ବିଜେଡି ର ଜ଼ିଲ୍ଲା ପରିଷଦ ପାର୍ଥିତାଲିକା ଘୋଷଣା କନ୍ଧମାଳ ଜ଼ିଲ୍ଲାର ୧ ୮ ଟି ଜ଼ିଲ୍ଲା ପରିଷଦ ସଭ୍ୟ ମାନଙ୍କ ତାଲିକା ପ୍ରକାଶ କରିଛି

ଫୁଲବାଣୀ(ଉଲାପ୍ର) ଫୁଲବାଣୀ ର ପାରିଜାତ କଲ୍ୟାଣ ମଣ୍ଡପ ରେ ଆୟୋଜିତ କାର୍ଯ୍ୟକ୍ରମରେଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇ ବିଜୟ ସଂଭାବନା ଥିବା ପାର୍ଥି ମାନଙ୍କ ନାମ ତାଲିକା ଘୋଷଣା କରିବା ସହ ଟିକେଟ ବଣ୍ଟନ କରିଥିଲେ l୧ ନମ୍ବର ଯୋ ନ ପାଇଁ ଅନୀତାମଲିକ, 2 ନମ୍ବର ଯୋ ନ .ପାଇଁ ସୁଶାନ୍ତ କହଁର, 3.ମମତା ମଳିକ,. 4.ଶୁଭଶ୍ରୀନାୟକ, 5.ଲିଳିମା ପ୍ରଧାନ, 6.ମମତା ରାଣୀ ବେହେରା, 7.ସାଧବାଣୀ ନାୟକ,8. ନମିତା କହଁର,.9.ନଵୀନପାତ୍ର,10. ରଂଜନପ୍ରଧାନ, 11.ରମାକାନ୍ତ ମାଝୀ, […]

କନ୍ଧମାଳର ଜିଲ୍ଲା ପରିଷଦ ଜୋନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କଲା

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ୧୮ଟି ଜୋନ ପାଇଁ ଫୁଲବାଣୀ ସ୍ଥିତ ପାରିଜାତ କଲ୍ୟାଣ ମଣ୍ଡପଠାରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଏକ କର୍ମୀ ସମ୍ମୀଳନୀରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ଉପସ୍ଥିତିରେ ଏବଂ ଜିଲ୍ଲା ବିଜୁ ଜନତା ଦଳ ସଭାପତି ସରୋଜ କର୍ଣ୍ଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମୀଳନୀରେ ଜିଲ୍ଲାର ସହ ପ୍ରଭାରୀ କିଶୋର ମେହେର ବି.ଜେ.ଡି ସୁପ୍ରିମୋ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କନ୍ଧମାଳ ଜିଲ୍ଲା […]

ଏକ ଅନନ୍ୟ ପ୍ରତିଭା ର‌‌ ଅଧିକାରିଣୀ ସାହିନ୍

ଯେତେବେଳେ ସ୍ବପ୍ନ ନିଦ ଉପରେ ଭାରି ପଡ଼ିଯାଏ, ସେତେବେଳେ ଦୁର୍ବଳତା ବି ସୁଯୋଗ ପାଲଟି ଯାଏ । ଠିକ୍ ସେମିତି କିଛି ଘଟିଥିଲା ତଙ୍କ ଜୀବନରେ। ପିଲାଦିନେ ଗୀତ ଶୁଣିବାର ନିଶା, ସିନେମା ଦେଖିବାର ଆଗ୍ରହ ଓ କାହାଣୀ ପଢ଼ିବା ପାଇଁ ଥିବା ଆକର୍ଷଣ, ତାଙ୍କୁ ଯେ ଦିନେ ଓଡ଼ିଆ ଟେଲିଭିଜନ ଜଗତର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ଵ କରି ଗଢି ତୋଳିବ ଏ କଥା କିଏ ଜାଣିଥିଲା। ଶ୍ରିଯା ସହିନ୍ ସିଦ୍ଧାର୍ଥ, ଓଡ଼ିଆ ସିନେମା ଧାରାବାହିକ ଶିଳ୍ପ […]

