ଫୁଲବାଣୀ ରେ ଜ଼ିଲ୍ଲା ସ୍ତରୀୟ 73 ତମ ସାଧାରଣତନ୍ତ୍ର ଦିବସ

ଫୁଲବାଣ(ସୁନୀଲ ପଟନାୟକ )କନ୍ଧମାଲ ଜିଲାସଦର ମହକୁମା ଫୁଲବାଣୀ ଠାରେ ଜ଼ିଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।ସରକାରଙ୍କ କୋଭିଡ଼ କଟକଣା ମଧ୍ୟରେ ପାଳନ ହୋଇଥିଲା 73ତମ ସାଧାରଣ ତନ୍ତ୍ର ଦିବସ । ଫୁଲବାଣୀ ପୋଲିସ ପଡ଼ିଆ ଠାରେଅନୁଷ୍ଠିତ ଜ଼ିଲ୍ଲା ସ୍ତରୀୟ ପ୍ୟାରେଡ଼ ରେ ମୁଖ୍ୟ ଅତିଥି ଭାବେ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ପ୍ରମୋଦ ନାୟକ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିଭାଷଣ ରଖିଥିଲେ […]

ପାହାଡି ତରଙ୍ଗ ତରଫରୁ ସାଧାରଣ ତନ୍ତ୍ର ଦିବସ ପାଳିତ

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ାଠାରେ ଥିବା କନ୍ଧମାଳ ଜିଲ୍ଲାର ସର୍ବପୁରାତନ କଳା ଓ ସାଂସ୍କୃତିକ ଅନୁଷ୍ଠାନ “ପାହାଡ଼ି ତରଙ୍ଗ “ତରଫରୁ ୭୩ ତମ ପବିତ୍ର ସାଧାରଣ ତନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସଭାପତି କୌଶିକ ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଜାତୀୟ ସଂଗୀତ ଗାନ ଓ ସଭାପତିଙ୍କ ଉଦବୋଧନ ପରେ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା l ବିଭିନ୍ନ ବକ୍ତା ନିଜ ନିଜର ମନ୍ତବ୍ୟ […]

ଭାଜପା ର ନିର୍ବାଚନୀ ପ୍ରସ୍ତୁତି ବୈଠକ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟାଳୟରେ ଆଜି ସମସ୍ତ ମଣ୍ଡଳ ସଭାପତି ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ସଭ୍ୟ ସଭ୍ୟା ଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ ଙ୍କ ପୈାରହିତ୍ୟ ରେ ଅନୁଷ୍ଠିତ ସଭାରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଯୋଗଦେଇ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଦଳର ରଣ କୌଶଳ ଉପରେ ପରାମର୍ଶ ଦେଇଥିଲେ। ଅନ୍ୟ […]

ଭାଜପାକୁ ଆଉ ଏକ ଝଟ୍‌କା: ଦଳ ଛାଡ଼ିଲେ ସୁକାନ୍ତ

ବରଗଡ(ଉଲାପ୍ର)ପ୍ରଥମେ ଦଳୀୟ ପ୍ରାର୍ଥୀନୀ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର, ଆଜି ପୁଣି ଦଳର ବରିଷ୍ଠ ସଦସ୍ୟ ସୁକାନ୍ତ ଦାଶ ଦଳ ଛାଡ଼ିବା ଘଟଣା ବରଗଡ଼ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଉଷ୍ମତା ବଢ଼ିବାରେ ଲାଗିଛି। ସୋମବାର ୨ ଜାତୀୟ ଦଳ ଭାଜପା, କଂଗ୍ରେସ ପ୍ରାର୍ଥିନୀ ଅମ୍ବାଭୋନା ବ୍ଲକ ଜୋନ-୨ରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ । ଏହାପରେ ଏହି ଆସନରୁ ବିଜେଡ଼ି ପ୍ରାର୍ଥିନୀ ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇ ଯାଇଛି । ଅନ୍ୟପଟେ ଆଜି ଭାଜପାର ପୂର୍ବତନ ଜିଲା […]

ପ୍ରମୋଦ ଭଗତ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ

ବରଗଡ(ଉଲାପ୍ର)ପାରା ଆଥଲେଟ୍ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ମାନ । ପ୍ରଥମ ପାରା ବ୍ୟାଡମିଣ୍ଟନ ଖେଳାଳି ଭାବେ ପ୍ରମୋଦ ଭଗତ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ । ଗତବର୍ଷ ପ୍ରଥମ ଭାରତୀୟ ଭାବେ ପାରା ଅଲମ୍ପିକ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଜିତି ଚର୍ଚ୍ଚାକୁ ଆସିଥିଲେ ପ୍ରମୋଦ ଭଗତ । ୨୦୨୧ ଅକ୍ଟୋବରରେ ପ୍ରମୋଦଙ୍କୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ମିଳିଥିଲା । ଏବେ ପ୍ରଥମ ପାରା ବ୍ୟାଡମିଣ୍ଟନ ଆଥଲେଟ୍ ଭାବେ ସେ ପଦ୍ମଶ୍ରୀ ସମ୍ମାନ ପାଇବେ ।

ଆଠଗଡ ବିଜେପି କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କଲେ ବ୍ରଜେନ୍ଦ୍ର ରାୟ

