ଜିଲ୍ଲାପ୍ରେସକ୍ଲବ ପକ୍ଷରୁ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ଉତ୍ସବ

ଫୁଲବାଣୀ-(ସୁନୀଲପଟନାୟକ) ଜିଲ୍ଲା ପ୍ରେସକ୍କବ ପକ୍ଷରୁ ରବିବାର ଏକ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲାଏହି ଅବସରରେ ଫୁଲବାଣୀ ପ୍ରେସକ୍ଲବ ଠାରେ ପ୍ରେସକ୍ଲବ ସଭାପତି ସୁନୀଲ ପଟନାୟକଙ୍କ ସଭାପତିତ୍ଵରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପ୍ରେସ କ୍ଳବ୍ର ପ୍ରାକ୍ତନ ସଭାପତି ଓ ସଂପାଦକ ମାନଙ୍କୁ ସମର୍ଦ୍ଧନା ଦିଆଯାଇଥିଲା ବରୀଷ୍ଠ ସାମ୍ବାଦିକ ତଥା ପୂର୍ବତନ ସଭାପତି ଡ଼.ଅରୁପ ଜେନା, ଗୋପାଳକୃଷ୍ଣ ପଟ୍ଟନାୟକ, ସୁବାସ ଚନ୍ଦ୍ର ପ୍ରଧାନ, ନାରାୟଣ ସାହୁ ଓ ଶିବ ପ୍ରସାଦ ତ୍ରିପାଠୀ ପ୍ରମୁଖଙ୍କୁ ବର୍ତ୍ତମାନର ପ୍ରେସ କ୍ଳବ […]

ଫିରିଙ୍ଗିଆ ବନ୍ଧ ଗଡ଼ ଜଙ୍ଗଲ ମଧ୍ୟରୁ ଦୁଇ ଶିକାରୀ ସହ ବନ୍ଧୁକ ଓ ଗୁଳି ଜବତ

ଫୁଲବାଣୀ(ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଜଙ୍ଗଲ ବିଭାଗ 6 ରଂଜ ଅଧିନବନ୍ଧଗଡ଼ ଜଙ୍ଗଲ ମଧ୍ୟରୁ ରବିବାର ବନ ବିଭାଗ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଦୁଇଟି ବନ୍ଧୁକ ସହ ୧୦ଟି ଗୁଳି, ବାଟଲିଖଡ଼ା, ଓ ବଣକୁକୁଡା ଓ ପକ୍ଷୀମାଂସ ଜବତ କରିଛି । ବନ ବିଭାଗ ଡିଏଫଓ ଲକ୍ଷ୍ମୀକାନ୍ତ ବେହେରା ଙ୍କ ନିର୍ଦ୍ଦେଶରେ ଫିରିଙ୍ଗିଆ ବନବିଭାଗ ରେଞର ର ବିଜୟମଲିକଙ୍କ ତତ୍ତ୍ଵାବଧାନରେ ବରୀଷ୍ଠ ଫରେଷ୍ଟର ସରୋଜ ମିଶ୍ରଙ୍କ ନେତୃତ୍ଵରେ ବନବିଭାଗ ସ୍କ୍ବାର୍ଡ ଚଢାଉ […]

ସସ୍ମିତା ପପଙ୍ଗା ପଞ୍ଚାୟତ ଅପ୍ରତିଦ୍ଵନ୍ଦୀ ସରପଞ୍ଚ

ବରଗଡ଼(ଉଲାପ୍ର)ଭେଡେନ ବ୍ଲକ ପପଂଗା ପଂଚାୟତ ରେ ଏକ ମାତ୍ର ପ୍ରାର୍ଥୀନୀ ଭାବେ ସସ୍ମିତା ହୋତା ମନୋନୟନ ପତ୍ର ଦାଖଲ ଦାଖଲ କରି ଅପ୍ରତିଦ୍ଵନ୍ଦୀ ରହିଛନ୍ତି। ପୂର୍ବତନ କଂଗ୍ରେସ ନେତା ସ୍ଵର୍ଗତ ସିତାରାମ ହୋତା ଙ୍କ ପୁତ୍ର ବଧୂ ସସ୍ମିତା ହୋତା ସରପଞ୍ଚ ପ୍ରାର୍ଥୀନୀ ହୋଇଥିଲେ, ପ୍ରାର୍ଥୀ ପତ୍ର ଦାଖଲ ଶେଷ ପର୍ଯ୍ୟନ୍ତ ଆଉ କେହି ତାଙ୍କର ବିରୁଦ୍ଧ ରେ ନାମାଙ୍କନ ପତ୍ର ଦାଖଲ କରିନଥିଲେ । ଫଳରେ ସେ ବିନା ପ୍ରତିଦ୍ବନ୍ଦିତାରେ ସରପଞ୍ଚ ନିର୍ବାଚିତ ହୋଇଛନ୍ତି । […]

