ବିଜୁ ପକ୍କା ଘର ଯୋଜନାରେ ହିତାଧିକାରିଙ୍କୁ ଘର ମରାମତି ନିମନ୍ତେ ଆର୍ଥୀକ ଅନୁଦାନପ୍ରଦାନ

ଫୁଲବାଣୀ-(ସୁନୀଲପଟନାୟକ) ବିଜୁ ପକ୍କାଘର ଯୋଜନାହିତାଧିକ।ରିଙ୍କୁ ଘର ମରାମତି ପାଇଁ ଆର୍ଥୀକ ଅନୁଦାନ ରାଶି ପ୍ରଦାନର ଶୁକ୍ରବାର ଶୁଭାରମ୍ଭ ହୋଇଛି ।ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ବିଜୁ ପକ୍କା ଘର ହିତାଧିକାରୀମାନଙ୍କୁ ୩ ହଜାର ଟଙ୍କା ଲେଖାଏପ୍ରଦାନ କରିଥିଲେ ।କନ୍ଧମାଳ ଜିଲ୍ଲାପାଳ ଡାବୃନ୍ଦ। ଡି ଉପସ୍ଥିତ ଥିଲେ । ଗତ ୨୦୧୪ରୁ ଏ ଯାଏ ରାଜ୍ୟ ସରକାର ଯୋଗ । ଇଦେଇଥିବା ବିଜୁ ପକ୍କା ଘର ହିତାଧିକାରୀ ମାନଙ୍କୁ ଏହି ଅର୍ଥ ଅନୁବାନ ରାଶି […]

ସୃଜନ” ସ୍ବେଛାସେବୀ ସଂସ୍ଥା ପକ୍ଷରୁ କମ୍ବଳ ବଣ୍ଟନ

ଫୁଲବାଣୀ -7/1(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକ ଗୁଞ୍ଜିବାଡି ପଞ୍ଚାୟତ ଅଧୀନରେ ଥିବା ବାଲିଗାଡ଼ା ଗ୍ରାମରେ ଶୁକ୍ରବାର ସୃଜନ ସ୍ବେଛାସେବୀ ସଂସ୍ଥା ପକ୍ଷରୁ ୪୦ ଟି ପରିବାରକୁ କମ୍ବଳ ପ୍ରଦାନ କରାଯାଇଛି ।କନ୍ଧମାଳ ଜ଼ିଲ୍ଲା ଘୁ ଉଦୟଗିରି ସ୍ଥିତ “ସୃଜନ” ସ୍ବେଛାସେବୀ ସଂସ୍ଥା ପକ୍ଷରୁ ପ୍ରତି ବର୍ଷ ଏହି ଶୀତ ସମୟରେ ଗରିବ ପରିବାରମାନଙ୍କୁ କମ୍ବଳ ପ୍ରଦାନ କରାଯାଇଥାଏ l ତେବେ ଏହି ବର୍ଷ ମଧ୍ୟ ଉକ୍ତ ସଂସ୍ଥା ପକ୍ଷରୁ ୨୦୦ଟି ପରିବାରକୁ କମ୍ବଳ […]

ଆଗକୁ ପୌର ନିର୍ବାଚନ ଜିଉଦୟଗିରି ଏନଏସିରେ ଉନ୍ନୟନ୍ନ ମୂଳକ କାର୍ଯ୍ୟ ଯୋରଦାର

ଫୁଲବାଣୀ (ସୁନୀଲ ପଟନାୟକ)ଆଗକୁ ପୌର ନିର୍ବାଚନ । ମାସ କେଇଟା ଗଲେ ନିର୍ବାଚନ ହେବ। ସହରାଞ୍ଚଳ ଲୋକଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧାସୁଯୋଗ ଯୋଗାଇଦେବାକୁ ସରକାର ବଦ୍ଧପରିକର ।ଏପଟେ କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦାୟୀତ୍ଵରେ ନଗର ଉନ୍ନୟନ୍ନ ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଅଛନ୍ତି ।କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ମୁନିସପାଲିଟି ଓ ବାଲିଗୁଡ଼ା ଜି.ଉଦୟଗିରି ଏନଏସିରହିଛି । ଏହି ୩ ଟି ଯାକ ଶାସକ ବିଜେଡି ଦଖଲରେ ଥିଲା ଆଉ ଏବେ ମଧ୍ୟ ପୁଣିଏହି […]

