ବସ ଧକକା ରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର

ଫୁଲବାଣୀ(ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତାର ଲଦା ଗାଁ ଠାରେ ଖମ୍ବେଶ୍ବରୀ ନାମକ ଏକ ଘରୋଇ ବସ ଧକାରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇ ଥିବା ବେଳେ ଆଉଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଥିବା ସୂଚନା ମିଳି ଛିl. ସୂଚନା ଯୋଗ୍ୟଯେ, ବାଲିଗୁଡା ପଟୁ ଆସୁଥିବା ଉକ୍ତ ବସ ଟି ଲଦାଗାଁ ନିକଟରେ ପୁଲବାଣୀ ପଟୁ ଆସୁଥିବା ଏକ ସ୍କୁଟି କୁ ସାମନା ପଟୁ ଧକା ଦେଇ ଥିଲା, ଫଳରେ ଘଟଣା […]

ସ୍ୱରୂପ ନାଗର ସ୍ତିତ ଘର ଛାତ ଉପରେ ଶୀତ ଋତୁ ରେ ଦେଖିବାକୁ ମିଳିଛି “ବାଇଗନି ରଙ୍ଗ ର ଫୁଲ କୋବି” ପ୍ରକୃତିର ପୂଜାରୀ ‘ଧରଣୀ’ଙ୍କ ନିଆରା ପ୍ରୟାସ

ବାରିପଦା(ଉଲାପ୍ର)ଛାତ ଉପରେ ଫୁଲଫଳ ଓ ସବୁଜ ପନିପରିବାରେ ଭର୍ତ୍ତି ସୁନ୍ଦର ବଗିଚା । ବଗିଚାର ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇ ଉଡ଼ି ଆସୁଛନ୍ତି କେତେପ୍ରକାର ପକ୍ଷୀ । ପକ୍ଷୀଙ୍କ କିଚିରି ମିଚିରି କାକଳିରେ ପରିବେଶ ଉଛୁଳି ପଡୁଛି । ପ୍ରଜାପତି ଓ ମହୁମାଛିଙ୍କ ଉପସ୍ଥିତି ଛାତ ଉପରେ ଭିନ୍ନ ଏକ ପରିବେଶ ସୃଷ୍ଟି କରୁଛି । ସ୍ଥାନୀୟ ଅମିକା ମନ୍ଦିର ପଛପଟେ ଥିବା ସ୍ବରୁପନଗରରେ ଧରଣୀ କୁମାର ଦେ ତାଙ୍କ ଘର ଛାତ ଉପରେ ସୃଷ୍ଟି କରିପାରିଛନ୍ତି ଏକ […]

ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ଶୀତ ଲହରୀ,ଫୁଲବାଣୀ ଓ ଦାରିଙ୍ଗବାଡିରେ ପାରଦ ୬ ଡିଗ୍ରୀ ସେଲସିୟସକୁ ଖସିଲା

ଫୁଲବାଣୀ(ସୁନୀଲପଟନାୟକ)କିଛିଦିନ ଅନ୍ତରରେ କନ୍ଧମାଳକୁ ପୁଣି ଶୀତ ଲେଉଟିଛି। ଗତ ଦୁଇଦିନ ହେଲା । ପୁଣି ଫୁଲବାଣୀସମେତ ସମଗ୍ର କନ୍ଧମାଳ ଜିଲ୍ଲା ଶୀତରେ ଥରୁଛି । ପାରଦ ଦିନକୁ ଦିନ ଖସିବାରେ ଲାଗିଛି ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି ତା ସାଙ୍ଗକୁ ସକାଳ ୯୮ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି। ଶନିବାର ଆଜି ଫୁଲବାଣୀରେ ତାପମାତ୍ରା ୬ଡିଗ୍ରୀ ସେଲସିୟସକୁ ଖସିଥିବାବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ତାପମାତ୍ରା ୬ ଡିଗ୍ରୀ ସେଲ ସିୟସ ରେକର୍ଡ଼ […]

