ବାଲିଗୁଡାରେ ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବରେ ପ୍ରହଲ୍ଲାଦ ଖୋସ୍ଲା ଯୋଗ ଦେଇଛନ୍ତି ।କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ନିକଟରେ ଏକ ଛୋଟ ଆଦିବାସୀ ଗାଁ ଡୋଲିଆମ୍ବର ସୁନା ପୁଅ ଶ୍ରୀ ଖୋସ୍ଲା ପ୍ରାଥମିକ ଶିକ୍ଷକ ଭାବରେ ମାଲକାନଗିରି ଜିଲ୍ଲା ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ପରକନମାଲା ଆଶ୍ରମ ବିଦ୍ୟାଳୟ ରେ ପ୍ରାଥମିକ ଶିକ୍ଷକ ଭାବରେ ଯୋଗଦାନ କରିଥିଲେ l ନିଜ […]

ବାଲିଗୁଡାରେ ବାହୁଡା଼ ଯାତ୍ରା ପାଳିତ ; ୧୦ ହଜାରରୁ ଉର୍ଦ୍ଧ ଭକ୍ତ ଙ୍କ ସମାଗମ : ସୁଭଦ୍ରା ରଥକୁ ମହିଳା ମାନେ ଟାଣିଲେ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଦିନ ତମାମ ସାମାନ୍ୟ ମେଘୁଆ ଓ ଖରା ପାଗ ମଧ୍ୟରେ ପବିତ୍ର ବାହୁଡା଼ ଯାତ୍ରା ବହୁ ଆଡ଼ମ୍ବର ସହ ପାଳିତ ହୋଇ ଯାଇଛି। ପୂର୍ବ ନିର୍ଘଣ୍ଟ ପ୍ରକାରେ ପ୍ରାତଃ ମଙ୍ଗଳ ଆଳତି ପରେ ମଇଲମ, ତଡପଲାଗି, ରୋଷ ହୋମ, ଅବକାଶ ଅନୁଷ୍ଠିତ ହୋଇଥିଲା। ଏହାପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ ଓ ସକାଳ ଧୂପ, ଖେଚୁଡ଼ି ଭୋଗ ଓ ମଙ୍ଗଳାର୍ପଣ ପରେ ପ୍ରଭୁ ବଳଭଦ୍ର, ଦେବୀ […]

ବିଏସ୍ଏନ୍‌ଏଲ୍ ମୋବାଇଲ ଟାୱାର ନିର୍ମାଣରେ ନିୟୋଜିତ ଶ୍ରମିକ ଠିକାଦରଙ୍କ ଅଚାନକ ମୃତ୍ୟୁ: ତଦନ୍ତ ଅବ୍ୟାହତ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ବିଏସ୍ଏନ୍‌ଏଲ୍ ମୋବାଇଲ ଟାୱାର ନିର୍ମାଣରେ ନିୟୋଜିତ ଥିବା ଜଣେ ଶ୍ରମିକ ଠିକାଦରଙ୍କ ଅଚାନକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ପଶ୍ଚିମବଙ୍ଗର ଦକ୍ଷିଣ ଦିନାନାଜପୁର ଜିଲ୍ଲା ଅନ୍ତର୍ଗତ ଗଙ୍ଗାରାମପୁର ଥାନା ନିଳଡଙ୍ଗା ଅଞ୍ଚଳର ସୂର୍ଯ୍ୟ ଦାସ ବୋଲି ଜଣାପଡ଼ିଛି । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଝିରିପାଣି ଅଞ୍ଚଳରେ ବିଏସ୍ଏନ୍ଏଲ୍ ମୋବାଇଲ ଟାୱାର ନିର୍ମାଣ କାମ ଚାଲୁ ରହିଥ‌ିବା ବେଳେ […]

ମହିଳା ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଙ୍କୁ ବଟି ମାଗି
ହରଡ଼ଘଣା ରେ ଦୁଇ ସାମ୍ବାଦିକ,ମାମଲା ରୁଜୁ

