ଢେଙ୍କାନାଳ ଲକ୍ଷ୍ମୀ ବଜାର ର ବରିଷ୍ଠ ସଦର୍ଷ୍ୟ ଙ୍କ ଦେହାନ୍ତ

ଢେଙ୍କାନାଳ ଲକ୍ଷ୍ମୀ ବଜାର ସ୍ଥିତ ଲକ୍ଷ୍ମୀ ପୂଜା କମିଟି ର ବରିଷ୍ଠ ସଦର୍ଶ ଶ୍ରୀ ରବିନାରାୟଣ ସାହୁ (ବୟସ 76) ଙ୍କର ଆଜି ସନ୍ଧ୍ୟା 6ଘଟିକା ସମୟରେ ତାଙ୍କର ଦେହାନ୍ତ ହୋଇଛି, ତାଙ୍କ ପାଖରେ ବଡ ପୁଅ ହରେକୃଷ୍ଣ ସାହୁ, ରଞ୍ଜନ କୁମାର ସାହୁ,ଭଣଜା ଗଙ୍ଗାଧର ପାତ୍ର, ବରିଷ୍ଠ ଆଇନଜୀବୀ ଶଶି ଭୂଷଣ ସାହୁ, ଓ ପରିବାର ର ସମସ୍ତ ସଦର୍ଶ ଉପସ୍ଥିତ ଥିଲେ,ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି, ଓ ଲକ୍ଷ୍ମୀ ବଜାର ପୂଜା କମିଟି […]

ଆପ୍ ରାଜ୍ୟ ସମ୍ପାଦକ ବିନୟ ତିୱାରୀଙ୍କ ବରଗଡ଼ ଗସ୍ତ

ବରଗଡ଼: ଆପ୍ ରାଜ୍ୟ ସମ୍ପାଦକ ବିନୟ ତିଓ୍ବାରୀ ଆଜି ବରଗଡ଼ ଗସ୍ତ ଅବସର ରେ ସମାଜ ସେବୀ ପବିତ୍ର ଦେହେରି ତାଙ୍କ ସମର୍ଥକଙ୍କ ସହ ଆପ୍ ପରିବାର ରେ ସାମିଲ ହୋଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ପିଇବା ପାଣି, ବିଜୁଳି ଫ୍ରି ଭଳି ପ୍ରସଙ୍ଗ ରେ  ପ୍ରଭାବିତ ହୋଇ ଶ୍ରୀ  ଦେହେରି ପାର୍ଟି ରେ ଯୋଗ ଦେଇଛନ୍ତି । ରାଜ୍ୟ ସମ୍ପାଦକ ବିନୟ ତିୱାରୀଙ୍କ ଉପସ୍ଥିତି ରେ ଏହି ଯୋଗ ଦାନ କାର୍ଯ୍ୟକ୍ରମ ହୋଇଥିଲା । ବରଗଡ଼ […]

ସେଣ୍ଟ ଜନ୍ ଆମ୍ବୁଲାନ୍ସ ର ରକ୍ତଦାନ କାର୍ଯ୍ୟକ୍ରମ

ପୁରୀ(ଉଲାପ୍ର)କେବଳ ରକ୍ତଦାନ ନୁହେଁ, ଖୁବ ଶୀଘ୍ର ସେଣ୍ଟ ଜନ୍ ଆମ୍ବୁଲାନ୍ସ ଜଗନ୍ନାଥ ଧାମ ପୁରୀ ପକ୍ଷରୁ ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ୍ ରେ ଫାଷ୍ଟଏଡ୍ ଟ୍ରେନିଂ କାର୍ଯ୍ୟକ୍ରମ, ଜିଲ୍ଲା ପ୍ରଶାସନ ସହଯୋଗରେ କରାଯିବ ବୋଲି କହିଛନ୍ତି, ଆମ୍ବୁଲାନ୍ସ ର ରାଜ୍ୟ ସଂପାଦକ ସନତ୍ କୁମାର ପଟ୍ଟନାୟକ। ସେଣ୍ଟ ଜନ୍ ଆମ୍ବୁଲାନ୍ସ ଜଗନ୍ନାଥ ଧାମ ପୁରୀ ପକ୍ଷରୁ ଜାତୀୟ ଯୁବ ଦିବସ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ରକ୍ତଦାନ କାର୍ଯ୍ୟକ୍ରମ କୁ […]

