ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାରେ ରେଣୁକା ସାହୁ ପାଇକମାଳ ବ୍ଲକ ଟପ୍ପର

ପାଇକମାଳ ( ଉଲାପ୍ର)ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପରିଚାଳିତ ୨୦୨୧-୨୨ ଶିକ୍ଷା ବର୍ଷର ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାରେ ପାଇକମାଳ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ କ୍ଲଷ୍ଟରର ଡୁମ୍ବେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ କୁମାରୀ ରେଣୁକା ସାହୁ ସଫଳତାର ସହ ବ୍ଲକ ଟପ୍ପର ଭାବେ ଉତ୍ତୀର୍ଣ୍ଣ ହୋଇ ମେଧାବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ସ୍କୁଲରେ ଶିକ୍ଷାଦାନ ବନ୍ଦ […]

ଷଡଙ୍ଗୀ ନୋଡାଲ ସ୍କୁଲରେ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ର ପରିଚାଳନା ପରିଷଦ ବୈଠକ ପରିଚାଳନା ପରିଷଦ ସଭାପତି ସସ୍ମିତା ପୋଥାଳ ଙ୍କ ଅଧ୍ୟକ୍ଷତାରେ ଆଜି ଜାନୁଆରୀ ମାସ ସତେଇଶି ତାରିଖ ଅପରାହ୍ନ ଦୁଇଟା ସମୟରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଡୋର ଷ୍ଠେପ୍ ଶିକ୍ଷଣ କାର୍ଯ୍ୟ, ବାଲା କାର୍ଯ୍ୟକ୍ରମ,ଓ ସମିଶ୍ରଣ ପାଣ୍ଠି ଖର୍ଚ୍ଚ ଉପରେ ଆଲୋଚନା ହୋଇଥିଲା। ବିଦ୍ୟାଳୟ ସମ୍ମୁଖରେ ଇଟା ଦ୍ବାରା ସଜାଇବା କାର୍ଯ୍ୟ କ୍ରମ କୁ ସଭା […]

ଜିଲ୍ଲା ପ୍ରଶାସନ ଦ୍ବାରା କୋଭିଡ ଯୋଦ୍ଧା ଙ୍କୁ ସମ୍ମାନିତ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ଅବସରରେ ଜିଲ୍ଲା ର ୧୪ କୋଭିଡ ଯୋଦ୍ଧା ଙ୍କୁ ମୁଖ୍ୟ ଅତିଥି ମନ୍ତ୍ରୀ ପଦ୍ମନାଭ ବେହେରା ଟ୍ରଫି ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ପ୍ୟାରେଡ଼ ପଡ଼ିଆରେ ଅନୁଷ୍ଠିତ ସମ୍ମାନିତ ଉତ୍ସବ ରେ ଏତଲା ସିଏଚସିର ଡାକ୍ତର ତ୍ୟାଗ ରାଜ ସିଂ ଏବଂ ମେଲଛାମୁଣ୍ଡା ର ମେଡିକାଲ ଅଫିସର ଡାକ୍ତର ଦେବାଶିଷ ରଥଙ୍କୁ ମୁଖ୍ୟ ଅତିଥି ସମ୍ମାନୀତ କରିଥିଲେ। ସେହିପରି ବରପାଲି ସିଏଚସି ର ନର୍ସି° ଅଫିସର […]

ଜିଲ୍ଲା ସ୍ତରୀୟ ୭୩ ସାଧାରଣ ତନ୍ତ୍ର ଦିବସ ପାଳିତ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡିଆରେ ଜିଲ୍ଳା ପ୍ରଶାସନ ପକ୍ଷରୁ କୋଭିଡ କଟକଣା ସହ ୭୩ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାର ଙ୍କ ଯୋଜନା ଓ ସମନ୍ୱୟ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ଭାରତର […]

