲବାଣୀ(ସୁନୀଲ ପଟନାୟକ )ସୋମବାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ଠାରେ ଭାରତୀୟ ମଜଦୂର ସଂଘ କନ୍ଧମାଳର ଜିଲ୍ଲା କାର୍ଯ୍ୟକାରୀଣୀ ବୈଠକ ସଭାପତି ରଞ୍ଜନ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ପ୍ରାନ୍ତ ସଂଗଠକ ଗିରିଶ ଚନ୍ଦ୍ର ମହନ୍ତ ରାଜ୍ୟ ରୁ ଏହି ବୈଠକରେ ଯୋଗଦେଇ ସଂଘର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।କାର୍ଯ୍ୟକାରୀ କମିଟିର ନୂତନ କର୍ମକର୍ତ୍ତା ଚୟନ ଉପରେ ସୂଚନା ଦେଇ ଆଲୋଚନା କରିଥିଲେ।ଟ୍ରାଇଫାଏଡର ଉପାଧ୍ୟକ୍ଷ ପବିତ୍ର କହଁର ଅତିଥି ଭାବେ ଯୋଗ ଦେଇଥିବା ବେଳେ କମିଟି ପକ୍ଷରୁ […]

ଗାନ୍ଧିଜୀଙ୍କ ତିରୋଧାନ ଦିବସ ପାଳିତ

ଫୁଲବାଣୀ(ସୁନୀଲ ପଟନାୟକ )ରାମ ମନ୍ଦିର ସଭାଗୃହ ଠାରେ ମିଳିତ ନାଗରିକ କମିଟି କନ୍ଧମାଳ ପକ୍ଷରୁ ମହାତ୍ମାଗାନ୍ଧୀ ଙ୍କ ୭୪ତମ ତିରୋଧାନ ଦିବସ ୩୦ତାରିଖ ସଂନ୍ଧ୍ୟା ରେ ସଭାପତି ରବିନ୍ଦ୍ର ନାଥ ମିଶ୍ରଙ୍କ ପୌରୋହିତ୍ୟରେ ପାଳିତ ହୋଇ ଯାଇଛି। କମିଟିର ସଦସ୍ୟମାନେ ଗାନ୍ଧିଜୀଙ୍କ ଫଟାଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣଥିଲେ।ଆବାହକ ଅଶୋକ ପରାଡା ଗାନ୍ଧିଜୀଙ୍କ ଜୀବନୀ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ।ଗାନ୍ଧିଜୀଙ୍କ ସତ୍ୟ ଅହିଂସା ସମେତ ,ସାତଟି ନିଷେଧାଦେଶ, ଗାନ୍ଧୀ ଦର୍ଶନ, ଗାନ୍ଧୀ ବିଚାର ଧାରା,ଗାନ୍ଧୀ ବାଣୀ ଉପରେ […]

ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ଶୀତ ଲହରୀଜାରୀ ,ଫୁଲବାଣୀ ୬. ୨ ଡିଗ୍ରୀ ଦାରିଙ୍ଗବାଡିରେ ପାରଦ ୭ ଡିଗ୍ରୀ ସେଲସିୟସ

ଫୁଲବାଣୀ(ସୁନୀଲପଟନାୟକ)କିଛିଦିନ ଅନ୍ତରରେ କନ୍ଧମାଳକୁ ପୁଣି ଶୀତ ଲେଉଟିଛି। ଗତ ଦୁଇତିନି ଦିନ ହେଲା ପୁଣି ଫୁଲବାଣୀସମେତ ସମଗ୍ର କନ୍ଧମାଳ ଜିଲ୍ଲା ଶୀତରେ ଥରୁଛି । ପାରଦ ଦିନକୁ ଦିନ ଖସିବାରେ ଲାଗିଛି ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି ତା ସାଙ୍ଗକୁ ସକାଳ୮ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି। ରବିବାର ଆଜି ଫୁଲବାଣୀରେ ତାପମାତ୍ରାଆଜି ୬.୨ ଡିଗ୍ରୀ ସେଲସିୟସକୁ ଖସିଥିବାବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ତାପମାତ୍ରା ୭ ଡିଗ୍ରୀ ସେଲ ସିୟସ ରେକର୍ଡ଼ […]