ମଣ୍ଡି ଖୋଲୁନି ମାଣିଆବନ୍ଧ ଅଞ୍ଚଳରେ, ଚାଷୀ ଦେଲେ ଦାବିପତ୍ର

ଆଠଗଡ( ଉଲାପ୍ର)ବଡମ୍ବା ନିର୍ବାଚନ ମଣ୍ଡଳୀ ର ମାଣିଆବନ୍ଧ ଅଞ୍ଚଳରେ ଧାନ ମଣ୍ଡି ଖୋଲୁନଥିବା ଯୋଗୁ ଚାଷୀ ଏବେ ଚିନ୍ତାରେ।ମାଣିଆବନ୍ଧ ଅଞ୍ଚଳରେ ଧାନ ମଣ୍ଡି ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ।ହେଲେ ୧୧ ତାରିଖ ଦିନ ମଣ୍ଡିକୁ ମାକ୍ସ ଆସିଲା ନାହିଁ।ଯାହା ଫଳରେ ଚାଷୀମାନଙ୍କର ଧାନ ଏବେ ଖଳା ରେ ପଡିରହିଛି ଏବଂ ଯେଉଁମାନେ ମଣ୍ଡିକୁ ଧାନ ନେଇ ଆସିଥିଲେ ସେମାନେ ମଣ୍ଡିରେ ବର୍ଷା କାକରରେ ଧାନ ପକାଇ ରଖିଛନ୍ତି।ମାଣିଆବନ୍ଧ ପଞ୍ଚାୟତ ଏକ ବଡ଼ ପଞ୍ଚାୟତ ହୋଇଥିବା ଯୋଗୁ […]

ମାନବିକତା ଦେଖାଇଲେ ଆଇନଜୀବୀ, ରାସ୍ତାରୁ ପାଇଥିବା କୋଡିଏ ହଜାର ଟଙ୍କା ଫେରାଇଲେ

ଆଠଗଡ( ଉଲାପ୍ର)ମାନବିକତା ଏବେବି ବଞ୍ଚିଛି ଆଉ ମାନବିକତା ଦେଖାଇଛନ୍ତି ଆଠଗଡ ବାର ର ଆଇନଜୀବୀ ଶ୍ରୀନିବାସ ଦାସ।ରାସ୍ତାରୁ ପାଇଥିବା କୋଡିଏ ହଜାର ଟଙ୍କା ଫେରାଇଛନ୍ତି ପୂର୍ଣ୍ଣଚନ୍ଦ୍ର କୁ।ଆଠଗଡ ବୀରକିଶୋରପୁର ୯ ନମ୍ବର ୱାର୍ଡର ଯୁବକ ପୂର୍ଣ୍ଣଚନ୍ଦ୍ର ଦୋରା ATM ରୁ କୋଡିଏ ହଜାର ଟଙ୍କା ଉଠାଇ ଘରକୁ ଆସୁଥିବା ସମୟରେ ରାସ୍ତାରେ ପଡିଯାଇଥିଲା ତାଙ୍କ ମନିପର୍ସ।ସେହି ରାସ୍ତାଦେଇ ଯାଉଥିବା ଆଇନଜୀବୀ ଶ୍ରୀନିବାସ ଦାସ ରାସ୍ତା ଉପରୁ ପର୍ସ ପାଇ ଥିଲେ।ପର୍ସ ଭିତରେ ଆଧାର କାର୍ଡ ଥିବାରୁ ପରିଚୟ […]

ଆଜିର ରାଶିଫଳ

ଅଦ୍ୟ ଜାନୁଆରୀ ମାସ ୧୫ ତାରିଖ ୨୦୨୨ ମସିହା(ଶନିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୯ସମ୍ବତ୍ସର-ରାକ୍ଷସପୌଷ- ଶୁକ୍ଳପକ୍ଷତିଥି- ତ୍ରୟୋଦଶୀ ରାତ୍ରି ଘ ୧୨/୪୯ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀନକ୍ଷତ୍ର- ମୃଗଶିରା ରାତ୍ରି ଘ ୧୧/୫୪ ପର୍ଯ୍ୟନ୍ତ ତଦନ୍ତେ ଆର୍ଦ୍ରାଚନ୍ଦ୍ର- ବୃଷ ଦିବା ଘ ୧୦/୨୨ ପର୍ଯ୍ୟନ୍ତ ତଦନ୍ତେ ମିଥୁନଯୋଗ- ବ୍ରହ୍ମକରଣ – କୌଳବସୌରମାସ- ମକର ୦୨ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୬/୨୯/୧୮ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୪/୨୮*✧═════•❁❀*ଯୋଗିନୀ ଦକ୍ଷିଣେ ରାତ୍ରି ଘ ୧୨/୪୮ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେ*ବିଛା ରାଶିର ଘାତଚନ୍ଦ୍ରବୃଷ,ସିଂହ ଓ କନ୍ୟା ରାଶିର ଘାତବାରତ୍ରୟୋଦଶୀ ର ଏକୋଦିଷ୍ଟ […]