ଭାଜପା କଟକ ନଗର ତରଫରୁ ସୁଭାଷ ବୋଷଙ୍କ ଜନ୍ମଜୟନ୍ତୀ ପାଳିତ

କଟକ(ଉଲାପ୍ର) ଭାଜପା କଟକନଗର ଶାଖା ତରଫରୁ ସମସ୍ତ କାର୍ଯ୍ୟକର୍ତା ମାନେ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଭାରତର ଲୋକପ୍ରିୟ ସ୍ବାଧୀନତା ସଂଗ୍ରାମୀ ଶ୍ରୀ ସୁବାଷ ଚନ୍ଦ୍ର ବୋଷ ଙ୍କ ୧୨୫ତମ ଜୟନ୍ତୀ ତଥା ପରାକ୍ରମ ଦିବସରେ ଓଡ଼ିଆ ବଜ଼ାର ସ୍ଥିତ ତାଙ୍କ ବାସଭବନରେ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରିତମ ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିନୋଦ ଦାସ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ […]

ଢେଙ୍କାନାଳ ବିଜେପି ଯୁବକ ମୋର୍ଚ୍ଚା ପକ୍ଷ ରୁ 125ତମ ନେତାଜୀ ଜୟନ୍ତୀ ପାଳିତ

ଢେଙ୍କାନାଳ(ଉଲାପ୍ର)(ଢେଙ୍କାନାଳ)ଢେଙ୍କାନାଳ ବିଜେପି ଯୁବକ ମୋର୍ଚ୍ଚା ପକ୍ଷରୁ 125ତମ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି, କୈବଲ୍ୟ ବଜାର ସ୍ଥିତ ମହିଳା ମହାବିଦ୍ୟାଳୟ ସମୁଖରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ.| ଏହି ପରିପ୍ରେକ୍ଷୀରେ ସେଠାରେ ବିଜେପି ଯୁବମୋର୍ଚା ର ସଭାପତି ମହାଦୀପ ଯଶୋବନ୍ତ ମହିମା, ଉପସଭାପତି ସନ୍ତୋଷ ବେହେରା, ସାଧାରଣ ସମ୍ପାଦକ ରଞ୍ଜିତ ବିଶ୍ୱାଳ , ବରିଷ୍ଠ ବିଜେପି ନେତା ପୂର୍ଣ୍ଣ ଚନ୍ଦ୍ର ବେହେରା,ସୋସିଆଲ ମିଡ଼ିଆ ସୂଚିତ୍ର ବେହେରା,ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ l

ପ୍ରତିଶୃତି ପରେ ହଟିଲା ଏଫସିଆଇ ଶ୍ରମିକଙ୍କ ଧାରଣା

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ଏଫସିଆଇ ଶ୍ରମିକ ସଂଗଠନ ପକ୍ଷରୁ ଏଫସିଆଇ ସମ୍ମୁଖରେ ଧାରଣା ଦୀର୍ଘ ୧୫ଦିନ ବ୍ୟାପି କାର୍ଯ୍ୟ ବନ୍ଦକରି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ଧାରଣା ଦେବା ପରେ ସିଏସଓ ଅନାଥ ସ୍ବାଇଁ ଧାରଣା ପାଖରେ ପହଂଚି ଶ୍ରମିକ ମାନଙ୍କୁ ବୁଝା ସୁଝା କରିବା ସହ ଦୁଇମାସ ଭିତରେ ଏଠାରୁ ଚାଲିଯାଇଥିବା ୨ଟି ବ୍ଳକକୁ ଫେରାଇ ଆଣିବା ପାଇଁ ଆମେ ହେଡ କ୍ୱାର୍ଟରକୁ ଲେଖି ଜଣାଇବୁ ବୋଲି ପ୍ରତିଶ୍ରୁତି ଦେବା […]

