କଟକରେ ବିଜେପିର ମିଶ୍ରଣ ପର୍ବ
କଟକ(ଉଲାପ୍ର)କଟକନଗର ଭାଜପା ତରଫରୁ ୧୦ ନମ୍ବର ୱାର୍ଡରେ ସ୍ଥାନୀୟ ନେତା ପୁର୍ବତନ କର୍ପୋରେଟର ଶ୍ରୀ ହେମନ୍ତ ବେହେରାଙ୍କ ପୌରୋହିତ୍ୟ ରେ ଶେଖବଜ଼ାର ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ ଉପସ୍ଥିତ ରହି ସଭିଙ୍କୁ ବିଜେପି ଉତ୍ତରୀ ପିନ୍ଧାଇ ସାମିଲ କରାଇଥିଲେ।ଏହି ମିଶ୍ରଣ ଉତ୍ସବରେ ସ୍ଥାନୀୟ ସାମାଜିକ ନେତ୍ରୀ ଉଚ୍ଚ ଶିକ୍ଷିତା ସୁଶ୍ରୀ ଶିଳ୍ପା ସୌମିତ୍ର ଗିରି ଗୋସ୍ୱାମୀ ଏବଂ ତାଙ୍କ ସମର୍ଥକ ୫୦ ରୁ ଅଧିକ ଯୁବକ,ଯୁବତୀ ଓ […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