ସେବା ସପ୍ତାହର ସମାରୋପ ଉତ୍ସବ ପାଳିତ

:ବଡମ୍ବା(ଉଲାପ୍ର)ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ବଡ଼ମ୍ବା ଖଣ୍ଡ ତରଫରୁ ଆୟୋଜିତ ସେବା ସପ୍ତାହର ଅନ୍ତିମ ଦିବସ ମକର ସଂକ୍ରାନ୍ତିରେ ଉଦଯାପିତ ହୋଇଯାଇଛି । ବଡମ୍ବା ଖଣ୍ଡ ଅନ୍ତର୍ଗତ ଚମ୍ପେଇଦ୍ୱ।ର ଗ୍ରାମରେ କାର୍ଯ୍ୟକ୍ରମ ପ୍ରମୁଖ ନିଗମାନନ୍ଦ ନାୟକଙ୍କ ତତ୍ତ୍ଵାବଧାନରେ ମୁଖ୍ୟ ଅତିଥି ଭାବେ ମାଣିଆବନ୍ଧ ମହାବିଦ୍ୟାଳୟର ଇଂରାଜୀ ବିଭାଗର ଅଧ୍ୟାପକ ଆଦରଣୀୟ ଖଗେଶ୍ବର ମହାପାତ୍ର, ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର କଟକ ଜିଲ୍ଲା ମୁଖ୍ୟ ମାର୍ଗ ପ୍ରମୁଖ ରମେଶ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ […]

ସ୍ବ.ମଙ୍ଗଳୁ ଚରଣ ବିଶ୍ବାଳ ଙ୍କ ସ୍ମୃତି ସଭା

ବରଗଡ଼:-ମନୋହର ସାଂସ୍କୃତିକ ସଂସଦ, ଭେଡେନ ଆନୁକୂଲ୍ୟରେ ବରଗଡ ଠାରେ କବି,ଲେଖକ, ନାଟ୍ୟକାର ସ୍ବର୍ଗତ ମଙ୍ଗଳୁ ଚରଣ ବିଶ୍ବାଳ ଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି।ଏ ମାଟିର ବରପୁତ୍ର ପ୍ରଖ୍ୟାତ ସାରସ୍ୱତ ସାଧକ ମଙ୍ଗଲୁ ଚରଣ ବିଶ୍ୱାଲ ଯେତିକି ବଡ଼ ଲେଖକ ଥିଲେ ସେତିକି ବଡ଼ ପାଠକ ମଧ୍ୟ । ଏକାଧାରରେ ଜଣେ ଦରଦୀ ମଣିଷ, ବିଦଗ୍ଧ ପାଠକ, ସଚ୍ଚା ଶିକ୍ଷକ, ହୃଦୟ ଗ୍ରାହୀ ଲେଖକ ଭାବରେ ତାଙ୍କ ଖ୍ୟାତି ଥିଲା ସୁଦୂରପ୍ରସାରୀ । ତାଙ୍କ କବିତାରେ ଗୁଞ୍ଜନ, […]

ସମ୍ବାଦ ସାହିତ୍ୟ ଘର ପକ୍ଷରୁ ମକର ମିଳନ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ପଶ୍ଚିମ ଓଡ଼ିଶା କଳାକାର ମହାସଂଘ କାର୍ଯ୍ୟାଳୟ ପରିସରରେ ଆଜି ସମ୍ବାଦ ସାହିତ୍ୟ ଘର ପକ୍ଷରୁ ମକର ମିଳନ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏଥିରେ କବି ଓ କଳାକାର ଯୋଗ ଦେଇ ସ୍ବ ବକ୍ତବ୍ୟ ପ୍ରଦାନ କରିଥିଲେ।ମକର ସ୍ନେହ,ସୌହାର୍ଦ୍ଦ୍ୟ ସଂପ୍ରୀତି ର ପର୍ବ l ଓଡିଶା ଜନ ଜୀବନ ରେ ମକର ପର୍ବ ର ସ୍ବତନ୍ତ ଭୂମିକା ରହିଛି ।ମକର ସ୍ନେହ ସୌହାର୍ଦ୍ଦ୍ୟ ସଂପ୍ରୀତି ଓ ଭାଇଚାରା ର ପର୍ବ ।ପୌରାଣିକ ଆଧ୍ୟାତ୍ମିକ ଐତିହାସିକ […]

ତାରିଣୀ ଙ୍କ ପୀଠ ରେ ମକର ସଂକ୍ରାନ୍ତି ପର୍ବ ପାଳିତ

ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ, ମା ତାରିଣୀ ଙ୍କ ପୀଠରେ ମକର ସଂକ୍ରାନ୍ତି ପର୍ବ ପାଳିତ ହୋଇଯାଇଛି,ପ୍ରାପ୍ତରୁ ମା ଙ୍କୁ ମଙ୍ଗଳ ଆଳତି କରାଯାଇଥିଲା, ମହାସ୍ନାନ, ନୂତନ ବସ୍ତ୍ର, ବିଭିନ୍ନ ଫୁଲ ହାରରେ ମା ଙ୍କୁ ସୁସର୍ଜିତ କରାଯାଇଥିଲା,ଦୀପ, ଧୂପ ଦିଆଯାଇ ମକର ଭୋଗ ଲାଗି କରାଯାଇଥିଲା, ମଧ୍ୟାହ୍ନ ରେ ହୋମ, ଯଜ୍ଞ କରାଯାଇଥିଲା, ସନ୍ଧ୍ୟା ରେ ଆଳତି ରାତ୍ର ରେ ପହଡ ପଡିଥିଲା,