ଢେଙ୍କାନାଳ ସିଦ୍ଧ ବଳରାମ ଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ମକର ସଂକ୍ରାନ୍ତି ପର୍ବ ପାଳିତ
ଢେଙ୍କାନାଳ (ଉଲାପ୍ର)ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ମକର ସଂକ୍ରାନ୍ତି ପର୍ବ ପାଳିତ ହୋଇଯାଇଛି ପ୍ରାପ୍ତରୁ ମଙ୍ଗଳ ଆଳତି, ମହାସ୍ନାନ, ମହାପ୍ରଭୁ ଙ୍କୁ ନୂତନ ବସ୍ତ୍ର, ଫୁଲ ହାର, ତୁଳସୀ ହାରରେ ସୁ ସର୍ଜିତ କରାଯାଇଥିଲା, ପ୍ରାପ୍ତ ରୁ ପହିଲି ଭୋଗ ଲାଗିକରାଯାଇଥିଲା,1.30ରେ ଖେଚୁଡ଼ି ଭୋଗ, ମଧ୍ୟାହ୍ନ ରେ ମଙ୍ଗଳାର୍ପଣ ପୂଜା କରାଯାଇଥିଲା, ଚକା, ପୁଳି, କାକରା, ଅର୍ଣ୍ଣ ଭୋଗ, ମକର ଚାଉଳ ଭୋଗ ଲାଗିକରାଯାଇଥିଲା, ମକରବେଢାରେ ମଦନ ମୋହନ […]