ଗଛରେ ଚୁନ ମାରି ଅର୍ଥହରିଲୁଟ ଅଭିଯୋଗ

ଫୁଲବାଣୀ(ସୁନୀଲପଟନାୟକ)ରାସ୍ତାକଡ଼ଗଛରେ ନାମକୁ ମାତ୍ର ଚୁନ ମାରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି ଯନ୍ତ୍ରୀ ଓ ଠିକାଦାର ।ଅଭିଯୋଗ କଲେ ଶୁଣୁଛି ବା କି ଏ? ପ୍ରତିବର୍ଷ ପୂର୍ତ୍ତ ବିଭାଗ ଜିଲ୍ଲାର ରାସ୍ତାକଡ ଗଛ, ବିଭିନ୍ନ କାର୍ଯାଳୟ , ଡ଼ାକ ବଙ୍ଗଳା, ଭିତରେ ଥିବା ଗଛଗୁଡ଼ିକରେ ୨/ ୩ଫୁଟ ଧଳାପାଣି ଚୁନ ମାରିଥାନ୍ତି। ଆଉ ଏ ସବୁ ଝିପିଝିପି ବର୍ଷାଟିକ ଏହେଲେ ଧୋଇ ହୋଇଯାଏ ।ଏପଟେ ଲକ୍ଷଲକ୍ଷ ଟଙ୍କାର ବିଲ।ତେବେ ପିଚୁ ରାସ୍ତାରେ ଖାଲଖମା ଯୋଗୁ ଲୋକେ […]

ବିଜୁ ପକ୍କା ଘର ଯୋଜନାରେ ହିତାଧିକାରିଙ୍କୁ ଘର ମରାମତି ନିମନ୍ତେ ଆର୍ଥୀକ ଅନୁଦାନପ୍ରଦାନ

ଫୁଲବାଣୀ-(ସୁନୀଲପଟନାୟକ) ବିଜୁ ପକ୍କାଘର ଯୋଜନାହିତାଧିକ।ରିଙ୍କୁ ଘର ମରାମତି ପାଇଁ ଆର୍ଥୀକ ଅନୁଦାନ ରାଶି ପ୍ରଦାନର ଶୁକ୍ରବାର ଶୁଭାରମ୍ଭ ହୋଇଛି ।ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ବିଜୁ ପକ୍କା ଘର ହିତାଧିକାରୀମାନଙ୍କୁ ୩ ହଜାର ଟଙ୍କା ଲେଖାଏପ୍ରଦାନ କରିଥିଲେ ।କନ୍ଧମାଳ ଜିଲ୍ଲାପାଳ ଡାବୃନ୍ଦ। ଡି ଉପସ୍ଥିତ ଥିଲେ । ଗତ ୨୦୧୪ରୁ ଏ ଯାଏ ରାଜ୍ୟ ସରକାର ଯୋଗ । ଇଦେଇଥିବା ବିଜୁ ପକ୍କା ଘର ହିତାଧିକାରୀ ମାନଙ୍କୁ ଏହି ଅର୍ଥ ଅନୁବାନ ରାଶି […]

ଶାନ୍ତି ତପୋବନ ଆଶ୍ରମ ସ୍ଥିତ ବାନପ୍ରସ୍ଥ ର ଅନ୍ତେବାସୀ ଙ୍କୁ ସମର୍ଦ୍ଧନା

ବରଗଡ଼:(ଉଲାପ୍ର)ଆଜି ଶାନ୍ତି ତପୋବନ ଆଶ୍ରମ ଠାରେ ଏକ ସମର୍ଦ୍ଧନା ସଭାର ଆୟୋଜନ କରାଯାଇ ବାନପ୍ରସ୍ଥ ର ଶ୍ରୀମତୀ ସୁମିତ୍ରା ଶତପଥି,ଯଜ୍ଞସେନୀ ପ୍ରଧାନ,ଶ୍ରୀ ହିମାଂଶୁ ଶତପଥି ଓ ରାଜକୁମାର ଗୁପ୍ତା ଙ୍କୁ ଶରୀର ଦାନ କରିଥିବାରୁ ତାଙ୍କୁ ଅଙ୍ଗବସ୍ତ୍ର, ଫୁଲଚାରା ଓ ଚପଲ ଦେଇ ସମର୍ଦ୍ଧନା କରାଯାଇଥିଲା lଏହି କାର୍ଯ୍ୟକ୍ରମ କୁ ବରଗଡ଼ ମହିଳା ମାରଓ୍ବାଡ଼ି ସମ୍ମେଳନ ଓ ଶାନ୍ତି ତପୋବନ ଆଶ୍ରମ ର ମିଳିତରେ ଆୟୋଜିତ ସମର୍ଦ୍ଧନା ସଭାରେ ଅଞ୍ଜୁ ଅଗ୍ରୱାଲ ଓ ସାଥି, ନରେନ୍ଦ୍ର ହୋତା, […]