ବିଶିଷ୍ଟ କ୍ରିକେଟ ଖେଳାଳି ତଥା ଓସିଏ ପେନାଲ ର ବରିଷ୍ଠ ଅମ୍ପାୟାର ୱିଲସନ ସିଂ ଙ୍କ ପରଲୋକ। ଜିଲ୍ଲା କ୍ରୀଡ଼ାପ୍ରେମୀ ଙ୍କ ମହଲରେ ଗଭୀର ଶୋକ।

ବରଗଡ (ଉଲାପ୍ର)ବରଗଡ ଜିଲ୍ଲା ର ବରିଷ୍ଠ କ୍ରିକେଟ ଖେଳାଳୀ ତଥା ଓଡ଼ିଶା ପେନାଲ୍ ଆମ୍ପୟର ୱିଲସନ ସିଂ ଙ୍କ ଆଜି ଭୋର୍ ରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହେଉଥିଲା। ବରଗଡ ୱାର୍ଡ ନମ୍ବର ୧୦ ର ବାସିନ୍ଦା ଅବସରପ୍ରାପ୍ତ ମେଜର ଧନ ସିଂ ଓ ମାତା ହାରାସିନି ସିଂ ଙ୍କ ୧୦ ପୁଅ ଝିଅ (୭ ପୁଅ ଓ ୩ ଝିଅ )ଙ୍କ ମଧ୍ୟରେ ଷଷ୍ଠ ପୁତ୍ର ଥିଲେ ୱିଲସନ […]

ପୁସ୍ୟା ବେଷକ ନୀତି ପାଳିତ

,ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉ ମନ୍ଦିର ପ୍ରାଙ୍ଗଣରେ ପୁସ୍ୟା ବେଷକ ନୀତି ପାଳିତ ହୋଇଯାଇଛି,ପ୍ରାପ୍ତ ରୁ ମଙ୍ଗଳ ଆଳତି, ମହାସନ୍ନ,ନୂତନ ବସ୍ତ୍ର, ତୁଳସୀ ହାର ଫୁଲ ମାଳ, ଦେଇ ସୁସାର୍ଜିତ କରାଯାଇଥିଲା,ବଲ୍ଲଭ ଭୋଗ,10.30ରେ ଖେଚୁଡ଼ି ଭୋଗ, ମଧ୍ୟାହ୍ନ ରେ ମଙ୍ଗଳା ଅର୍ପଣ ପୂଜା ଓ ପୁସ୍ୟା ବେଶ କରାଯାଇଛି, ସେଥିରେ ଖିରି, କାକରା, ପୁଳି, ଚକା, ଓ ଅର୍ଣ୍ଣ ଧୂପ ଲାଗି କରାଯାଇଥିଲା, ସନ୍ଧ୍ୟା ରେ ଆଳତି ରାତ୍ର ଧୂପ, ପହଡ଼ ପଡିଥିଲା, […]

କନ୍ଧମାଳରେ ଦ୍ଵିତୀୟ ଦିନରେ ୩୦୪ ପ୍ରାର୍ଥୀପତ୍ର ଦଖଲ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଓ ଜ଼ିଲ୍ଲା ପରିଷଦ ସଭ୍ୟ ପାଇଁ ଦ୍ଵିତୀୟ ଦିନରେ ୩୦୪ଜଣ ପାର୍ଥିପତ୍ର ଦଖଲ କରିଛନ୍ତି lସେଥିମଧ୍ୟରୁ ୱାର୍ଡ ମେମ୍ବର ଭାବେ୨୧୦ଜଣ ପାର୍ଥିପତ୍ର ଦା ଖଲ କରିଥିବାବେଳେ ସରପଞ୍ଚ ୫୬ଜଣ, ସମିତିସଭ୍ୟ ଭାବେ ୩୮ଜଣ ପାର୍ଥି ସେମାନଙ୍କ ପାର୍ଥିପତ୍ରଦଖଲ କରିଥିବା ନେଇ ଜ଼ିଲ୍ଲା ପଂଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟ କହିଛନ୍ତି l ତେବେ ଜ଼ିଲ୍ଲା ପରିଷଦ ପାର୍ଥି […]