ନିଆଁ ପୁଇଁବା ସମୟରେ ଶାଢ଼ୀରେ ନିଆଁ ଲାଗି ମହିଳା ଗୁରୁତର

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ଗ୍ରାମରେ ଶୀତରୁ ନିଆଁ ପୁଇଁବା ସମୟରେ ମହିଳାଙ୍କ ଶାଢ଼ୀରେ ନିଆଁ ଲାଗି ମହିଳା ଗୁରୁତର ହୋଇଥିବା ଜଣା ପଡ଼ିଛି । ଘଟଣା ରୁ ପ୍ରକାଶ ଯେ,ପର୍ତ୍ତମାହା ଗ୍ରାମର ଅଚ୍ୟୁତ ସାହୁଙ୍କ ସ୍ତ୍ରୀ କିଶୋରୀ ସାହୁ (୩୨) ଗୁରୁବାର ସନ୍ଧ୍ୟା ପ୍ରାୟ ସାଡ଼େ ଛ ଘଣ୍ଟା ସମୟରେ ଘରେ ନିଆଁ ପାଖରେ ପଛ କରି ଠିଆ ହୋଇ ନିଆଁ ପୁଇଁବା ସମୟରେ ହଠାତ […]

ଅଭିନେତ୍ରୀ ରଚନା ବାନାର୍ଜୀ ଏଥର ଅନୁଭବଙ୍କ ସହ କରିବେ ଦାଦାଗିରି ହୃଦୟରୁ

କଟକ(ଉଲାପ୍ର)ଅଭିନେତା ଅନୁଭବଙ୍କ ଦାଦାଗିରି ଧିରେ ଧିରେ ଓଡ଼ିଆ ଦର୍ଶକଙ୍କ ହୃଦୟକୁ ଛୁଇଁ ସାରିଲାଣି । ପ୍ରଥମ ଖେଳିଲେ ଓଡିଆର ବିଭିନ୍ନ ସ୍ଥାନରୁ ବଛା ବଛା ଦର୍ଶକ । ତାପରେ ଜୀ ସାର୍ଥକର ଲୋକପ୍ରିୟ ଧାରାବାହିକ “ଝିଲି” ଓ “ବିଜୟିନୀ”ର ମୁଖ୍ୟ କଳାକାର । ଆଉ ଏଥର ଚିର ପରିଚିତ ଓଡିଶା ବାସୀଙ୍କ ହୃଦୟର ରାଣୀ ଅଭିନେତ୍ରୀ ରଚନା ବାନାର୍ଜି । ନିଜର ସୁପରହିଟ୍ ଫିଲ୍ମ ଓ ଗୀତରେ ଓଡିଶା ଦର୍ଶକଙ୍କ ମନ ମୋହିଛନ୍ତି ରଚନା । “ରାଧା […]

ଜ଼ିଲ୍ଲା କଂଗ୍ରେସ ର ମିଶ୍ରଣ ପର୍ବ ଅନ୍ୟ ଦଳ ର ୩ ୬ ଜଣକର୍ମୀ କଂଗ୍ରେସ ରେ ମିଶିଲେ

ଫୁଲବାଣୀ -(ସୁନୀଲ ପଟନାୟକ )ଶୁକ୍ରବାର ଜ଼ିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ସେନାପତି ରେସିଡେନ୍ସି ଠାରେଜ଼ିଲ୍ଲା ସଭାପତି ଅନାମ ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୂଷ୍ଠି ତ ହୋଇଥିଲା lଏଥିରେ ଅନ୍ୟ ଦଳ ର ବହୁ କର୍ମୀ ଓ ନେତା କଂଗ୍ରେସ ରେ ସାମିଲ ହୋଇଥିଲେ l ଜ଼ିଲ୍ଲା ସଭାପତି ନାୟକ ଓ କନ୍ଧମାଳ ପ୍ରଭାରୀ ବିଷ୍ଣୁ ପ୍ରସାଦ ମହାପାତ୍ର ପ୍ରମୁଖ ଦଳୀୟ ଉତ୍ତ ରୀୟ ପକାଇ ଦଳରେ ସାମିଲ କରିଥିଲେlଏହି ମିଶ୍ରଣ ପର୍ବ ରେ ଦାରିଂବାଡ଼ି,ଓ […]