ଷଷ୍ଠ ସମଲେଶ୍ୱରୀ ଭଲିବଲ ପ୍ରତିଯୋଗିତା

ବରଗଡ଼(ଉଲାପ୍ର)-ବରପାଲି ବ୍ଲକ ଅନ୍ତର୍ଗତ ସତଲମା ପ୍ରାଥମିକ ବିଦ୍ୟାଳୟ ପରିସରରେ ଷଷ୍ଠ ସମଲେଶ୍ୱରୀ ଭଲିବଳ ଟୁର୍ନାମେଣ୍ଟ ସମଲେଶ୍ୱରୀ ଭଲିବଲ ସଙ୍ଘ ଆନୁକୂଲ୍ୟରେ ଉଦଘାଟିତ ହୋଇଯାଇଛି l ପ୍ରତିଯୋଗିତା କୁ ଯୁବନେତା ସୁମିତ ସାହୁ ଉଦଘାଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସତଲମା ସମିତି ସଭ୍ୟ କୁନାଲ ଭୋଇ , ଶିକ୍ଷା ବିତ୍ ହୃଷିକେଶ ଭୋଇ , ଶଶଧର ସାହୁ ଓ ସୋମନାଥ ମହାପାତ୍ର ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମ କୁ ସୁବୋଧ କୁମାର ପରିଚାଳନା କରିଥିବା ବେଳେ ଚିତ୍ତ […]

ବେହେରା ଠାରେ ବୁଣାକାର ବଜାର ଉଦଘାଟିତ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ବ୍ଲକ ଅନ୍ତର୍ଗତ ବେହେରା ଠାରେ (ବାଏଲଯୁରୀ ବଜାର) ବୁଣାକାର ମାନଙ୍କ ପାଇଁ ସ୍ବତନ୍ତ୍ର ବଜାରର ନବ ନିର୍ମାଣ କୋଠା ଆଜି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଦ୍ବାରା ଉଦଘାଟିତ ହୋଇଯାଇଛି। ରାଜ୍ୟ ସରକାର ଙ୍କ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ର ପିଓଏଚଆଇ ଯୋଜନା ରେ ୯କୋଟି ୩୭ ଲକ୍ଷ ଟଙ୍କା ବ୍ୟୟରେ ୧.୬୭ ଏକର ଜମି ରେ ନିର୍ମିତ ଏହି କୋଠାରେ ଶତାଧିକ ବୁଣାକାର ମାନେ […]

ନିଖିଳ ଉତ୍କଳ ବରିଷ୍ଠ କଳାକାର ସଂଘର ସଦସ୍ୟ ଭାବେ ମନୋନୀତ ହେଲେ କନ୍ଧମାଳ ର ଯୁବ ନାଟ୍ୟକାର ପ୍ରମୋଦ ବ୍ରହ୍ମପୁର

/ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କଳା ଓ କଳାକାର ହୀତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ”ର କାର୍ଯ୍ୟକାରିଣୀ ବୈଠକ ବ୍ରହ୍ମପୁର ପ୍ରକାଶମ୍ ହଲ୍ ପରିସରସ୍ଥ ଆନ୍ଧ୍ର ଭାଷା ବିବର୍ଦ୍ଧନି ସମାଜ ସଭକକ୍ଷ ଠାରେ ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ମୁଖ୍ୟ ବକ୍ତା ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ଏବଂ ସମ୍ମାନିତ ଅତିଥି ଭାବେ ସର୍ବଶ୍ରୀ ସତ୍ୟ […]

ସର୍ଟ ସର୍କିଟ ଯୋଗୁଁ ଜଳିଗଲା ଦୋକାନ, ଦେଢ଼ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ସଟ ସର୍କିଟ ଯୋଗୁଁ ଜଳିଗଲା ଦୋକାନ । ପାଖାପାଖି ଦେଢ଼ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ର ସାରଙ୍ଗଡ଼ ଥାନା ବଣ୍ଡଗୁଡ଼ା ଗ୍ରାମର ଚଞ୍ଚଳା ସାହିରେ ଘଟିଛି ଏଭଳି ଘଟଣା । ସୂଚନା ପ୍ରକାରେ ଚଞ୍ଚଳା ସାହି ଛକରେ ଥିବା ଟୁନା ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କ ଦୋକାନ ଗୃହରେ ବିଦ୍ୟୁତ୍‌ ସଟସର୍କିଟ ହୋଇ ଦୋକାନ […]