ପରଲୋକରେ କନ୍ଧମାଳର ଲୋକପ୍ରିୟ ଶିକ୍ଷକ ବିପ୍ରଚରଣ ପଟ୍ଟନାୟକ

ଫୁଲବାଣୀ (ସୁନୀଲ ପଟନାୟକ )ଶିକ୍ଷା ଓ ବିଜ୍ଞାନ ମାଧ୍ୟମରେ କନ୍ଧମାଳର ବିକାଶରେ ଏକ ପ୍ରମୁଖ ଭୂମିକା ନିଭାଇଥିବା ଶିକ୍ଷକ ବିପ୍ରଚରଣ ପଟ୍ଟନାୟକ ଆଜି ୧୮ ଜାନୁଆରୀ ସକାଳ ୩ଟା ୩୮ ମିନଟ ସମୟରେଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଫୁଲବାଣୀର ସବୁଠୁ ପୁରୁଣା ଏଜେଓ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ବିପ୍ର ସାର୍ ଜଣେ ଅତ୍ୟନ୍ତ ଛାତ୍ରବତ୍ସଳ ଓ ରଚନାତ୍ମକ ଶିକ୍ଷକ ହିସାବରେ ଓ ନିଜର ମାଗଣା ହୋମିଓପାଥି ଚିକିତ୍ସା ମାଧ୍ୟମରେ ଘରେ ଘରେ ପରିଚିତ ଥିଲେ। ପ୍ରତି […]

ଭାର୍ଚୁଆଲ ମୋଡରେ ସାଧାରଣତନ୍ତ୍ର ଦିବସ ପାଳନ ର ପ୍ରସ୍ତୁତି ବୈଠକ

ବରଗଡ଼:-ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆରେ ପାଳିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ହୋଇଯାଇଛି। ଆଜି ଭାର୍ଚୁଆଲ ମୋଡରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସମସ୍ତ ଙ୍କୁ ସ୍ବାଗତ କରିବା ସହ ଆୟୋଜନ ର ବିବରଣୀ ପାଠ କରିଥିଲେ। ସମ୍ପୁର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଏହି […]

ଓଡିଆଣୀଭାବେ ମୁବାଇରେ ଢେଙ୍କାନାଳ ଝିଅଙ୍କ କମାଲ

ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ମିସ୍ ଇଣ୍ଡିଆରେ ଢେଙ୍କାନାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ନେଇ ଆଣିଛନ୍ତି ଜଗଜିତା ଦାସ ଓରଫ ରିସ୍ନା । ପିଲାବେଳୁ ତୁଳସୀ ଦୁଇ ପତ୍ର, ବାସିଲା ପରି ଛୋଟ ବେଳୁ ନିଜର ପ୍ରତିଦ୍ୱା ବିଦ୍ୟାଳୟ ,କଲେଜ ସମୟରୁ ବିଭିନ୍ନ ପ୍ରତିଯୋଗିତରେ ନିଜ ପ୍ରତିଭା ଦେଖିବାକୁ ମିଳିଥିଲା ।ଜଗଝିତା ଜଣେ ସପଟ ଇଂଜିନିୟର ହୋଇଥିଲା ବେଳେ ମୁମ୍ବାଇ ସ୍ଥିତ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ରନର୍ସଅଫ୍ ଦ୍ଭାବ 2ୟ ସ୍ଥାନ ଅଧିକର କରିଛନ୍ତି . […]