କୋରାନା ପଜିଟିଭ ଚିହ୍ନଟ ପରେ ୩ ଦିନ ପାଇଁ ଫୁଲବାଣୀ ମୁନିସିପାଲଟି ଅଫିସ ସିଲ
ଫୁଲବାଣୀ -(ସୁନୀଲ ପଟନାୟକ )ଫୁଲବାଣୀ ସହରରେ ଏବେ ପ୍ରତ୍ୟେକ ସାହି ବସ୍ତି ରେ କରୋନା ଏବେ କାୟା ବିସ୍ତାର କଲାଣିl ଜ଼ିଲ୍ଲାରେ ଦିନକୁ ଯେତେ ପଜିଟିଭ ଚିହ୍ନଟ ହେଉଛନ୍ତି ସେଥିମଧ୍ୟରୁ ଫୁଲବାଣୀ ସହରରେ ପଜିଟିଭ ସଂଖ୍ୟା ଅଧିକା l ଆଜି ମୁନିସିପାଲଟି କାର୍ଯ୍ୟାଳୟରକେତକ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ଜ଼ିଲ୍ଲାପାଳ ମୁନିସିପାଲଟି କାର୍ଯ୍ୟାଳୟକୁ ସାନିଟାଈଜ଼କରିବା ସହ ୩ ଦିନ ପାଇଁ ସିଲ କରିବା ଲାଗି ନିର୍ଦେଶ ଦେଇଛନ୍ତି lକେବଳ ଏହି ଗୋଟିଏ ଅଫିସ ନୁହେଁ ସହର […]