ଫୁଲବାଣୀ ସ୍ୱଛାସେବୀ ମହାସଂଘ ର ସାଧାରଣ ପରିଷଦ ବୈଠକ
ଫୁଲବାଣୀ(ସୁନୀଲ ପଟନାୟକ )ଫୁଲବାଣୀ ସ୍ୱଛାସେବୀ ମହାସଂଘ(ପି ଏ ଜି ) ର ସାଧାରଣ ପରିଷଦ ବୈଠକ ପାହାଡ ସୁଡ୍ରୁକୁମ୍ପା ଠାରେ ସଭାପତି ରବୀନ୍ଦ୍ର କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଆବାହକ ଅଶୋକ ପରିଡା ନବ ବର୍ଷର ସ୍ୱାଗତ ଜଣାଇ ଶୁଭେଛା ଞାପନ କରିଥିଲେ।ପିଏଜିର କୋଷାଧ୍ୟକ୍ଷ ସ୍ୱର୍ଗତ ରବିନ୍ଦ୍ର କୁମାର ସାହୁଙ୍କ ସମେତ, ଏସ ଏଫଡିସିର ବିଜୟ ସିଂ,ନୀପଡିତର ପୂର୍ବ ତନ କର୍ମୀ ପ୍ରତାପ କୁମାର ମୁଦୁଲି,ଡଃ ଏମ ଏନ ବେଗ, ରାଜେନ୍ଦ୍ର କୋକଚା,ଡଃ ଏସ […]