ପୂର୍ବତନ ବିଧାୟକ ଜାକବ ପ୍ରଧାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ବିଧାନସଭା କ୍ଷେତ୍ରର ପୁର୍ବତନ ବିଧାୟକ ଜାକବ ପ୍ରଧାନଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହୃତ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସର ଉପସଭାପତି ଜାଜ୍ଞାସ୍ୱର ବାବୁ I ଏନେଇ ପ୍ରଦେଶ କମିଟିର ଲେଟର ପେଡରେ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଧାୟକଙ୍କୁ ଓପିସିସି ପକ୍ଷରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇ ଥିବାର ଚିଠି ପ୍ରଦାନ କରାଯାଇଛି I ଚିଠି ପାଇବା ପରେ ପୁର୍ବତନ କଂଗ୍ରେସ ବିଧାୟକ ଜାକବ ପ୍ରଧାନ […]

କନ୍ଧମାଳ ଜିଲ୍ଲାରେ ୧୫୧ଜଣଙ୍କ ପ୍ରାର୍ଥୀପତ୍ର ନାକଚ

ଫୁଲ ବାଣୀ(ସୁନୀଲପଟନାୟକ)ଶନିବାର ଥିଲା ପ୍ରାର୍ଥୀପତ୍ର ଯାଞ୍ଚ। ଯାଞ୍ଚ ବେଳେ ଆବଶ୍ୟକ କାଗଜପତ୍ର ନ ଥିବାଯୋଗୁଁ ଜିଲ୍ଲାର ୧୫୧ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇ ଯାଇଥିବା ଜିଲା ପଞ୍ଚାୟତ ଅଧିକାରୀ ରତିକାନ୍ତ ଆଚ଼।ର୍ଯ୍ୟ କହିଛନ୍ତି।ଜିଲାରେ ମୋଟ ୪୦୧୮ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା। ସେଥିମଧ୍ୟରୁ ଓ।ର୍ଡ ମେମ୍ବର ପାଇଁ ୨୬୩୨,ସରପଞ୍ଚ ୭୧୫,ପଞ୍ଚାୟତ ସମିତି ସଭ୍ୟ୬୦୦, ଜିଲ୍ଲାପରିଷଦ ସଭ୍ୟ ୭୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେବେ ଯାଞ୍ଚ ସମୟ ରେ ୧୨୩ ଜଣ ୱାର୍ଡମେମ୍ବରଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବାବେଳେ ସରପଞ୍ଚ ୨୦, […]

ବି ଟେକ ଇଂଜିନିୟର ସରପଞ୍ଚ ପ୍ରାର୍ଥୀ

ଫୁଲବାଣୀ (ସୁନୀଲ ପଟନାୟକ )ଏତେ ପାଠ ପଢି ଥିଲେ ମଧ୍ୟ ଚାକିରୀ ପ୍ରତି ମନ ନ ବଳାଇ ରାଜ ନୀତି ପ୍ରତି ଆକୃଷ୍ଟ ହୋଈ ଫୁଲବାଣୀ ବ୍ଳକ ଗନଯୁଗୁଡା ପଂଚାୟତ ର ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି ଇଂ ଗୋଲୋକ କହଁର lଗ୍ରାମବାସୀ ଙ୍କ ସେବା କରିବା ସହ ଗାଁ ପାଈଁ କିଛି ଉନ୍ନତି ମୂଳକ କାର୍ଯ୍ୟ କରିବା ଲକ୍ଷ୍ୟ ରଖି ଗୋଲୋକ ନିର୍ବାଚନ ରଣାଙ୍ଗନ ରେ ଓଲ୍ଲହାଇଥିବା କହିଛନ୍ତି lଆଜିକାଲି କଳୁଷିତ ରାଜନୀତି ଯୋଗୁଁ […]