ଆଠଗଡ ବ୍ଲକ ୨ ନମ୍ବର ଯୋନ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଶ୍ରୀମତୀ ଚିନ୍ମୟୀ ପୂର୍ତ୍ତି ଙ୍କୁ ପଦ୍ମଫୁଲ ଚିହ୍ନରେ ମୋହର ମାରି ବିପୁଳ ସଙ୍ଖ୍ୟାରେ ଜୟଯୁକ୍ତ କରନ୍ତୁ ଓ ଆଠଗଡ ପରିବର୍ତ୍ତନ ରେ ଭାଗିଦାରୀ ହୁଅନ୍ତୁ

ଆଠଗଡ ବ୍ଲକ ୧ ନମ୍ବର ଯୋନ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଶ୍ରୀମତୀ ସନ୍ତୋସିନୀ ଜେନାଙ୍କୁ ପଦ୍ମଫୁଲ ରେ ମୋହର ମାରି ବିପୁଳ ସଙ୍ଖ୍ୟାରେ ଜୟଯୁକ୍ତ କରନ୍ତୁ ଓ ଆଠଗଡ ପରିବର୍ତ୍ତନ ରେ ଭାଗିଦାରୀ ହୁଅନ୍ତୁ

ବାଲିଗୁଡ଼ାରେ ଚୋର ଆତଙ୍କ: ଗୋଟିଏ ରାତିରେ ଦୁଇଟି ଦୋକାନରୁ ଚୋରୀ: କଡା ପାଟ୍ରୋଲିଂ ପାଇଁ ଦାବୀ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସଦର ଟାଉନରେ ଚୋର ଆତଙ୍କ । ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଦୁଇ ଦୁଇଟି ଚୋରୀ ଅଭିଯୋଗ । ଶନିବାର ରାତିରେ ଦୁଇଟି ଦୋକାନରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଦିବାକର ସାହୁ ନାମକ ଜଣେ ବ୍ୟବସାୟୀଙ୍କ କିରାଣା ଦୋକାନରୁ ୨୫ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଚୋରୀ ହୋଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ନିକଟରେ ଥିବା ଶାନ୍ତନୁ କୁମାର […]

ଜିଲ୍ଲା ପରିଷଦ ପ୍ରାର୍ଥିନୀ ସୁରଭି ବରିହାଙ୍କ ପାଇଁ କାର୍ଯ୍ଯକର୍ତ୍ତା ସମ୍ମିଳନୀ:୮୦ ଜଣ ବିଜେଡି କଂଗ୍ରେସ କର୍ମୀ ବିଜେପିରେ ସାମିଲ

ବରଗଡ,ତା ୨୯ ୵ ୧ : ଭାରତୀୟ ଜନତା ପାର୍ଟିରୁ ଲଖମରା ଜୋନରେ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ସୁରଭି ବରିହାଙ୍କ ନିର୍ବାଚନ ପରିଚାଳନା ପାଇଁ ପାଇକମାଲ ବ୍ଲକ ଘେଁସରା ଗ୍ରାମ ଠାରେ ବିଜେପି ପୂର୍ବତନ ମଣ୍ଡଳ ସଭାପତି ଶ୍ରୀ ସୌମିତ୍ରି ପଧାନଙ୍କ ନେତୃତ୍ବରେ କାର୍ଯ୍ଯକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ମଣ୍ଡଳ ସଭାପତି ଶ୍ରୀ ଭୀଷ୍ମଦେବ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକର୍ତ୍ତା ସମ୍ମିଳନୀରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ସଭାପତି […]

ପୂର୍ବତନ ବିଧାୟକ ରାଜୀବ ଲୋଚନ ହୋତା ଓ ଜିଲ୍ଲା କଂଗ୍ରେସ ସମ୍ପାଦକ ସେତୁବନ୍ଧ ସାହୁ ଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଂଜଳି

ବରଗଡ : ଦୀବଙ୍ଗତ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ରାଜୀବ ଲୋଚନ ହୋତା ଓ ଜିଲ୍ଲା କଂଗ୍ରେସ ସମ୍ପାଦକ ସେତୁବନ୍ଧ ସାହୁ ଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଂଜଳି ଦିଆଯାଇଛି। ଆଜି ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେଇ ସମସ୍ତ କର୍ମକର୍ତ୍ତା ଉଭୟ ନେତା ଙ୍କ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଅବଦାନ ଉପରେ ଆଲୋକପାତ କରିଥିଲେ। ଆରମ୍ଭ ରେ ଉଭୟ ନେତା […]