ଗାଁ ସୀମା କୁ କେନ୍ଦ୍ର କରି ଦୁଇ ଗ୍ରାମବାସୀ ମୁହାଁମୁହିଁ

ବାଲିଗୁଡ଼ା: (ସଞ୍ଜୟ କୁମାର ପାଣିଗ୍ରାହୀ): ଗାଁ ସୀମାକୁ ନେଇ ଗୋଷ୍ଠୀ ସଂଘର୍ଷ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବୁଡ୍ରୁକିଆ ଗ୍ରାମ ପଞ୍ଚାୟତରେ । ଦୀର୍ଘ ବର୍ଷର ବିବାଦ ଗୁରୁବାର ଉଗ୍ରରୂପ ଧାରଣ କରିଛି । ଫଳରେ ବାଲିସୁଗା ଓ ମାଦିନାଟ ଗ୍ରାମବାସୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି । ଗୋଷ୍ଠୀ ସଂଘର୍ଷରେ ମାଦିନାଟ ଗ୍ରାମର ଜଣେ ବ୍ୟକ୍ତିଙ୍କ ସମେତ ଦୁଇଜଣ ମହିଳା ଆହତ ହୋଇଥିବା କହିଛନ୍ତି ଗ୍ରାମବାସୀ । ସୂଚନା […]

ଯନ୍ତ୍ରୀକୁ ଧମକ ଦେଇଥିବା ଅଭିଯୁକ୍ତ ଙ୍କ ବିରୁଦ୍ଧରେ କାର୍ଯ୍ୟା ନୁଷ୍ଠାନ ଦାବୀରେବ୍ଲକ କର୍ମଚାରିଙ୍କ କଲମଛାଡ଼ ଆନ୍ଦୋଳନ ଧମକ

ଫୁଲବାଣୀ(ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ଇଂ.ଲିଙ୍ଗରାଜ ପାତ୍ର ନାମକଜଣେ ଯନ୍ତ୍ରୀଙ୍କୁ ଡିଣ୍ଡର । ଗାଁ ର ଭାସ୍କର ପାତ୍ର ନାମକ ଜଣେ ଵ୍ୟକ୍ତି ଗତ ୨୫ତାରିଖ ରେ କୁଆଡେ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ । ଏନେଇ ଯନ୍ତ୍ରୀ ଲିଙ୍ଗରାଜ ପାତ୍ର ଫିରିଙ୍ଗିଆ ଥାନାରେ ଏତେଲା ଦେଇଥିଲେ, ହେଲେ ପୋଲିସ କୌଣସି କାର୍ଯ୍ୟା ନୁଷ୍ଠାନ ଗ୍ରହଣ ନକରିବା ଫଳରେ ଏହାର ପ୍ରତିବାଦ କରି ବ୍ଳକର ସମସ୍ତ କର୍ମଚାରୀ କଲମଛାଡ଼ […]

ଆଜିର ରାଶିଫଳ

ଅଦ୍ୟ ଜାନୁଆରୀ ମାସ ୨୯ ତାରିଖ ୨୦୨୨ ମସିହା(ଶନିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୯ସମ୍ବତ୍ସର-ରାକ୍ଷସମାଘ- କୃଷ୍ଣପକ୍ଷତିଥି- ଦ୍ୱାଦଶି ରାତ୍ରି ଘ ୦୮/୨୬ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀନକ୍ଷତ୍ର- ମୂଳା ରାତ୍ରି ଘ ୦୩/୧୧ ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢ଼।ଚନ୍ଦ୍ର- ଧନୁଯୋଗ-ବ୍ୟାଘାତକରଣ – କୌଳବସୌରମାସ- ମକର ୧୬ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୬/୨୬/୫୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୩/୨୮*✧═════•❁❀*ଯୋଗିନୀ ନୈରୁତେ ରାତ୍ରି ଘ ୦୮/୨୬ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେ*ବୃଷ,ସିଂହ ଓ କନ୍ୟା ରାଶିର ଘାତବାରଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। -ଦିବା ଘ୦୭/୫୦ ମଧ୍ୟେ ଓ ଘ ୦୪/୦୯ […]