ଫୁଲବାଣୀ ( ଉଲ୍ଲାପ୍ର )ଜଣେ କାର୍ଯ୍ୟରତ ମହିଳା ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଣି ଙ୍କୁ ମୋଟା ଅଙ୍କର ବଟି ମାଗିବା ସହ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ଓ ଶେଷରେ ହତ୍ୟା ଧମକ ଦେଈ ହରଡ଼ ଘଣା ରେ ପଡିଛନ୍ତି ବାଲିଗୁଡା ଅଂଚଳ ର ନାମିଦାମୀ ବୋଲାଉଥିବା ଦୁଇ ସାମ୍ବାଦିକ lମହିଳା ପଈଓ ଜଣକ ଶେଷରେ ବାଧ୍ୟ ହୋଇ ଥାନାରେ ଏତେଲା ଦେଇଛନ୍ତି lଏଭଳି ଅଭିଯୋଗ ଆସିଛି କୋଟଗଡ଼ ଅଂଚଳ ରୁ lଏ ଦୁଇ ସାମ୍ବାଦିକ […]

ଫୁଲବାଣୀ ଅବକାରୀ ବିଭାଗ ଦ୍ଵାରା ଚାରି କ୍ଵିଣ୍ଟାଲ ଗଞ୍ଜେଇଜବତ

ଫୁଲବାଣୀ (ସୁନୀଲ ପଟନାୟକ ):କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା l ଫିରିଙ୍ଗିଆ ଥାନା ଅନ୍ତର୍ଗତ କୁଟୁଣି ପଦର ଗ୍ରାମ ନିକଟଜଙ୍ଗଲ ରୁ ଅବକାରୀ ବିଭାଗ ଚାରି କୁଇଣ୍ଟାଲ ଗଂଜେଇ ଜବତ କରିଛି lସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗ କୌଣସି ସୁତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲ ଙ୍କ ନେତୃତ୍ଵରେ ୧୨ ଜଣିଆ ଟିମ ଫିରିଙ୍ଗିଆ ଥାନା ଅନ୍ତର୍ଗତ କୁଟୁଣି ପଦର ଗ୍ରାମ ନିକଟ […]

ଫୁଲବାଣୀ ରେ ବାହୁଡା ଯାତ୍ରା

ଫୁଲବାଣୀ (ସୁନୀଲ ପଟନାୟକ )ଆଜି ଫୁଲବାଣୀ ରେ ପବିତ୍ର ବାହୁଡା ଯାତ୍ରା ଆନନ୍ଦ ଉଲ୍ଲାସ ର ସହ ପାଳିତ ହୋଇଛି lରଥ ଉପରେ ୩ ଠାକୁରଙ୍କୁ ଦର୍ଶନ କରିବା ସହ ରଥ ଟାଣିବା ପାଇଁ ଫୁଲବାଣୀ ସହର ସମେତ ଆଖପାଖ ଅଂଚଳ ର ଭକ୍ତ ମାନଙ୍କ ପ୍ରବଳ ଭିଡ଼ ହୋଇଥିଲା lରାତି ୮ଟା ବେଳେ ରଥ ମନ୍ଦିର ନିକଟରେ ପହଞ୍ଚିଥିଲା lସକାଳୁ ସକାଳୁ ମଙ୍ଗଳ ଆଳତିସହମଇଲମ, ରୋଷ ଘର ହୋମ, ପରେ ସୂର୍ଯ୍ୟ ଦେବ ପୂଜା, ଅବକାଶ […]

ବିଧାୟକ ଚକ୍ରମଣି କହଁର
କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ନିଯୁକ୍ତ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଭାବେ ବାଲିଗୁଡାଯୁବ ବିଧାୟକ ଚକ୍ରମଣି କହଁର ଙ୍କୁ ନିଯୁକ୍ତି ଦିଆଯାଇଛି lଫଳରେ ଜିଲାରେ ଖୁସିର ଲହରୀ ଖେଳିଯାଇଛି lସୂଚନା ଯୋଗ୍ୟ ଯେ, ପୂର୍ବରୁ ମନ୍ତ୍ରୀ ମାନଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଉଥିଲା l ତେବେ ପ୍ରଥମ କରି ଜିଲାର ବାଲିଗୁଡା ର ଯୁବ ବିଧାୟକ ଚକ୍ରମଣି କହଁର ଙ୍କୁ ଏହି ନିଯୁ କ୍ତି ମିଳିଛି lବିଜୁ ଜନତା ଦଳ ର ବାଲିଗୁଡା ବିଧାୟକ ଚକ୍ରମଣି କହଁର […]

