ଫିରିଙ୍ଗିଆ ପୋଲିସ ଚଢ଼ାଉ ୩ କୁଇଣ୍ଟାଲ ରୁ ଊର୍ଧ୍ଵ ଗଂଜେଇଜବତ, ୫ ଫେରାର
ଫୁଲବାଣୀ (ସୁନୀଲ ପଟନାୟକ )ଶୁକ୍ରବାର ଫିରିଙ୍ଗିଆ ପୋଲିସକୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ବଳିଷ୍ଠ ନେତ୍ତୃତ୍ଵରେ ପୋଲିସ ଟିମ ସଦଳ ବଳେ କାସିନପଦର ପଂଚାୟତ ଅନ୍ତର୍ଗତ କୁଟୁନି ପଦର ଜଙ୍ଗଲ ରେ ଏକ କୁଡ଼ିଆ ଘର ଉପରେ ରେ ଅତର୍କିତ ଚଢ଼lଉ କରି ୩ କୁଇଣ୍ଟାଲ ୫ ୨ କେଜି ୮ ଶ ହ ଗ୍ରାମ ଗଂଜେଇ […]