ଆଠଗଡ(ଉଲାପ୍ର) ଭାରତୀୟ ଜନତା ପାର୍ଟି ମୁଖ୍ୟ କାର୍ଯ୍ୟାଳୟଠାରେ ଆଠଗଡ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର ରାୟ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ୭୩ ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଜାତୀୟ ପତାକା ଉତୋଳନ କରିଥିଲେ ଏବଂ କାର୍ଯ୍ୟାଳୟରେ ଉପସ୍ଥିତ ସମସ୍ତ ପ୍ରମୁଖ କାର୍ଯ୍ୟକର୍ତାମାନଙ୍କୁ ଦେଶର ଯଶ କୀର୍ତି କିପରି ବହୁଗୁଣିତ ହେବ ସେଥିପାଇଁ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଜଣାଇଥିଲେ l ତତ ସହିତ ସମଗ୍ର ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କ ଦୁଃଖ, ଦୁର୍ଦଶାକୁ କିପରି ଲାଘବ କରାଯାଇପାରିବ ଆଜିର ଦିବସରେ […]

କଟକରେ ନଗର ବିଜେପି ବସ୍ତିରେ ପାଳିଲା ସାଧାରଣତନ୍ତ୍ର ଦିବସ

କଟକ(ଉଲାପ୍ର)ପବିତ୍ର ୭୩ତମ ସାଧାରଣତନ୍ତ୍ର ଦିବସରେ ଭାଜପା କଟକନଗର ତରଫରୁ ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ ସହିତ ସ୍ବାଧୀନତା ର ଅମୃତ ମହୋତ୍ସବ ପାଳନ କରାଯାଇଛି।ବିଭିନ୍ନ ବସ୍ତିରେ ସ୍ୱଚ୍ଛ ଭାରତ,ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟ ସହିତ ଦେଶର ବିକାଶକୁ ଆଗକୁ ନେବାପାଇଁ ତୀବ୍ର ଦେଶଭକ୍ତି ଭାବନାର ଜାଗରଣ ପାଇଁ ନେତୃବୃନ୍ଦ ଉଦବୋଧନ ଦେଇଥିଲେ।ଏହି କାର୍ଯ୍ୟକ୍ରମ ଗୁଡିକରେ କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ,ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲି,ବିଶ୍ୱରଞ୍ଜନ ମିଶ୍ର,ରଶ୍ମିରେଖା ଦାସ,ଦେବାଶିଷ ରାୟ,ଅମ୍ବିକା ସାମଲ,ସୁବାଷ ମହାନ୍ତି, […]

ଆଠଗଡ ଟାଉନ କ୍ଳବରେ ସାଧାରଣତନ୍ତ୍ର ଦିବସ ପାଳିତ

ଆଠଗଡ(ଉଲାପ୍ର)ଆଠଗଡ ର ସର୍ବପୁରାତନ ଟାଉନ କ୍ଲବ ରେ କ୍ଲବର ବରିଷ୍ଠ ସଭ୍ୟ ଅଦେଇତା ନନ୍ଦ ରଥ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହି ଅବସରରେ ସଭ୍ୟ ଶିବ ପ୍ରସାଦ ପଣ୍ଡା,ବରିଷ୍ଠ ସାମ୍ବାଦିକ ଲଲାଟେନ୍ଦୁ ସେନାପତି,ଯୁବନେତା ସଞ୍ଜୟ ରଥ,ସୁଦର୍ଶନ ସାହୁ,ପ୍ରକାଶ ରାଉତ,ଶିବା ଶିଶ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ।

ଆଠଗଡ ଷ୍ଟାଡିଅମ ଠାରେ ସବ ଡିଭିଜନ ସାମ୍ବାଦିକ ସଙ୍ଘ ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ

ଆଠଗଡ( ଉଲାପ୍ର)ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ତରଫରୁ ଆଠଗଡ ଷ୍ଟାଡିଅମ ଠାରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇ ଥିଲା।ପ୍ରଜାତନ୍ତ୍ର ର ପୂର୍ବତନ ସାମ୍ବାଦିକ ଦେବେନ୍ଦ୍ର ବେହେରା ଆଠଗଡ ଷ୍ଟାଡିଅମ ଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହି ଉତ୍ସଭ ରେ କଟକ ଜିଲା ସାମ୍ବାଦିକ ସଙ୍ଘ ସଭାପତି ଲଲାଟେନ୍ଦୁ ସେନାପତି,ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ସଭାପତି ସଚ୍ଚିଦାନନ୍ଦ ପଣ୍ଡା,ସମ୍ପାଦକ ସନ୍ତୋଷ ବାରିକ, ଉପସଭାପତି ସର୍ବେଶ୍ୱର ପଣ୍ଡା,ବିଜୟ ନାୟକ,ବିଷ୍ଣୁ ପ୍ରସାଦ ଦାସ,ଅଶୋକ ଦାଶ,ଅଭୟ ସାହୁ,ରଜନୀ ପ୍ରଧାନ ପ୍ରମୁଖ […]

ଆଠଗଡ କଂଗ୍ରେସ କାର୍ଯ୍ୟାଳୟ ରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଆଠଗଡ( ଉଲାପ୍ର)ଆଠଗଡ କଂଗ୍ରେସ କାର୍ଯ୍ୟାଳୟ ରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି, ପ୍ରଥମେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମାବଲଭ ରଥ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ପରେ ଅନ୍ୟ କଂଗ୍ରେସ କର୍ମୀମାନେ ମାଲ୍ୟାର୍ପଣ କରିଥିଲେ।ବରିଷ୍ଠ କଂଗ୍ରେସ ନେତା ସୁରେଶ ଚନ୍ଦ୍ର ପରିଡା କଂଗ୍ରେସ କାର୍ଯ୍ୟାଳୟ ରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହି ଅବସରରେ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଆଠଗଡ ବ୍ଲକ ସଭାପତି ସୁଦର୍ଶନ ସାହୁ,ନଗର ସଭାପତି ସୋମନାଥ ଭକ୍ତା,ଜିଲା ଯୁବ […]