ବାଲିଗୁଡ଼ାରେ ପୁଣି ମାଓ ପୋଷ୍ଟର, ମାଓବାଦୀଙ୍କ ବନ୍ଦ ଡାକରା

ଫୁଲବାଣୀ (ସୁନୀଲ ପଟନାୟକ )ଆଜି ବାଲିଗୁଡା ଅଂଚଳ ରେ ପୁଣି ମାଓ ପୋଷ୍ଟର ଦେଖିବାକୁ ମିଳିଛି l ବାଲିଗୁଡା ଥାନା ଖମନଖୋଲ ପଂଚାୟତର କଂଜାଲlଗୁ ଠାରେ ମାଓ ବାଦୀ ମାନେ ପୋଷ୍ଟର ମାରିଛନ୍ତି l ପୋଷ୍ଟର ରେ କେ କେ ବି ଏନ ଡିଭିଜନାଲ କମିଟି ସିପିଆଇ ମାଓବାଦୀ ଉଲ୍ଲେଖ ଅଛିl ପୋଲିସ ର ମିଥ୍ୟା ମାମଲା ଓ ମିଥ୍ୟା ଏନକାଉଣ୍ଟର ବିରୋଧରେ ଏହି ପୋଷ୍ଟର ଜାରି କରିଛି ମାଓ ସଂଗଠନ l ଏଥିରେ କନ୍ଧମାଳ ସମେତ […]

କନ୍ଧମାଳର ଦୁର୍ଗମ ତଥା ମାଓ ଅଞ୍ଚଳକୁ ସ୍ଥାୟୀ ପକ୍କା ରାସ୍ତା, ଗ୍ରାମବାସୀ ଖୁସ

ଫୁଲବାଣୀ( ସୁନୀଲପଟନାୟକ)ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଆର୍ଥୀକ ସହାୟତାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ପ୍ରଧାନ ମନ୍ତ୍ରୀ ଗ୍ରାମସଡକ ଯୋଜନା ରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଦୁର୍ଗମ ଓ ମାଓ ଇଲାକାରେ ଥିବା ଗ୍ରାମଗୁଡିକୁ ସ୍ଥାୟୀ ପିଚୁ ରାସ୍ତା ନିର୍ମାଣ କରାଯାଇ ଗମନାଗମନର ସୁବ୍ୟବସ୍ଥା କରାଯାଉଛି। ବିଶେଷକରି ଗ୍ରାମ୍ୟ ନିର୍ମାଣ ଡିଭିଜନ ପକ୍ଷରୁ ଏ ସବୁରାସ୍ତାକାମ ହାତକୁ ନିଆଯାଉଥିବା ଦେଖିବାକୁ ମିଳିଛି । ଜିଲ୍ଲାର ଖଜୁରିପଡ଼ା ବ୍ଳକର ସୁଡ୍ରୁକୁମ୍ଫା ଜାତୀୟ ରାଜପଥ ୧୫୭ ରୁ ମାଓ ଇଲାକା […]

ରାସ୍ତା କଡରୁ ଦୁଇ ଶିଶୁ କନ୍ୟା ଉଦ୍ଧାର

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ଅନ୍ତର୍ଗତ ମାହାସିଙ୍ଗ ଗ୍ରାମପଂଚାୟତ ର ଏକଲବ୍ୟ ବିଦ୍ୟାଳୟ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଆଜି ସକାଳୁ କିଛି ଦୁର୍ବୁତ୍ତ ଦୁଇ ଶିଶୁ କନ୍ୟାକୁ ସେଠାରେ ଛାଡି ପଳାଇଥିଲେ, ପ୍ରାୟ 10:30 ସମୟରେ କୌଣସି ସୂତ୍ରରୁ ଖବରପାଇ କ. ନୂଆଗାଁ ସିଡିପିଓ ଶ୍ରୀମତୀ ଦ୍ରୋପଦୀ କହଁର ଓ ଅଧସ୍ତନ କର୍ମଚାରୀ ମାନେ ଘଟଣା ସ୍ଥଳ ରେ ପହଂଚି ସେଠାରୁ ଦୁଇ ଶିଶୁ କନ୍ୟାକୁ […]